Browsing Category

ରାଜ୍ୟ

ସାମ୍ବାଦିକ ମାନଙ୍କୁ ଆଗଧାଡିର କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସାରା ରାଜ୍ୟରେ ଆଜି ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମେ ମାସ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ…

ଓଡିଶାରେ ଲକଡାଉନ ସମୟରେ କ’ଣ ବନ୍ଦ ଓ କ’ଣ ଖୋଲା ରହିବ? ଜାଣନ୍ତୁ

ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଆଜି ବଡ ଘୋଷଣା କରିଛନ୍ତି ସରକାର । ଓଡିଶାରେ ମେ’୫ରୁ ୧୯ ତାରିଖ ଯାଏଁ ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ…

ବଡ ଘୋଷଣା: ଓଡିଶାରେ ମେ’ ୫ରୁ ଲକଡାଉନ୍‌

ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । ଏହାକୁ ନେଇ ଆଜି ବଡ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ମେ’ ୫ରୁ ସବୁ ଜିଲ୍ଲାରେ…

ପୁଣି ଆସୁଛି ଏକ ବାତ୍ୟା! ମେ ମଧ୍ୟଭାଗରେ ଛୁଇଁବ ଓଡ଼ିଶା ଉପକୂଳ

ଭୁବନେଶ୍ୱର, ୨ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ି ଚାଲିଥିବା ବେଳେ ଆଉ ଏକ ବିପଦ ମାଡ଼ିଆସୁଛି । ଆସନ୍ତା ମାସରେ ପୁଣି ଏକ ଭୟଙ୍କର ବାତ୍ୟା ଆସିବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଏକ…

ରାଜ୍ୟରେ ୧୪ ଜୀବନ ନେଲା କରୋନା

ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସହ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟରେ ୧୪ ଜୀବନ ନେଇଛି କରୋନା । ରାୟଗଡା ଜିଲ୍ଲାରୁ ସର୍ବାଧିକ ୪, କେନ୍ଦୁଝରରୁ ୨ କରୋନା…

୫ ରାଜ୍ୟରେ ଭୋଟ୍ ଗଣତି ଜାରି

ନୂଆଦିଲ୍ଲୀ,୨ ।୫: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୨୯୨, ଆସାମର ୧୨୬ ଆସନ ପାଇଁ ଭୋଟ୍ ଗଣତି ଜାରି ହୋଇଥିବା କେରଳର ୧୪୦, ତାମିଲନାଡୁର ୨୩୪ ଓ କେନ୍ଦ୍ର ଶାସିତ…

ମହିଳା ଦୁଇ ଗୋଡ଼ରେ ପିନ୍ଧିଥିଲେ ସାପ ଆକୃତିର ମୋଜା: ସ୍ୱାମୀଙ୍କ ମାଡ଼ରେ ମରୁମରୁ ବଞ୍ଚିଲେ ପତ୍ନୀ

ଆଧୁନିକ ଯୁଗରେ ବିଭିନ୍ନ ଡିଜାଇନର ଡ୍ରେସ୍ ପିନ୍ଧିବାକୁ ସମସ୍ତେ ପସନ୍ଦ କରୁଛନ୍ତି । କିଛି କପଡ଼ାରେ ପଶୁପକ୍ଷୀଙ୍କର ଚିତ୍ର ଦେଖିବାକୁ ମିଳିଥାଏ । ସାପ ଆକୃତିର ଏକ ଡ୍ରେସ୍ ପିନ୍ଧିବା ଦ୍ୱାରା ଜଣେ ମହିଳାଙ୍କୁ ଭାରି…

ଓଡିଶାରେ ଚିନ୍ତା ବଢାଉଛି କରୋନା: ଆଜି ୮୦୧୫ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ରାଜ୍ୟରେ ଆଜି ୮ ହଜାର ୧୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୨୭୫ କରୋନା ଆକ୍ରାନ୍ତ…

ରାଶିଫଳ (ରବିବାର, ୨ ମେ, ୨୦୨୧)

ମେଷ - ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।…

ଜୁନ୍ ୩ୟ ସପ୍ତାହ ସୁଦ୍ଧା CBSE ଦଶମ ରେଜଲ୍ଡ: ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍ ଓ କିପରି ଦିଆଯିବ ମାର୍କ ?

ଭୁବନେଶ୍ୱର,୧ ।୫(ଓଡିଶା ଭାସ୍କର): କରୋନା କାଳରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ନେଇ ଗାଇଡଲାଇନ୍ ଜାରି ହୋଇଛି । ସିବିଏସଇ ପକ୍ଷରୁ ଏହି ଗାଇଡଲାଇନ୍ ପ୍ରକାଶ ପାଇଛି । ଗାଇଡଲାଇନ୍ ମୁତାବକ, ସବୁ ସ୍କୁଲରେ…