Browsing Category
ବାଣିଜ୍ୟ
ପୁଣି ଶିଖର ଛୁଇଁଲେ ସେନସେକ୍ସ-ନିଫ୍ଟି: ନିବେଶକ ମାଲାମାଲ, ଗୋଟିଏ ଦିନରେ ୧.୮୨ ଲକ୍ଷ କୋଟିର ଲାଭ
ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଏବେ ଦିନକୁ ଦିନ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି । ସୋମବାର ଅର୍ଥାତ୍ ଜୁଲାଇ ୩ ତାରିଖରେ ସେନସେକ୍ସ ପ୍ରଥମ ଥର ପାଇଁ ୬୫,୦୦୦ ଅଙ୍କ ପାର୍ କରିଥିଲା । ସେହିଭଳି ନିଫ୍ଟି ୧୯,୩୦୦…
୨ ଲକ୍ଷରୁ ଅଧିକ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଉପରେ ବିପଦ ଘଣ୍ଟି: ପ୍ଲଗଇନରେ ରହିଛି ବିପଜ୍ଜନକ ବଗ୍, ରିପୋର୍ଟ ବଢ଼ାଇଲା ଟେନସନ୍
ନୂଆଦିଲ୍ଲୀ: ହ୍ୟାକିଂ ସମ୍ବନ୍ଧରେ ପ୍ରତିଦିନ କିଛଇ ନା କିଛି ନୂଆ ରିପୋର୍ଟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ୱାର୍ଡପ୍ରେସ୍ ସମ୍ବନ୍ଧରେ କିଛି ଏପରି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨ ଲକ୍ଷରୁ ଅଧିକ…
ଯଦି ବୀମା ଏଜେଣ୍ଟ ଭୁଲ୍ ସୂଚନା ଦେଇ ପଲିସି ବିକ୍ରି କରିଛନ୍ତି, ତେବେ ଆପଣ ଏହି ଆଧାରରେ ପାଇପାରିବେ ସମ୍ପୂର୍ଣ୍ଣ ଟଙ୍କା
ନୂଆଦିଲ୍ଲୀ: ବୀମା ଏଜେଣ୍ଟମାନେ ନିଜର ଟାର୍ଗେଟ ପୂରଣ କରିବା ପାଇଁ କିମ୍ବା ଅଧିକ କମିଶନ ପାଇବା ପାଇଁ ଭୁଲ ସୂଚନା ଦେଇ ଲୋକଙ୍କର ପଲିସି କରୁଛନ୍ତି । ଏହି କାରଣରୁ ବୀମା କମ୍ପାନୀଗୁଡିକ ସହିତ ପଲିସିଧାରୀମାନଙ୍କୁ ମଧ୍ୟ…
SBI ଗ୍ରାହକଙ୍କୁ ମିଳିବ ବିନା କାର୍ଡରେ ଟଙ୍କା ଉଠାଇବାର ସୁବିଧା, ଲଞ୍ଚ ହେଲା ଅପଡେଟେଡ YONO ଆପ୍
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ (ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ) ଗ୍ରାହକଙ୍କୁ ଉନ୍ନତ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇବା ଦିଗରେ ଅନେକ ପଦକ୍ଷେପ ନେଇଛି । ଏସବିଆଇ ରବିବାର ଦିନ ଏହାର ୟୋନୋ ଆପର…
Amazon Prime Dayରେ ଦିଆଯିବ ଭରପୂର ଅଫର, ବହୁତ କମ ଦାମରେ ପାଇବେ ଟପ୍ ସ୍ମାର୍ଟ ଫୋନ
