Browsing Category

ବାଣିଜ୍ୟ

G.O.A.T ସେଲ ର ଘୋଷଣା କଲା ଫ୍ଲିପକାର୍ଟ, iPhone 15 ଏବଂ ସ୍ମାର୍ଟଫୋନ ଟିଭି ଉପରେ ମିଳିବ ୮୦% ପର୍ଯ୍ୟନ୍ତ ରିହାତି

ନୂଆଦିଲ୍ଲୀ: ଫ୍ଲିପକାର୍ଟ ନିଜ ଦମଦାର G.O.A.T ସେଲର ଆନାଉନ୍ସମେଣ୍ଟ କରିସାରିଛି, ଯାହାର ଅର୍ଥ ଗ୍ରେଟେଷ୍ଟ ଅଫ ଅଲ ଟାଇମ । ଏହି ସେଲ ମସୟରେ ଗ୍ରାହକଙ୍କୁ ସ୍ମାର୍ଟଫୋନ, ଲ୍ୟାପଟପ, ମୋବାଇଲ ଆସେସରୀଜ ଏବଂ ହୋମ…

ଅନନ୍ତ-ରାଧିକାଙ୍କ ବିବାହ ପାଇଁ ମୁମ୍ବାଇରେ ଚାକରି କରୁଥିବା ଲୋକଙ୍କୁ ମିଳିଲା ଆଶ୍ୱସ୍ତି, ଏତିକି ଦିନ କରିବେ ୱାର୍କ ଫର୍ମ ହୋମ

ନୂଆଦିଲ୍ଲୀ: ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ବିରେନ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟଙ୍କ ବିବାହ ଦିନ ଆସିଯାଇଛି । ଆଜି ୧୨ ଜୁଲାଇରେ ବିକେସୀର ଜିଓ ୱାଲର୍ଡ କନଭେନସନ ସେଣ୍ଟରରେ…

ଅମ୍ବାନୀ ଘରକୁ କେତେ ଆସେ ବିଜୁଳି ବିଲ୍‌! ‘ଏଣ୍ଟିଲିଆ’ରେ କେମିତି ରହିଛି ସୁବିଧା, ମୁମ୍ବାଇର ୭ ହଜାର ମଧ୍ୟବିତ୍ତଙ୍କ ବିଜୁଳି ଖର୍ଚ୍ଚ…

ଓଡିଶା ଭାସ୍କର: ଏସିଆର ସବୁଠୁ ଧନୀ ବ୍ୟକ୍ତି ଓ ଭାରତର ସବୁଠୁ ବଡ ବ୍ୟାବସାୟୀ ତଥା ରିଲାୟନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀଙ୍କ ଘର ‘ଏଣ୍ଟିଲିଆ’ ର ତୁଳନା କେବଳ ଭାରତରେ ନୁହେଁ ବରଂ ବିଶ୍ୱର ସର୍ବଶ୍ରେଷ୍ଠ ଘର…

IRCTCର ୱେବସାଇଟ୍ ୨ ଘଣ୍ଟା ପାଇଁ ଠପ୍, ସକାଳରୁ ଟିକେଟ୍ ବୁକିଂରେ ସମସ୍ୟା

ନୂଆଦିଲ୍ଲୀ : ଭାରତୀୟ ରେଳବାଇର ଟିକେଟ୍ ବୁକିଂ ୱେବସାଇଟ୍ ଆଇଆରସିଟିସି ଶୁକ୍ରବାର ସକାଳେ ଠପ୍ ହୋଇଛି । ସାଇଟରେ ଟିକେଟ୍ ବୁକିଂ କରିବାରେ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନବିଟି ରିପୋର୍ଟ ଅନୁଯାୟୀ,…

Alret : ‘ଆପଣଙ୍କ ଗ୍ୟାସ୍ କନେକ୍ସନ କଟିବାକୁ ଯାଉଛି’ , କ’ଣ ଆପଣଙ୍କୁ ବି ଆସୁଛି ଏପରି ମେସେଜ୍ ?

