Browsing Category
ରାଜ୍ୟ
“ବର୍ଷ ଏକ ଉପଲବ୍ଧି ଅନେକ”, ବର୍ଷକର ରିପୋର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର: ଦିନକ ପରେ ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି। ବର୍ଷକର ରିପୋର୍ଟ କାର୍ଡ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆ ଉପଲବ୍ଧି ନେଇ ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ ଜାରି କରିଛନ୍ତି।
ମୋଦୀ ସରକାରଙ୍କ ୧୧…
7 ମହଲାରୁ ତଳେ ପଡି ବାପା ଓ 2 ଶିଶୁ ମୃତ
ନୂଆଦିଲ୍ଲୀ: 7 ମହଲାରୁ ଡେଇଁ ବାପା ଏବଂ 2 ଶିଶୁ ମୃତ। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀର ଦ୍ୱାରକାରେ। ସୂଚନା ଅନୁସାରେ, ଦ୍ୱାରକାରେ ଥିବା 7 ମହଲା କୋଠାରେ ହୋଇଥିଲା ଅଗ୍ନିକାଣ୍ଡ।…
ଖୁବଶୀଘ୍ର ଅପରେସନ୍ ଆନାକୋଣ୍ଡା-୨, ମାଓ ପ୍ରବଣ ଅଞ୍ଚଳରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଖୁବଶୀଘ୍ର ହେବ ଅପରେସନ୍ ଆନାକୋଣ୍ଡା-୨। ସରଣ୍ଡା ଜଙ୍ଗଲରେ ହେବ ଅପରେସନ୍। ମାଓ ପ୍ରବଣ ଅଞ୍ଚଳରେ ହେବ ଏହି ବଡ଼ କାର୍ଯ୍ୟାନୁଷ୍ଠାନ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ ଆଦି ସାମିଲ କରାଯିବ।
ଜଙ୍ଗଲ…
ଆଜି ପ୍ରକାଶ ପାଇବ OJEE ରେଜଲ୍ଟ, ୧ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଓଜେଇଇ ଫଳାଫଳ। ସଂଧ୍ୟା ୫ଟାରୁ ୬ଟା ଭିତରେ ପ୍ରକାଶ ପାଇବ ଏହି ରେଜଲ୍ଟ। ojee.nic.in ଏହି ଲିଙ୍କକୁ ଯାଇ ନିଜ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। ଏହି ଲିଙ୍କରେ ଆସିବ ରାଙ୍କ କାର୍ଡ।…
ବ୍ୟବସାୟୀଙ୍କୁ ମରଣାତ୍ମକ ଆକ୍ରମଣ, ଗୋଡ ହାତ ଭାଙ୍ଗି ଫୋପାଡ଼ି ଦେଲେ ଦୁର୍ବୁତ୍ତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଶିଳ୍ପାଞ୍ଚଳରେ ବ୍ୟବସାୟୀଙ୍କୁ ମରଣାତ୍ମକ ଆକ୍ରମଣ କଲେ 3 ଦୁର୍ବୁତ୍ତ। ବ୍ୟବସାୟୀଙ୍କ ନାଁ ତପନ ସ୍ୱାଇଁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି…
ହତ୍ୟା ନା ଆତ୍ମହତ୍ୟା? ବିବାହର 28 ଦିନ ପରେ ନବବିବାହିତ କନ୍ୟାର ମୃତ୍ୟୁ
ବିହାର: ବିବାହର 28 ଦିନ ପରେ ନବବିବାହିତ କନ୍ୟାର ହୋଇଛି ମୃତ୍ୟୁ। କିନ୍ତୁ କଣ ପାଇଁ? ଏହା ହତ୍ୟା ନା ଆତ୍ମହତ୍ୟା? ଏଭଳି ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି ବିହାରର ଔରଙ୍ଗାବାଦରେ।
28 ଦିନ ପୂର୍ବରୁ ହୋଇଥିଲା…
ମହିଳାଙ୍କ ହାତ ଗୋଡ ବାନ୍ଧି ସୁନା ଅଳଙ୍କାର ଲୁଟ
କୋଣାର୍କ: ବଡ଼ ଧରଣର ଲୁଟ। ରାତି ଅଧରେ ଗ୍ରିଲ ଆଉ କବାଟ ଭାଙ୍ଗି ଘରେ ପଶି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ। ଏଭଳି ଏକ ଭୟଙ୍କର ଘଟଣା ଘଟିଛି କୋଣାର୍କର ଗୋପ ଥାନା ଅନ୍ତର୍ଗତ କୁଣ୍ଡିସ ଗାଁରେ।
ଏବେ ଲୁଟପାଟର…
13 ଯାଏଁ କାଳବୈଶାଖୀ ବର୍ଷା
ଭୁବନେଶ୍ୱର: ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତା 13 ତାରିଖ ଯାଏଁ ଏହି କାଳବୈଶାଖୀ ବର୍ଷା ଲାଗିରହିବାର ସମ୍ଭାବନା ରହିଛି।
13 ଯାଏଁ ପ୍ରବଳ ବର୍ଷା ସହ ଘଡଘଡି ବିଜୁଳିର ସମ୍ଭାବନା ଥିବାରୁ ପାଣିପାଗ…
ଗାଁ ସାରା ସାଲୁବାଲୁ ଟିଙ୍କ, ଟିଙ୍କ ଆତଙ୍କ ପାଇଁ ଲୋକେ ହନ୍ତସନ୍ତ
ଅନୁଗୁଳ: ଗାଁରେ କମିବାର ନାଁ ନେଉନାହିଁ ଟିଙ୍କ ଆତଙ୍କ। ଯେତେ ଔଷଧ ସିଞ୍ଚନ କଲେ ମଧ୍ୟ ତାହା କମିବା ବଦଳରେ ଦ୍ବିଗୁଣିତ ହୋଇଯାଉଛି। ଏହି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ପାଳଲହଡା ଅନ୍ତର୍ଗତ ଶ୍ରୀରାମପୁର…
ଆଜି ଦିନ ୨ଟା ଯାଏଁ ବନ୍ଦ ରହିବ ଜଗା ଦର୍ଶନ, ଶ୍ରୀମନ୍ଦିର ପ୍ରଶାସନର ସୂଚନା
ପୁରୀ: ଭକ୍ତଙ୍କ ପାଇଁ ବଡ଼ ଖବର। ଆଜି ଦିନ ୨ଟା ଯାଏଁ ବନ୍ଦ ରହିବ ଜଗା ଦର୍ଶନ। ଶ୍ରୀମନ୍ଦିରରେ ସେନାପଟା ନୀତି ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିବ। ସାଧାରଣ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି…