Browsing Category

କୃଷି

ଟିପି ରଖନ୍ତୁ ତାରିଖ, ଏହି ଦିନ ଆକାଉଣ୍ଟକୁ ଆସିବ ପିଏମ୍ କିଷାନ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର କୋଟି କୋଟି ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟ ହାସଲ କରିବାରେ ଲାଗିପଡ଼ିଛନ୍ତି। ଏଥିପାଇଁ, ଅନ୍ୟାନ୍ୟ ପଦକ୍ଷେପ ବ୍ୟତୀତ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା…

ସକାଳୁ ସକାଳୁ ଚାଷୀଙ୍କ ଦ୍ୱାରା ରାସ୍ତା ଅବରୋଧ

ସମ୍ବଲପୁର: ସକାଳୁ ସକାଳୁ ଚାଷୀଙ୍କ ଦ୍ୱାରା ରାସ୍ତା ଅବରୋଧ। ଏହି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର ସିନ୍ଦୁରପଙ୍କ ବାଇପାସ ନିକଟରେ। ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ…

ବୀମା ଓ କ୍ଷତିପୂରଣ ଦାବିରେ ଗର୍ଜିଲେ ଚାଷୀ, ରାସ୍ତା ଅବରୋଧ

ସମ୍ବଲପୁର: ବୀମା ଓ କ୍ଷତି ପୂରଣ ଦାବିରେ ଚାଷୀ ମାନଙ୍କର ବନ୍ଦ ଡାକରା। ଏହି ଘଟଣା ଦେଖିବାକୁ ମିଳିଛି, ସମ୍ବଲପୁର ଜିଲ୍ଲାର ବିନିକା ଅନ୍ତର୍ଗତ ଡୁଙ୍ଗୁରିପାଲି ବ୍ଲକ ରାମପୁରରେ। ଦିନକୁ ଦିନ ଚାଷୀଙ୍କ ସମସ୍ୟା…

ଲିଚୁ ଚାଷ କରିଦେଲା ବଡ଼ଲୋକ, ପ୍ରତି ଏକର ପିଛା ଲାଭ ଲକ୍ଷ ଲକ୍ଷ ଟଙ୍କା

ବିହାର: ଲିଚୁ ଖାଇବାକୁ କିଏ ବା ପସନ୍ଦ କରିନଥାନ୍ତି। ମିଠା ଏବଂ ସ୍ୱାଦ ପାଇଁ ଲିଚୁ ବେଶ ଜଣାଶୁଣା। କେବଳ ଏହା ଖାଇବାକୁ ଭଲ ଲାଗିନଥାଏ ବରଂ ଏହାକୁ ଚାଷ କରି ଚାଷୀ ସ୍ୱାବଲମ୍ବୀ ମଧ୍ୟ ହୋଇଥାନ୍ତି। ସେହିପରି ଜଣେ ଚାଷୀ…

ଚାଷୀଙ୍କ ପାଇଁ ଖୁସି ଖବର, ସରକାର ଦେଉଛନ୍ତି 11.5 ଲକ୍ଷ ଟଙ୍କାର ସବସିଡି

ଓଡିଶା ଭାସ୍କର: ଯଦି ଆପଣ ଜଣେ ଚାଷୀ ଏବଂ ଅଫ-ସିଜନରେ ଚାଷ କରି ଭଲ ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଏହି ପଦ୍ଧତିରେ ଚାଷ କରି ଆପଣ ହୋଇପାରିବେ ସବୁଠାରୁ ଧନୀ। ସରକାର ମଧ୍ୟ ଏଥିନିମନ୍ତେ…

ଆଜି ଅନ୍ତର୍ଜାତୀୟ ଆଳୁ ଦିବସ, 16ଶହ କୋଟିରୁ ଉର୍ଦ୍ଧ୍ବ ହେଉଛି ଆମଦାନୀ

ଓଡ଼ିଶା ଭାସ୍କର: ଆଜି ହେଉଛି ଅନ୍ତର୍ଜାତୀୟ ଆଳୁ ଦିବସ । ଓଡ଼ିଶାରେ ଆଳୁ ମଧ୍ୟ ବହୁତ ଲୋକପ୍ରିୟ । ଏହି ଦିବସର ଲକ୍ଷ୍ୟ ଆଳୁର ପୁଷ୍ଟିକର, ଆର୍ଥିକ, ଏବଂ ସାଂସ୍କୃତିକ ମୂଲ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା। ଓଡ଼ିଶାରେ…

Breaking: କୃଷକଙ୍କ ପାଇଁ ଖୁସି ଖବର: ପିଏମ କିଷାନରୁ ବାଦ୍ ପଡ଼ିଥିବା ୩ ଲକ୍ଷ ଚାଷୀଙ୍କ ସମେତ ଏତିକିଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର: ପିଏମ କିଷାନରେ ଓଡ଼ିଶାରୁ ୩୪ ଲକ୍ଷରୁ ଅଧିକ ହିତାଧିକାରୀ ହେବେ ଲାଭବାନ୍ । ମୋଟ ୩୪ ଲକ୍ଷ ୯୫ ହଜାର ୧୪୭ ଜଣ ହିତାଧିକାରୀ ପାଇବେ ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ । ୧୮ତମ…

ସବସିଡି କରାଇଦେବା ପାଇଁ ଚାଷୀଙ୍କଠୁ ଲାଞ୍ଚ ନେଉଥିଲେ କୃଷି ଅଧିକାରୀ, ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ଉମରକୋଟ କୃଷି ଡିଭିଜନର ଦୁଇ ଅଧିକାରୀ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଜଣେ ଚାଷୀଙ୍କ ଠାରୁ ଜଳ ନିଧି ଯୋଜନାର ସବସିଡି କରାଇଦେବା ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ୟୁଟ୍ୟୁବ ଦେଲା ରୋଜଗାର, କୋଳି ଚାଷ ଶିଖି ଏବେ ମାଲାମାଲ ସ୍ୱାମୀ ସ୍ତ୍ରୀ

ଦେବଗଡ଼: ୟୁଟ୍ୟୁବରୁ ଚାଷ ଶିଖି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ରକମ ରକମର ଫଳ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । କେବଳ ଏତିକି ନୁହେଁ ସ୍ଥାନୀୟ ଲୋକଙ୍କୁ ମଧ୍ୟ…

E-KYC ନକଲେ ହାତଛଡ଼ା ହେବ ରାସନ୍ କାର୍ଡ଼, ଏହି ତାରିଖ ଶେଷ ହେବ E-KYC ଅବଧି

ଭୁବନେଶ୍ୱର: ଆପଣ E-KYC  କରିନଥିଲ ହୋଇଯାନ୍ତୁ ସାବଧାନ । ରାସନ କାର୍ଡ଼ ପାଇଁ ସରୁଛି E-KYC  ଅବଧି । ଯଥା ଶୀଘ୍ର ଫେବୃଆରୀ ୧୫ ପର୍ଯ୍ୟନ୍ତ ନିଜର E-KYC  ଅପଡେଟ୍ କରାଇନିଅନ୍ତୁ । ଏପରି ନହେଲେ ଅଯୋଗ୍ୟ…