Browsing Category

ବାଣିଜ୍ୟ

୫୦ ହଜାର କର୍ମଚାରୀଙ୍କୁ ୧୦ ଦିନର ଛୁଟି, ଦୀପାବଳିରେ ବି ମିଳିବ ଲମ୍ବା leave

ନୂଆଦିଲ୍ଲୀ: ସୁରଟ ସ୍ଥିତ ହୀରା ଉତ୍ପାଦନ ବ୍ୟବସାୟ କିରଣ ଜେମ୍ସର ୫୦ ହଜାର କର୍ମଚାରୀଙ୍କୁ ୧୭ ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ଛୁଟି ଦିଆଯାଉଛି । ସାରା ଦୁନିଆର ବଜାର ପଲିସି କରାଯାଇଥିବା ଡାଇମଣ୍ଡର ଡିମାଣ୍ଡ ଖୁବ ଜୋରରେ…

ସେବିର ନୂଆ ନିୟମ: ଅଣପଞ୍ଜିକୃତ ବ୍ୟକ୍ତି ଓ ଅନୁଷ୍ଠାନ ପୁଞ୍ଜି ବଜାରରେ ନିବେଶ ପାଇଁ ପରାମର୍ଶ ଦେଇ ପାରିବେନି, ନ ମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଖୁଚୁରା ନିବେଶକଙ୍କୁ ସୁରକ୍ଷା ଦେବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ପଞ୍ଜିକୃତ ହୋଇ ନଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପୁଞ୍ଜି ବଜାରରେ…

ପିଏମ ମୋଦୀ ଜାରି କଲେ ବିଗ ବ୍ୟାଙ୍ଗ ନମ୍ବର, ଜାଣନ୍ତୁ ଭାରତର ମାର୍କେଟ କ୍ୟାପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥବ୍ୟବସ୍ଥାରେ ନିଜର ବିଗ ବ୍ୟାଙ୍ଗ ନମ୍ବର ଜାରି କରିଛନ୍ତି । ଏହା ଅଧୀନରେ ଭାରତର ବଜାର କ୍ୟାପ ୫.୫ ଟ୍ରିଲିୟନ ଡଲାର ବୋଲି କୁହାଯାଉଛି । ଏହା ଭାରତୀୟଙ୍କ…

ବାଂଲାଦେଶ ସଂକଟରେ ଘାଣ୍ଟି ହେଉଛନ୍ତି ଏହି ୧୬ ଭାରତୀୟ କମ୍ପାନୀ, ଷ୍ଟକରେ ଲାଗି ରହିଛି ଉନ୍ନତି- ଅବନତି

ଓଡିଶା ଭାସ୍କର: ଭାରତର ପଡୋଶୀ ଦେଶ ବାଂଲାଦେଶରେ ଭାରି ରାଜନୈତିକ ସଂକଟ ଲାଗି ରହିଛି । ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଦେଶ ଛାଡି ଏବେ ଭାରତରେ ଶରଣ ନେଇଛନ୍ତି । ଏହାସହ ହିଁ ବାଂଲାଦେଶରେ ନିବେଶ କରିଥିବା ବହୁ ଭାରତୀୟ…

କର୍ମଚାରୀଙ୍କୁ ଛଟେଇ ପାଇଁ ଘୋଷଣା କଲା Dell: AI ଦୁନିଆରେ ପାଦ ଦେବାକୁ ପ୍ରସ୍ତୁତି ଆରମ୍ଭ କଲା ଟେକ୍ କମ୍ପାନୀ

ନୂଆଦିଲ୍ଲୀ: ଦିନକୁ ଦିନ କୃତ୍ରିମ ବୁଦ୍ଧିମତା (ଏଆଇ)ର ପ୍ରଧାନ୍ୟ ବଢ଼ିବାରେ ଲାଗିଥିବା ବେଳେ ଆଗାମୀ ଦିନରେ ଏହାର ଚାହିଦା ସାରା ବିଶ୍ୱରେ ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି । ଆମେରିକା ସ୍ଥିତ ଓପନଏଆଇ କମ୍ପାନୀ…

