Browsing Category
ବାଣିଜ୍ୟ
ଟ୍ୱିଟର କଟକଣା: ପୋଷ୍ଟ କରିବା ଓ ପଢିବା ଉପରେ ଲଗାଗଲା ଅଙ୍କୁଶ
ନୂଆଦିଲ୍ଲୀ: ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏଲନ୍ ମସ୍କ ଏକ ନୂତନ ଆଦେଶ ଜାରି କରିଛନ୍ତି। ଯେଉଁଥିରେ ସେ ତିନୋଟି ନୂତନ ନିୟମ ବିଷୟରେ କହିଛନ୍ତି। ବ୍ୟବହାରକାରୀଙ୍କ ପାଇଁ ଟ୍ୱିଟରରେ ପୋଷ୍ଟ ପଢିବା ପାଇଁ ମସ୍କ ଏକ ସୀମା…
ସୋସିଆଲ ମିଡ଼ିଆକୁ ବିଜ୍ଞାପନ ଦେବେ ସରକାର! ମାସକୁ ମିଳିପାରିବ ୧୦ ହଜାରରୁ ୫ ଲକ୍ଷ, ସବସ୍କ୍ରାଇବର୍ସ ଅନୁସାରେ ଧାର୍ଯ୍ୟ ହେବ ରେଟ୍
ନୂଆଦିଲ୍ଲୀ: ଯଦି ଆପଣ ଜଣେ ୟୁଟ୍ୟୁବର ଓ ରିଲସ୍ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏଣିକି ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସରଙ୍କୁ ସରକାରଙ୍କ ତରଫରୁ ବିଜ୍ଞାପନ ଦିଆଯିବ । ବିଭିନ୍ନ କଲ୍ୟାଣକାରୀ…
SBI ରେ ଆକାଉଣ୍ଟ ଅଛି କି? ଏହିସବୁ ମାଗଣା ସୁବିଧା ଦେଉଛି ବ୍ୟାଙ୍କ, ଉଠାନ୍ତୁ ଫାଇଦା
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ନେଟୱାର୍କ ଥିବା ସରକାରୀ ବ୍ୟାଙ୍କ ହେଉଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ଦେଶର ପ୍ରତ୍ୟେକ ଗଳିକନ୍ଦିରେ ଏହି ବ୍ୟାଙ୍କର ଶାଖା ସୃଷ୍ଟି ହୋଇଛି, ତେଣୁ ଏ ମାମଲାରେ ଅନ୍ୟ ବ୍ୟାଙ୍କ ତୁଳନାରେ…
ସରକାରଙ୍କ ଏହି ଯୋଜନା ବୁଢା ବୟସରେ ହେବ ସହାୟକ: ମାସକୁ ମିଳିବ ୩,୦୦୦ ଟଙ୍କା
ନୂଆଦିଲ୍ଲୀ: ଭାରତ ଅସଂଗଠିତ ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଜାରି ରଖିଛନ୍ତି । ଅସଂଗଠିତ ଶ୍ରମିକମାନଙ୍କୁ ସେମାନଙ୍କ ବୃଦ୍ଧ ବୟସରେ ସାମାଜିକ ସୁରକ୍ଷା ଉଲବ୍ଧ କରାଇବା…
ମେଗା ମିଶ୍ରଣ ପରେ ବିଶ୍ୱର ବହୁମୂଲ୍ୟ ବ୍ୟାଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ HDFC ବ୍ୟାଙ୍କ
ନୁଆଦିଲ୍ଲୀ: ଏଚ୍ଡିଏଫ୍ସି ବ୍ୟାଙ୍କ ଏବଂ ହାଉସିଂ ଫାଇନାନ୍ସ ପ୍ୟାରେଣ୍ଟ କମ୍ପାନୀର ମିଶ୍ରଣ ଜୁଲାଇ ୧ ତାରିଖରୁ ଲାଗୁ ହୋଇଛି । ଏହାକୁ ଭାରତୀୟ ଇତିହାସର ସବୁଠୁ ବଡ଼ କାରବାର ବୋଲି କୁହାଯାଉଛି। ଏହି ମିଶ୍ରଣ ପରେ ଦେଶର…