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କୁ ଠକିବା ପାଇଁ ସାଇବର ଅପରାଧୀମାନେ ପ୍ରତିଦିନ ନୂଆ ଟେକନିକ୍ ଆପଣାଉଛନ୍ତି । ମୌଳିକ ସୁବିଧା ବନ୍ଦ ହେବାର ମିଥ୍ୟା ମେସେଜ୍ ପଠାଇ ଅନେକ ଠକେଇ କରାଯାଉଛି । କିଛି ଦିନ ପୂର୍ବରୁ ବିଦ୍ୟୁତ୍…

ୱେଟିଂ ଟିକେଟ୍ ଉପରେ ବଡ଼ ନିଷ୍ପତ୍ତି! ବର୍ତ୍ତମାନ ଯଦି ଆପଣ ଭୁଲ୍ କରନ୍ତି, ମଝି ରାସ୍ତାରେ ଆପଣଙ୍କୁ ଓହ୍ଲାଇଦେବ ଟିଟି

ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରୀଙ୍କ ସହ ଜଡିତ ଏକ ବଡ଼ ପରିବର୍ତ୍ତନ କରିଛି । ଏହା ଲକ୍ଷ ଲକ୍ଷ ରେଳ ଯାତ୍ରୀଙ୍କୁ ପ୍ରଭାବିତ କରିବ । ରେଳବାଇ ଜୁଲାଇ ୧ ରୁ ଏହି ନିୟମ ଲାଗୁ କରିଛି ଏବଂ ପ୍ରଥମ ଥର ୱେଟିଂ ଟିକେଟ୍ ଉପରେ…

ମହଙ୍ଗା ହେଲା ଗାଡ଼ିର ପଲ୍ୟୁସନ୍ ଚେକ୍: ସରକାର ଜାରି କଲେ ନୂଆ ରେଟ୍

ନୂଆଦିଲ୍ଲୀ: ୧୩ ବର୍ଷ ବ୍ୟବଧାନ ପରେ ଗୁରୁବାର ଦିନ ଦିଲ୍ଲୀ ସରକାର ପ୍ରଦୂଷଣ ଯାଞ୍ଚ (ପିୟୁସି) ସାର୍ଟିଫିକେଟ୍ ଫି ବୃଦ୍ଧି କରିଛନ୍ତି । ଦିଲ୍ଲୀ ପେଟ୍ରୋଲ ଡିଲର ଆସୋସିଏସନ ଚାର୍ଜ ବୃଦ୍ଧି କରିବାକୁ ଅନୁରୋଧ କରିବା ପରେ…

PF ଉପରେ ସୁଧ ହାର ୮.୨୫ ପ୍ରତିଶତକୁ ବୃଦ୍ଧି; ସାଧାରଣ ବଜେଟ୍ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫଓ) ଜମା ଉପରେ ସୁଧ ହାର ୮.୧୫ ପ୍ରତିଶତରୁ ୮.୨୫ ପ୍ରତିଶତକୁ ବୃଦ୍ଧି କରିବାକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ କରିଛି । ଚଳିତ ବର୍ଷ…

ଧାର ପାଇଁ ଆଉ ଦୋକାନୀଙ୍କୁ କରିବେନି ଖୋସାମତ ! ୟୁପିଆଇ ଉଠାଇବ ଖର୍ଚ୍ଚ, ଶୀଘ୍ର ମିଳିବ ଫାଇଦା

ନୂଆଦିଲ୍ଲୀ :ଏପରି ଅନେକଥର ହୁଏ, ଯେତେବେଳେ ଆମର ତୁରନ୍ତ ଖର୍ଚ୍ଚ ପାଇଁ ଟଙ୍କା ନଥାଏ ଏବଂ ଜଣାଶୁଣା ଦୋକାନୀଙ୍କଠାରୁ ସାମଗ୍ରୀ ଧାର କରି ନେବାକୁ ପଡେ । କିନ୍ତୁ ସାଧାରଣ ଲୋକଙ୍କର ଏହି ସମସ୍ୟା ଶୀଘ୍ର ଶେଷ ହେବାକୁ…

ମହଙ୍ଗା ଋଣରୁ ମିଳିବନି ଆଶ୍ୱସ୍ତି, ଆରବିଆଇ ଗଭର୍ଣ୍ଣର କହିଲେ ଏହି କଥା

ନୂଆଦିଲ୍ଲୀ: ମହଙ୍ଗା ଋଣ ଏବଂ ମହଙ୍ଗା ଇଏମଆଇରୁ ଆଶ୍ୱସ୍ତି ମିଳିବ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଆର୍ଥିକ ପରିସ୍ଥିତିରେ ଅସ୍ଥିରତା ଏବଂ ମହଙ୍ଗା ଦରର ୫ ପ୍ରତିଶତ…