Browsing Category
ବାଣିଜ୍ୟ
ସବୁ ସରକାରୀ କମ୍ପାନୀ ବିକ୍ରି କରିବ ପାକିସ୍ତାନ; ସରକାରଙ୍କ ଘୋଷଣା ପରେ ଗଣମାଧ୍ୟମରେ ହଇଚଇ
ନୂଆଦିଲ୍ଲୀ: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତିକରୁଛି ପାକିସ୍ତାନ। ପରିସ୍ଥିତି ଏପରି ଆସିଲାଣି ଶେଷରେ ସବୁ ସରକାରୀ କମ୍ପାନୀ ଗୁଡ଼ିକୁ ବିକ୍ରିକରିବାକୁ ବସିଲାଣି ପାକିସ୍ତାନ। ପାକିସ୍ତାନ ସରକାରଙ୍କ ଏପରି ନିଷ୍ପତି ପରେ,…
ବଡ଼ ଘୋଷଣା କଲେ ମୋଦୀ ସରକାର: ଆଗାମୀ ୯ ମାସ ପର୍ଯ୍ୟନ୍ତ ୩୦୦ ଟଙ୍କା ଶସ୍ତାରେ ମିଳିବ LPG ସିଲିଣ୍ଡର
ନୂଆଦିଲ୍ଲୀ: କେନ୍ଦ୍ରରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନେକ ଉପହାର ଦେବାକୁ ଯାଉଛନ୍ତି । ଦେଶବାସୀଙ୍କୁ ବିଭିନ୍ନ ଯୋଜନାର ଫାଇଦା ମିଳିବା…
ଦୁଇଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI: ବ୍ୟାଙ୍କିଂ ଅପରେସନ୍ ବନ୍ଦ, ଗ୍ରାହକଙ୍କ ଟଙ୍କା ଉଠାଣ ବନ୍ଦ
ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ…
ଏହି କାରଣ ପାଇଁ ବ୍ୟବହାରିକ ଅନ୍ତର ବିତ୍ତପୋଷଣ ଗ୍ୟାପ୍ ଫଣ୍ଡିଂ (ଭିଜିଏଫ) ଯୋଜନାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ, ଜାଣନ୍ତୁ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୭୪୫୩ କୋଟି ଟଙ୍କା ବ୍ୟୟଅଟକଳରେ ଉପକୂଳବର୍ତ୍ତୀ ପବନ ଶକ୍ତି ପ୍ରକଳ୍ପ ପାଇଁ ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ…
HDFC ସିକ୍ୟୁରିଟିଜ କଲା ସାବଧାନ, ହ୍ୱାଟ୍ସଆପର ଏହି ସ୍କାମଠାରୁ ଦୂରେଇ ରୁହନ୍ତୁ ଇନଭେଷ୍ଟର୍ସ
ନୂଆଦିଲ୍ଲୀ: ସେୟାର ବଜାରରେ ନିବେଶକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଖାସକରି ଖୁଚୁରା ନିବେଶକଙ୍କ ସଂଖ୍ୟା ଲଗାତାର ବଢିବା ଦେଖିବାକୁ ମିଳିଛି । ଏଥିସହ ସେୟାର ବଜାର ସହ ଜଡିତ ଫ୍ରଡ ମଧ୍ୟ ବଢୁଛି । ଲୋକେ ଏହି ଠକାମୀରେ…
ଇନଷ୍ଟାଗ୍ରାମରେ ବର୍ଷିବ ଟଙ୍କା, ଭାଇରାଲ ହେବା ପାଇଁ ଫଲୋ କରନ୍ତୁ ଏହି ଟ୍ରିକ୍ସ
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମକୁ କୋଟି କୋଟି ଲୋକେ ବ୍ୟବହାର କରୁଛନ୍ତି । ଲୋକେ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ବହୁତ କମ ସମୟରେ ଲକ୍ଷ ଠାରୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଆଜି…
ଦେଶରେ ନିର୍ମାଣ ହେବ ୫୦ ହଜାର କିମିର ଏକ୍ସପ୍ରେସୱେ, ହାଇୱେ ଦାୟିତ୍ୱ ନେବ NHAI
ନୂଆଦିଲ୍ଲୀ: ଦେଶର କୋଣ ଅନୁକୋଣରେ ହାଇୱେ କାମ ସାରିବା ପରେ ବର୍ତ୍ତମାନ କେନ୍ଦ୍ର ସରକାର ଏକ୍ସପ୍ରେସୱେ ଉପରେ ଧ୍ୟାନ ଦେଇଛନ୍ତି । ସରକାରଙ୍କ ଯୋଜନା ରହିଛି ଯେ, ଦେଶରେ ପାଖାପାଖି ୫୦ ହଜାର କିମି ଆକ୍ସେସ କଣ୍ଟ୍ରୋଲ…
ମସଲା ପରେ ଏବେ ସଙ୍କଟରେ ପଡ଼ିଛି ମେଡିସିନ୍: ପଡୋଶୀ ଦେଶ ଏହି ଇଞ୍ଜେକ୍ସନ ଉପରେ ଲଗାଇଲା ବ୍ୟାନ୍
ନୂଆଦିଲ୍ଲୀ: ନିକଟରେ ଭାରତର ଅଗ୍ରଣୀ ମସଲା ବ୍ରାଣ୍ଡଗୁଡ଼ିକ ବିଶ୍ୱର ଅନେକ ଦେଶରେ ନିୟାମକ କାର୍ଯ୍ୟରେ ଫସିଥିଲା । ବର୍ତ୍ତମାନ ଭାରତୀୟ ମେଡିସିନ୍ ଉପରେ ମଧ୍ୟ ଆଙ୍ଗୁଠି ଉଠିଛି । ପଡୋଶୀ ଦେଶ ନେପାଳ ଜିଡସ୍ ଲାଇଫ ସାଇନ୍ସର…
ଅଶୌଧିତ ତେଲ ବଢାଇଲା ମୁଣ୍ଡବିନ୍ଧା, ଡିଜେଲ-ପେଟ୍ରୋଲରେ ମହଙ୍ଗାମାଡ
ଓଡିଶା ଭାସ୍କର(ଭୁବନେଶ୍ୱର): ଲୋକସଭା ନିର୍ବାଚନର ମହାପର୍ବ ସରି ସାରିଛି । ମାତ୍ର ସରିନି ଲୋକଙ୍କ ଅସୁବିଧା, ଲୋକଙ୍କ ସମସ୍ୟ।। ଆଗାମୀ ଦିନରେ ଡିଜେଲ-ପେଟ୍ରୋଲ ଉପରେ ମହଙ୍ଗାମାଡ ରୂପକ ନୂଆ ଝଟକା ଲାଗିପାରେ ବୋଲି ଆକଳନ…
କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘‘ଜାତୀୟ ଫରେନସିକ୍ ଭିତ୍ତିଭୂମି ବୃଦ୍ଧି ଯୋଜନା’’ (ଏନ.ଏଫ.ଏଲ.ଇ.ଏସ.)କୁ କ୍ୟାବିନେଟ ମଞ୍ଜୁରି
ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ମୋଟ ୨୨୫୪.୪୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ କେନ୍ଦ୍ରୀୟ…