Browsing Category

ବାଣିଜ୍ୟ

ଡାଉନ ହେଲା Reliance Jio, ମୋବାଇଲ ଇଣ୍ଟରନେଟ ବ୍ୟବହାର କରିବାରେ ଅସୁବିଧା ଭୋଗିଲେ ଶତାଧିକ ୟୁଜର୍ସ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସାରା ଭାରତର ୟୁଜର୍ସଙ୍କୁ ଏକ ବଡ଼ ନେଟୱର୍କ ଆଉଟେଜର ସାମ୍ନା କରିବାକୁ ପଡିଛି, ଯେଉଁଥିରେ ଅନେକ ଲୋକଙ୍କୁ ଇଣ୍ଟରନେଟରୁ କନେକ୍ଟ ହେବା ଏବଂ କଲ କରିବାରେ ଅସୁବିଧା ହୋଇଛି । ରିୟଲ ଟାଇମ…

ଇନଷ୍ଟାଗ୍ରାମ ଏବଂ ଟେଲିଗ୍ରାମ ଚ୍ୟାନେଲରୁ ସାବଧାନ ରୁହନ୍ତୁ ଷ୍ଟକ ନିବେଶକ: NSE

ମୁମ୍ୱାଇ: ଷ୍ଟକ ବଜାରରେ ଠକେଇ ରୋକିବା ପାଇଁ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (NSE) ନିବେଶକଙ୍କ ପାଇଁ ଚେତାବନୀ ଜାରି କରିଛି । କିଛି ଟେଲିଗ୍ରାମ ଚ୍ୟାନେଲ ଏବଂ ଇନଷ୍ଟାଗ୍ରାମ ଚ୍ୟାନେଲ ପ୍ରତି ସତର୍କ ରହିବାକୁ ଏନଏସଇ…

ପିଏମ କିଷାନ: ୧୭ ତମ କିସ୍ତିକୁ ଅପେକ୍ଷା କରିଛନ୍ତି ୧୭ କୋଟି ଚାଷୀ, ଜାଣନ୍ତୁ ଆଜି କାହାକୁ ମିଳିବନି ଟଙ୍କା

ନୂଆଦିଲ୍ଲୀ: ପିଏମ କିଷାନର ୧୭ ତମ କିସ୍ତି ଆଜି ୯ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଯିବ । ପିଏମ କିଷାନ ପୋର୍ଟାଲରେ ଏହି ଯୋଜନା ପାଇଁ ମୋଟ ୧୨ କୋଟିରୁ ଅଧିକ କୃଷକ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅତି…

ମଧ୍ୟବିତ୍ତ ପରିବାରଙ୍କୁ ମିଳିବ ଫାଇଦା ! ଏଥର ବଜେଟ୍‌ରେ ଆୟକର ହାରରେ ହ୍ରାସ ପାଇଁ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍‌ ପ୍ରସ୍ତୁତ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସେ ଶିଳ୍ପ ସଂଘଗୁଡ଼ିକୁ ଭେଟି ବଜେଟ୍‌ରୁ…

ସାବୁନ-ସାମ୍ପୁ ଏବଂ ଡିଟର୍ଜେଣ୍ଟ ବି ହେଲା ମହଙ୍ଗା, FMCG କମ୍ପାନୀଗୁଡ଼ିକ ବଢାଇଲେ ମୂଲ୍ୟ

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ଆଶ୍ୱସ୍ତି ମିଳିବା ସ୍ୱପ୍ନ ହୋଇଯାଇଛି । ପରିବା ଦରରେ ବୃଦ୍ଧି ଘଟିବା ଲୋକଙ୍କୁ ଚିନ୍ତାରେ ପକାଇଛି । ହେଲେ ବର୍ତ୍ତମାନ ଏଫଏମସିଜି କମ୍ପାନୀମାନ ସାଧାରଣ ଲୋକଙ୍କୁ ମହଙ୍ଗା ଝଟକା ଦେଇଛନ୍ତି ।…