ଜୁନ୍ ମାସରେ ଜିଏସ୍ଟି ସଂଗ୍ରହ ୧.୬୧ ଲକ୍ଷ କୋଟି ପାର୍, ୨୦୨୨ ତୁଳନାରେ ୧୨% ବୃଦ୍ଧି
ନୁଆଦିଲ୍ଲୀ: ଜୁନ୍ ମାସରେ ସଂଗ୍ରହ ହୋଇଛି ମୋଟ୍ ୧.୬୧ ଲକ୍ଷ ଜିଏସ୍ଟି। ଏନେଇ ଆର୍ଥିକ ମନ୍ତ୍ରଳାୟ ପକ୍ଷରୁ ସୂଚନା ଦିଆଯାଇଛି। ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଦ୍ରବ୍ୟ ଏବଂ ସେବା କର(ଜିଏସ୍ଟି) ସଂଗ୍ରହ…
ଆଜିଠାରୁ HDFC ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ବ୍ୟାଙ୍କ, ସାଧାରଣ ନିବେଶକଙ୍କ ଅଂଶ ହେବ ୧୦୦ ପ୍ରତିଶତ
ନୂଆଦିଲ୍ଲୀ: HDFC ଲି. ଆଜି ଏଚଡିଏଫସି ବ୍ୟାଙ୍କ ସହିତ ମିଶ୍ରଣ ହେବ। ଉଭୟଙ୍କ ବୋର୍ଡ ଶୁକ୍ରବାର ଏହି ମିଶ୍ରଣକୁ ଅନୁମୋଦନ କରିଛି। ଏହା ସହିତ, ଜେପି ମୋର୍ଗାନ୍, ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ କମର୍ସିଆଲ୍ ବ୍ୟାଙ୍କ ଅଫ୍ ଚାଇନା…
୧ ଜୁଲାଇରୁ ବଦଳିଲା ଏହି ନିୟମ: ସାଧାରଣ ଲୋକଙ୍କ ପକେଟରେ ପଡ଼ିବ ସିଧା ପ୍ରଭାବ
ନୂଆଦିଲ୍ଲୀ: ଦେଶର ସାଧାରଣ ଲୋକଙ୍କ ଉପରେ ପୁଣି ମହଙ୍ଗା ମାଡ଼ ପଡ଼ିବ । କାରଣ୧ ଜୁଲାଇ ୨୦୨୩ ରୁ ଅନେକ ନିୟମ ପରିବର୍ତ୍ତନ କରାଯାଇଛି, ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇପାରେ । ୧…
ଏବେ ବିନା ଲଗଇନରେ ଦେଖିପାରିବେନି ଟ୍ବିଟ, ଏଲନ ମସ୍କ କହିଲେ ଆମର ଲୁଟ୍ ହେଉଛି ଅନେକ ତଥ୍ୟ
ନୂଆଦିଲ୍ଲୀ: ଟ୍ୱିଟର ପ୍ରତିଦିନ ନୂଆ ପରୀକ୍ଷଣ କରୁଛି। ଶୁକ୍ରବାର ଦିନ ଟ୍ୱିଟର ଏକ ନୂଆ ପରିବର୍ତ୍ତନ କରିଛି। ନୂତନ ପରିବର୍ତ୍ତନ ଅନୁଯାୟୀ, ଲଗ୍ ଇନ୍ ନକରି ଟ୍ୱିଟ୍ ଗୁଡିକ ଆଉ ଦେଖାଯାଇପାରିବ ନାହିଁ। ଏହାର…
Bank Account ଥିବା ଲୋକଙ୍କ ପାଇଁ RBI ଆଣିଲା ନୂଆ ନିୟମ : ଏଣିକି ଜଣେ ବ୍ୟକ୍ତି ଖୋଲିପାରିବେ ଏତିକି ଖାତା !
ନୂଆଦିଲ୍ଲୀ: ଆଜିର ସମୟରେ ସମସ୍ତ ଲୋକଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ରହିଛି। ଅନେକ ଥର ଲୋକଙ୍କୁ ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରଖୁଥିବାର ନଜର ଆସନ୍ତି। ଯଦି ଆପଣଙ୍କର ମଧ୍ୟ ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି, ତେବେ…