Browsing Category

ଦେଶ

ଖୁବ୍ ଶୀଘ୍ର ୨ରୁ ୧୮ ବର୍ଷ ବୟସ୍କଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ, ୧୩/୦୫(ଓଡିଶା ଭାସ୍କର): ଖୁବ୍ ଶୀଘ୍ର ୨ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟ୍ରାଏଲ୍ ପାଇଁ ଅନୁମତି ଦିଆଯାଇଛି । ଭାରତ ବାୟୋଟେକକୁ…

ଦିନକରେ ୪ ହଜାର ୧୨୦ ମୃତ

ନୂଆଦିଲ୍ଲୀ, ୧୩।୫ : ଦେଶରେ କରୋନା ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୨୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୮ ହଜାର ୩୧୭କୁ…

ସାଉଦି ଆରବର କବରରୁ ଭାରତ ଅଣାଗଲା ହିନ୍ଦୁ ଯୁବକଙ୍କର ମୃତ ଦେହର ଅବଶେଷ

ନୂଆଦିଲ୍ଲୀ, ୧୨/୦୫: ଜଣେ ହିନ୍ଦୁ ଯୁବକଙ୍କ ମୃତଦେହକୁ ସାଉଦି ଆରବର କବରରୁ ଭାରତକୁ ଅଣାଯାଇଛି । ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏହି ସୂଚନା ପ୍ରଦାନ କରି କେନ୍ଦ୍ର ସରକାର କହିଛନ୍ତି ଯେ ମୃତଦେହର ଶବକୁ ପରିବାରକୁ…

ଡରାଉଛି ବ୍ଲାକ ଫଙ୍ଗସ୍

ନୂଆଦିଲ୍ଲୀ, ୧୨/୦୫: ଦେଶରେ କରୋନାକୁ ନେଇ ଚିନ୍ତା ଜାରି ଥିବାବେଳେ ଏବେ ପୁଣି ବ୍ଲାକ ଫଙ୍ଗସ୍, ବେଡି ଉପରେ କୋରଡା ସଦୃଶ ଭଳି ମନେ ହେଉଛି । ବ୍ଲାକ ଫଙ୍ଗସ ଯୋଗୁଁ ଅନେକ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । କରୋନା ଲକ୍ଷଣ…

କରୋନାରେ ଆଖି ବୁଜିଲେ ଆରପି ସିଂହଙ୍କ ବାପା

ନୂଆଦିଲ୍ଲୀ, ୧୨/୦୫: କରୋନା ମହାମାରୀ ଅନେକଙ୍କ ଜୀବନ ନେଇଥିବା ବେଳେ ଏବେ କ୍ରିକେଟ ଜଗତରୁ ପୁଣି ଏକ ଦୁଖଃଦ ଖବର ଆସିଛି । ପିୟୂଷଙ୍କ ପରେ ଏବେ ପୂର୍ବତନ କ୍ରିକେଟର ଆରପି ସିଂହଙ୍କ ବାପା କରୋନା ସହ ଲଢ଼େଇ କରି ଜୀବନ…

କରୋନାକୁ ହରାଇଲେ ୧୦୩ ବର୍ଷୀୟ ଗାନ୍ଧୀବାଦୀ ନେତା

ବେଙ୍ଗାଲୁରୁ, ୧୨/୦୫: ଜଣାଶୁଣା ଗାନ୍ଧୀବାନ୍ଦୀ ତଥା ସ୍ୱାଧୀନତା ସଂଗ୍ରାମୀ ଏଚ୍ ଏସ ଡୋରାସ୍ୱାମୀ ୧୦୩ ବର୍ଷ ବୟସରେ କୋଭିଡ ଯୁଦ୍ଧରେ ଜିତି ଘରକୁ ଫେରିଛନ୍ତି। ସେ କହିଛନ୍ତି ଯେ “ପାଞ୍ଚ ଦିନ ପୂର୍ବରୁ ମୁଁ ଲକ୍ଷଣ…

ଆଜିଠୁ ୧୭ ଯାଏଁ ୩୧ଟି ଟ୍ରେନ୍ ରଦ୍ଦ

ନୂଆଦିଲ୍ଲୀ, ୧୨/୦୫: ଦେଶରେ ଜାରି ରହିଛି କରୋନା ଆତଙ୍କ । ଫଳରେ ଅନେକ ରାଜ୍ୟରେ ଲାଗୁ ହୋଇଛି ଲକଡାଉନ । ତେବେ ଏହି ଲକଡାଉନର ପ୍ରଭାବ ପଡିଛି ରେଳ ଚଳାଚଳ ଉପରେ ଫଳରେ ଭାରତୀୟ ରେଳବାଇ ଏହାର ବିଭିନ୍ନ ରେଳ ରୁଟରେ…

୧୦%ରୁ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲାରେ ଲକଡାଉନ କରିବା ଉଚିତ: ଡ. ବଳରାମ ଭାର୍ଗଭ

ନୂଆଦିଲ୍ଲୀ, ୧୨/୦୫: ଯେଉଁ ସବୁ ଜିଲ୍ଲାରେ ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ସେହି ସବୁ ଜିଲ୍ଳା ଗୁଡିକରେ ଲକଡାଉନ କଟକଣା ଲାଗୁ କରାଯିବା ଉଚିତ ବୋଲି କହିଛନ୍ତି ଇଣ୍ଡିଆନ୍ କାଉନସିଲ୍ ଅଫ୍…

ମେଡ୍-ଇନ୍-ଇଣ୍ଡିଆ ରୋବଟ ତିଆରି କରିଥିବା ରାଜୀବ କରୱାଲଙ୍କ କୋଭିଡରେ ମୃତ୍ୟୁ

ନୂଆଦିଲ୍ଲୀ, ୧୨/୦୫: ମିଲାଗ୍ରୋ ରୋବଟ୍ସର ଫାଉଣ୍ଡର ଚେୟାରମ୍ୟାନ୍ ତଥା ମେଡ୍ ଇନ୍ ଇଣ୍ଡିଆ ରୋବଟ୍ ତିଆରି କରିଥିବା ବ୍ୟକ୍ତି ରାଜୀବ କାରୱାଲଙ୍କ କୋଭିଡରେ ଦେହାନ୍ତ ହୋଇଛି । ପ୍ରାୟ ଏକ ସପ୍ତାହ ସେ ଧରି ଭେଣ୍ଟିଲେଟର…