Browsing Category
ରାଜ୍ୟ
ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଛାନ୍ଭିନ୍
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି।…
ଘର ବାହାରେ ଶୋଇଥିବା ବେଳେ ପଡ଼ୋଶୀର ତଣ୍ଟି କାଟିଦେଲା ପଡ଼ୋଶୀ
ଦିଗପହଣ୍ଡି: ପୁଣି ହତ୍ୟାକାଣ୍ଡ। ଘର ବାହାରେ ଶୋଇଥିବା ବେଳେ ତଣ୍ଟି କାଟି ହତ୍ୟା। ଆଉ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଭିଆଇଛି ଜଣେ ପଡ଼ୋଶୀ।
ଘର ବାହାରେ ଶୋଇଥିବା ବେଳେ ପଡ଼ୋଶୀର ବେକ କାଟି ହତ୍ୟା କରିଛି ଜଣେ…
ବ୍ୟାଙ୍କ ଲକରରୁ ଗାଏବ ହେଲା 53 କୋଟି ଟଙ୍କାର ଅଳଙ୍କାର, ଭିତରେ ମିଳିଲା କେଶର ଓ ହଳଦୀ
କର୍ଣ୍ଣାଟକ: ବ୍ୟାଙ୍କରେ ବଡଧରଣର ଲୁଟ, 53 କୋଟି ଟଙ୍କାର ଅଳଙ୍କାର ନେଇ ଦୁର୍ବୁତ୍ତ ଫେରାର। ଲକର ପାଖରୁ ମିଳିଲା କେସର ଆଉ ହଳଦୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ଥିବା ଦେଶର…
ବଡ ଦୁର୍ଘଟଣା! ଟ୍ରକ-ସ୍କୁଲ ଭ୍ୟାନ ପରସ୍ପର ସହିତ ଧକ୍କା
କେନ୍ଦୁଝର: ବଡ ଦୁର୍ଘଟଣା! ଟ୍ରକ-ସ୍କୁଲ ଭ୍ୟାନ ଧକ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ। ରାମଚନ୍ଦ୍ରପୁର ଥାନା ପେଟ୍ରୋଲ ପମ୍ପ ନିକଟରେ ଘଟିଯାଇଛି ଏହି ଦୁର୍ଘଟଣା।
ଏହି…
ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ
ମୟୂରଭଞ୍ଜ: ଶିମିଳିପାଳ ବନ୍ଦ। ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ। ଆଉ ଦେକି ପାରିବେନି ବାଘ, ଭାଲୁ କି ବନ୍ୟଜନ୍ତୁ। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ।
ଯେହେତୁ ଏବେ…
ବାଲାଜୀ ମନ୍ଦିରରେ ଗୁଣ୍ଡାଗିରି, ଭକ୍ତଙ୍କୁ ଆଶୀର୍ବାଦ ବଦଳରେ ମିଳିଲା ଲାଠିମାଡ଼
ରାଜସ୍ଥାନ: ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବାକୁ ଲାଇନ ଲାଗିଥିବାବେଳେ ସେମାନଙ୍କୁ ଆଶୀର୍ବାଦ ମିଳିବ ବଦଳରେ ମିଳିଥିଲା ଲାଠିମାଡ଼। ଏହି ଘଟଣା ପୁଣି ଅଲଗା କେଉଁ ମନ୍ଦିରର ନୁହେଁ ବରଂ ରାଜସ୍ଥାନର ପ୍ରସିଦ୍ଧ…
ପ୍ରବଳ ବର୍ଷିବ, ନାଦିକି ବର୍ଷା ହେବ, ଆସନ୍ତା ୬ ତାରିଖ ଯାଏଁ ବର୍ଷାରୁ ତ୍ରାହି ମିଳିବନି
ଭୁବନେଶ୍ୱର: ପ୍ରବଳ ବର୍ଷା ହେବା ନେଇ ଆକଳନ। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ। ଆସନ୍ତା କିଛି ଦିନ ପାଇଁ ପ୍ରବଳ ବର୍ଷାର ପ୍ରଭାବ। ଯେହେତୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର…
ମଦ ପିଇ ଯୁବକଙ୍କୁ ପିଟି ପିଟି ମାରିଦେଲେ
ଗଞ୍ଜାମ: ମଣିଷ ଭୁଲିଗଲା ମଣିଷ ପଣିଆ। ମଦ ପିଇ ପିଟି ପିଟି ମାରିଦେଲେ ଯୁବକଙ୍କୁ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁରେ।
ମଦ୍ୟପାନ କରି ପରସ୍ପର ମଧ୍ୟରେ…
ପୁଣି ବନ୍ୟା ଭୟ, ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
ବାଲେଶ୍ୱର: ପୁଣି ଘନେଇଲା ବନ୍ୟା ଆଶଙ୍କା। ଉପରମୁଣ୍ଡରେ ଲଗାଣ ବର୍ଷା ହେବା ଫଳରେ ଫୁଲୁଛି ନଦୀର ଜଳସ୍ତର। ବିଶେଷକରି ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାକୁ ବନ୍ୟା ଆଶଙ୍କା ରହିଛି।
ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା…
କାଲି ଏହି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ, ଜିଲ୍ଲାପାଳଙ୍କ ଘୋଷଣା
ଭୁବନେଶ୍ବର: କାଲି ଅର୍ଥାତ୍ ସୋମବାର ଦିନ ମୟୂରଭଞ୍ଜରେ ସ୍କୁଲ ବନ୍ଦ ନେଇ ଘୋଷଣା କରାଯାଇଛି । ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ନେଇ ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ।
ମୟୂରଭଞ୍ଜରେ ସ୍କୁଲ ଛୁଟି-…