ନୂଆଦିଲ୍ଲୀ : ଜୁଲାଇ ୧୫ରୁ ଆରମ୍ଭ ହେବାକୁ ଯାଉଛି ଆମାଜନ ପ୍ରାଇମ ଡେ ସେଲ ଅଫର । ମାତ୍ର ଦୁଇ ଦିନ ରହିବ ଏହି ଧମାକେ ଦାର ଅଫର, ଗ୍ରାହକଙ୍କୁ ମିଳିବ କମ ଦାମରେ ଜିନିଷ କିଣିବାର ଫାଇଦା । ଏହା ସହ, ଏଠାରେ ବ୍ୟାଙ୍କ ଅଫର…
ବାହାଘର ପାଇଁ ସୁନା କିଣିବାକୁ ଚାହୁଁଥିଲେ ନଜର ପକାନ୍ତୁ, କେତେ ରହିଛି ଆଜିର ରେଟ
ନୂଆଦିଲ୍ଲୀ : ମହିଳାଙ୍କ ସବୁ ବେଳେ ପ୍ରଥମ ପସନ୍ଦ ଥାଏ ସୁନା । ସେମାନେ ସବୁବେଳେ ସୁନା ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜିର ସୁନା ଦରରେ । ଓଡ଼ିଶା ସମେତ ଦେଶର…
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା: ଏହି ଚାଷୀଙ୍କୁ ମିଳିବନି ୧୪ତମ କିସ୍ତି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା ଅଧୀନରେ ସରକାର ପ୍ରତି ଚାରିମାସରେ ଚାଷୀଙ୍କୁ ୨୦୦୦ ଟଙ୍କା କିସ୍ତି ପ୍ରଦାନ କରୁଛନ୍ତି । ଏହି ରାଶି ବାର୍ଷିକ ୬ ହଜାର ଟଙ୍କା ଦିଆଯାଏ । ଏହି ସ୍କିମ୍ ଅଧୀନରେ…
୪ରୁ ପବିତ୍ର ଶ୍ରାବଣ ମାସ : ଷ୍ଟେସନରେ ଯାତ୍ରୀଙ୍କୁ ମିଳିବ ସଂପୂର୍ଣ୍ଣ ସାତ୍ତ୍ୱିକ ଭୋଜନ
ନୂଆଦିଲ୍ଲୀ: ୪ ଜୁଲାଇରୁ ଶ୍ରାବଣ ମାସ ଆରମ୍ଭ ହୋଇ ୩୧ ଅଗଷ୍ଟ ପର୍ଯ୍ୟନ୍ତ ରହିବ । ପବିତ୍ର ଶ୍ରାବଣ ମାସକୁ ଦୃଷ୍ଟିରେ ରଖି ବିହାରର ଭାଗଲପୁର ରେଲୱେ ଷ୍ଟେସନରେ ନନ୍ ଭେଜ୍ ଖାଦ୍ୟ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ଏହି…
ମାର୍କେଟରେ ବଢିଲା ଅଣ୍ଡାର ଦାମ୍: ଏଣିକି ୪୬ ଟଙ୍କାରେ ମିଳିବ ମାତ୍ର ଗୋଟିଏ ଅଣ୍ଡା
ନୂଆଦିଲ୍ଲୀ: ଦୁନିଆର ଅଧିକାଂଶ ଲୋକଙ୍କୁ ଅଣ୍ଡା ଏବଂ ଅଣ୍ଡାରୁ ତିଆରି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ମାଂସାହାରୀ ତ ଭଲ ପାଆନ୍ତି, ଏହାସହ କିଛି ତୃଣଭୋଜୀ ମଣିଷ ମଧ୍ୟ ଅଣ୍ଡା ଖାଇଥାନ୍ତି । ତେବେ ଆଜିକା ସମୟରେ…
ବିଶ୍ୱସ୍ତରୀୟ ଛଟେଇରେ ୨.୧୨ ଲକ୍ଷରୁ ଅଧିକ କର୍ମଚାରୀ ହରାଇଛନ୍ତି ଚାକିରି, ଭାରତର ସଂଖ୍ୟା ଜାଣି ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ୨୦୨୩ ବର୍ଷର ଅଧା ଅତିକ୍ରମ କରିସାରିଛି ଏବଂ ବର୍ଷର ପ୍ରଥମ ଛଅ ମାସରେ ବିଶ୍ୱସ୍ତରୀୟ ଚାକିରି ସଙ୍କଟ ଏତେ ଗଭୀର ହୋଇଛି ଯେ, ଚାରିଆଡେ ଚିନ୍ତାର କାରଣ ପାଲଟିଛି। ବର୍ଷର ପ୍ରଥମ ଛଅ ମାସରେ, ୨.୧୨ ଲକ୍ଷରୁ…