ଏୟାର ଇଣ୍ଡିଆ ଫ୍ଲାଇଟରେ ବଡ଼ ଅବହେଳା, ଖାଦ୍ୟରୁ ବାହାରିଲା ବ୍ଲେଡ, ଭୁଲ ସ୍ୱୀକାର କଲା କମ୍ପାନୀ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବେଙ୍ଗାଲୁରୁ ସାନ୍ ଫ୍ରାନ୍ସିସ୍କୋ ଯିବାକୁ ଥିବା ବିମାନରେ ବଡ଼ ଅବହେଳା ଖବର ସାମ୍ନାକୁ ଆସିଛି । ଏହି ଫ୍ଲାଇଟର ଜଣେ ଯାତ୍ରୀଙ୍କ ଖାଦ୍ୟରେ ବଡ଼ ବ୍ଲେଡ ବାହାରିଛି । ଏହି ଘଟଣା ୯ ଜୁନର ଅଟେ ।…

ରାଜ୍ୟରେ ଆକାଶ ଛୁଆଁ ହେଲାଣି ପରିବା ଦର; ଖାଉଟି ହନ୍ତସନ୍ତ, ସବୁ ଦେଖିକି ଚୁପ୍ ବସିଛି ଯୋଗାଣ ବିଭାଗ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନିର୍ବାଚନ ସରୁ ସରୁ ବଢ଼ିଲାଣି ପରିବା ଦର । ବଜାରରେ ପନିପରିବା ଦର ଆକାଶ ଛୁଆଁ ହେଲାଣି । ଟମାଟୋ କିଲୋଗ୍ରାମରେ ୭୦-୮୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି। ଲେମ୍ବୁ କଥା ନ କହିଲେ ଭଲ ।…

ଖାଲି EVM ନୁହେଁ! AI, ChatGPT ଏବଂ Recall ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଏଲନ ମସ୍କ

ନୂଆଦିଲ୍ଲୀ: ଏଲନ ମସ୍କ ସର୍ବଦା ନିଜ ଅଜବ ବିବୃତ୍ତି ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ମସ୍କ ଭାରତର ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ ମେସିନର ଆଲୋଚନା କରିଛନ୍ତି । ମସ୍କଙ୍କ ମୁତାବକ ଇଭିଏମକୁ ମଣିଷମାନେ ଏବଂ…

ଖୁସି ଖବର! ଶସ୍ତାରେ କିଣନ୍ତୁ IPhone ନୂଆ ଫୋନ୍… କମ୍ ଦାମରେ ବିକ୍ରି ହେଉଛି ଏହିସବୁ ମଡେଲ

ଓଡିଶା ଭାସ୍କର: ଆପଲ କମ୍ପାନୀର ଆଇଫୋନକୁ ଆଜିକାଲି ପ୍ରତ୍ୟେକ ବର୍ଗର ବ୍ୟକ୍ତି ବ୍ୟବହାର କରିବାକୁ ବେଶ ପସନ୍ଦ କରୁଛନ୍ତି । ଏହି ଲୋକପ୍ରିୟ ଫୋନର ଦାମ ମଧ୍ୟ ବହୁତ ହୋଇଥାଏ । ଅଧିକ ଉଚ୍ଚା ରେଟ ହୋଇଥିବାରୁ କିଣିବାର…

ପିଏମ କିଷାନର 17 ତମ କିସ୍ତି କାଲି ମିଳିବ, ବରଗଡ଼ରେ ଆୟୋଜନ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲି ଜାରି ହେବ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ସପ୍ତଦଶ କିସ୍ତି । ବିଭିନ୍ନ ଜିଲ୍ଲା ଓ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜନ ହେବ କାର୍ଯ୍ୟକ୍ରମ। ସଂଧ୍ୟା ସାଢ଼େ ୪ରୁ ୭ଟା ଯାଏଁ ଆୟୋଜନ ହେବ…