Browsing Category

ରାଜ୍ୟ

Breaking: ଓଡ଼ିଶା ଇତିହାସରେ ପ୍ରଥମ, ରଣଭୂମି ପାଲଟିଲା ବିଧାନସଭା ସମ୍ମୁଖ

 ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ। ବିଧାନସଭା ବାହାରେ ବିରୋଧୀଙ୍କ ହାଇଡ୍ରାମା। ବିଧାନସଭା ଗେଟ୍ ଭାଙ୍ଗିବା ସହ ବ୍ୟାରିକେଟ୍ ମଧ୍ୟ ଭାଙ୍ଗିଦେଲେ ବିରୋଧୀ ବିଜେଡି ଆଉ କଂଗ୍ରେସ। ଗୃହରୁ ୧୪ ଜଣ କଂଗ୍ରେସ…

ବୁଝାସୁଝା ବେଳେ ଅତିରିକ୍ତ ସିପିଙ୍କ କଲର ଧରିଲେ କଂଗ୍ରେସ କର୍ମୀ! ପୋଷାକରେ ଲାଗିଥିବା ଷ୍ଟାରକୁ ମଧ୍ୟ ଭିଡିଲେ

ଭୁବନେଶ୍ବର: ଆଜି ବିଧାନସଭା ବାହାରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ବିଧାନସଭା ବାହାରେ କଂଗ୍ରେସ କର୍ମୀ ଏବଂ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ଅତିରିକ୍ତ ସିପିଙ୍କ କଲର ଧରିଲେ କଂଗ୍ରେସ କର୍ମୀ ।…

BIG BREAKING: ୭ ଦିନ ପାଇଁ ନିଲମ୍ବିତ ହେଲେ ତାରା-ରମେଶ

ଭୁବନେଶ୍ୱର: ବର୍ତ୍ତମାନ କଂଗ୍ରେସର ଆଉ ୨ ବିଧାୟକ ନିଲମ୍ବିତ ହୋଇଛନ୍ତି। ତାରା ବାହିନୀପତି ଓ ରମେଶ ଜେନାଙ୍କୁ ନିଲମ୍ବିତ କରାଯାଇଛି। ଏମାନଙ୍କୁ ୭ ଦିନ ପାଇଁ ନିଲମ୍ବନ କଲେ କଲେ ବାଚସ୍ପତି। ଗୃହରେ ବିଶୃଙ୍ଖଳା ଆଚରଣ…

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ, ରାଜ୍ୟପାଳ କରାଇଲେ ଶପଥ ପାଠ

ଭୁବନେଶ୍ବର:  ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥ ନେଇଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ । ତେବେ ମୁଖ୍ୟ ବିଚାରପତିଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ ହରି ବାବୁ…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ସପ୍ତାହକୁ 3ଟି ନୁହେଁ ମିଳିବ 4ଟି ଅଣ୍ଡା

ଭୁବନେଶ୍ବର: ସ୍କୁଲ ପିଲାଙ୍କୁ ବର୍ତ୍ତମାନ ସପ୍ତାହରେ 3ଟି ଅଣ୍ଡା ମିଳୁଥିଲା । ହେଲେ ସରକାର ଏଣିକି ଅତିରିକ୍ତ ଗୋଟିଏ ଅଣ୍ଡା ପ୍ରଦାନ କରିବେ । ଅର୍ଥାତ୍ ସପ୍ତାହକୁ 4ଟି ଅଣ୍ଡା ପାଇବେ ଛାତ୍ରଛାତ୍ରୀ । ପ୍ରଧାନମନ୍ତ୍ରୀ…

ପ୍ରକାଶ ପାଇଲା ଗୃହ ବିଭାଗର ଶ୍ବେତପତ୍ର: ବଢ଼ିଛି ସାଇବର ଅପରାଧ, ହ୍ରାସ ପାଇଛି ମାଓ ହିଂସା

ଭୁବନେଶ୍ବର: ଗୃହ ବିଭାଗର ଶ୍ବେତପତ୍ର ପ୍ରକାଶ ପାଇଛି । ମୋଟ୍‌ ଆପରାଧିକ ମାମଲା ୨ ଲକ୍ଷ ଟପିଛି । ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଶ୍ରେଣୀ ଅପରାଧ ହୋଇଛି । ପ୍ରକାଶଥାଉକି, ୨୦୨୩ରେ ଏହି ସଂଖ୍ୟା ୧ ଲକ୍ଷ…

ବିଧାୟକଙ୍କୁ ସସପେଣ୍ଡ ପରେ ଜୋରଦାର ପ୍ରତିବାଦ, ରାସ୍ତା ଉପରେ ଶୋଇଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର: ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ କଂଗ୍ରେସର ହାଇଡ୍ରାମା ଦେଖିବାକୁ ମିଳିଛି । ପ୍ରଥମେ ବିଧାନସଭାରେ ବସି ବିଧାୟକମାନେ ପ୍ରତିବାଦ କରିବା ପରେ ରାତି ଅଧରେ ସେମାନଙ୍କୁ ଉଠାଇ ଆଣି ପୋଲିସ ରାସ୍ତାରେ…

କେନ୍ଦ୍ରାପଡ଼ାରେ ହଇଚଇ: ୪ ପଞ୍ଚାୟତ ନିର୍ବାହୀ ଅଧିକାରୀ ହେଲେ ନିଲମ୍ବିତ

କେନ୍ଦ୍ରାପଡ଼ା: ରାଜ୍ୟରେ ଦୁର୍ନୀତି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନେକ ସରକାରୀ ଅଧିକାରୀ ମାନେ ବିଭିନ୍ନ ପ୍ରକାରର କାରନାମା କରି ଧରାପଡୁଛନ୍ତି । ଏହାରି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି…

ବିଧାନସଭା ଚାରିପାଖେ ଲାଗିଲା ୧୬୩ ଧାରା, କଂଗ୍ରେସକର୍ମୀଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର: ବିଧାନସଭା ଚାରିପାଖରେ ବିଏନଏସ ୧୬୩ ଧାରା ଲାଗୁ ହୋଇଛି । କଂଗ୍ରେସ କର୍ମୀଙ୍କ ଧାରଣାକୁ ନେଇ ଏହି ଧାରା ଲାଗୁ ହୋଇଥିବା ଜଣାପଡିଛି । ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତାଙ୍କୁ ପୋଲିସ ଉଠାଇନେଇଛି । ନିଲମ୍ବିତ…

Breaking: ବିଧାନସଭା ବାହାରେ କଂଗ୍ରେସର ଧାରଣା, ଗେଟ୍ ପାଖରେ ରୁଣ୍ଡ ହେଲେ ବରିଷ୍ଠ ନେତା

ଭୁବନେଶ୍ୱର: ବିଧାନସଭା ବାହାରେ ରୁଣ୍ଡ ହେଲେଣି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟନାୟକ ପ୍ରମୁଖ । କଂଗ୍ରେସ କର୍ମୀ ଓ କଂଗ୍ରେସ ଯୁବ ଛାତ୍ର ସଙ୍ଗଠନ ବିଧାନସଭା ବାହାରେ ଏକାଠି ହୋଇଛନ୍ତି ।…