ସଂସଦରେ ଅର୍ଥମନ୍ତ୍ରୀଙ୍କ ସୂଚନା: ଜନଧନ ଆକାଉଣ୍ଟ ଓ ବେସିକ ସଞ୍ଚୟ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ଜରୁରୀ ନୁହେଁ

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ଅଧିକାଂଶ ଗ୍ରାହକଙ୍କ ପାଇଁ ଏକ ବଡ଼ ସମସ୍ୟା । ଆଜିକାଲି ଅଧିକାଂଶ ଲୋକଙ୍କର ବିଭିନ୍ନ ପ୍ରକାରର ଋଣର କିସ୍ତି, ଇଏମଆଇ କଟୁଥିବାରୁ ସର୍ବଦା ଆକାଉଣ୍ଟରେ…

ଏକ୍ସର ମାଲିକ ଏଲନ ମସ୍କଙ୍କ ବଡ଼ ଘୋଷଣା; ଟ୍ୱିଟରର ଐତିହାସିକ ଅଫିସ ହେବ ବନ୍ଦ

ନୂଆଦିଲ୍ଲୀ: ଏଲନ ମସ୍କ ଏକ୍ସକୁ ନେଇ ଆଉ ଏକ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଅଫିସରେ ଟ୍ୱିଟର ଅଗ୍ରଗତି କରିଛି ସେହି ଅଫିସକୁ ବର୍ତ୍ତମାନ ବନ୍ଦ କରାଯିବ । ସୋସିଆଲ ମିଡିଆ କମ୍ପାନୀ ନିଜର ସାନ୍ ଫ୍ରାନ୍ସିସ୍କୋରେ ଥିବା…

ଏସବିଆଇକୁ ମିଳିଲା ନୂତନ ଅଧ୍ୟକ୍ଷ, ଚଲ୍ଲା ଶ୍ରୀନିବାସୁଲୁ ଶେଟ୍ଟୀ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ନୂଆ ଚେୟାରମ୍ୟାନ ମିଳିଛି । ସରକାର ମଙ୍ଗଳବାର ଦିନ ଚଲ୍ଲା ଶ୍ରୀନିବାସୁଲୁ ଶେଟ୍ଟୀଙ୍କୁ ଏହି ପଦବୀ ପାଇଁ ଚୟନ କରିଛନ୍ତି । ତାଙ୍କର କାର୍ଯ୍ୟକାଳ ୨୮ ଅଗଷ୍ଟରୁ ୩ ବର୍ଷ…

୧୦୭ ଟଙ୍କାରେ ଶସ୍ତା ପ୍ଲାନ ଦେଉଛି BSNL: ୩୫ ଦିନ ପର୍ଯ୍ୟନ୍ତ ମିଳିବ ଏହିସବୁ ସୁବିଧା

ଓଡ଼ିଶା ଭାସ୍କର: ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀ ଭିତରୁ ଗୋଟିଏ ହେଉଛି ବିଏସଏନଏଲ । ୟୁଜରମାନଙ୍କୁ ଶସତା ରିଚାର୍ଜ ପ୍ଲାନ ଦେଉଥିବା ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ ଭାବରେ ରହିଛି ବିଏସଏନଏଲ । ଦେଶର ବିଭିନ୍ନ…

ଏଣିକି ‘ଆଖୁରସ’ରେ ଚାଲିବ କାର୍! ଦରକାର ନାହିଁ ପେଟ୍ରୋଲ-ଡିଜେଲ: ଟାଟା ତିଆରି କରୁଛି ନୂଆ ପ୍ଲାନ

ନୂଆଦିଲ୍ଲୀ: କାର ଏବଂ ବାଇକ ଚାଳକ ମାନଙ୍କ ମୁଣ୍ଡରୁ ଖୁବଶୀଘ୍ର ହଟିବ ପେଟ୍ରୋଲ-ଡିଜେଲ ଚିନ୍ତା । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏ ନେଇ ବଡ଼ ଘୋଷଣା କରିଛନ୍ତି । ୧୦୦ ପ୍ରତିଶତ ଇଥାନଲରେ ଚାଲୁଥିବା କାର ଏବଂ…