Browsing Category

Breaking News

72 ଘଣ୍ଟାର ଅପରେସନ, ୧୦୦୦ CCTV…ଗୋଟିଏ ସ୍କୁଟି ଖୋଲିଲା ହତ୍ୟାର ରାଜ୍, OYOରେ କାମ କରୁଥିବା କର୍ମଚାରୀ ହିଁ…

ନୂଆଦିଲ୍ଲୀ: ୨୬ ଜୁଲାଇ ସକାଳେ ଦିଲ୍ଲୀର ବଦରପୁର ବସ୍ ଷ୍ଟାଣ୍ଡ ନିକଟରେ ଏକ ଚାଞ୍ଚଲ୍ୟକର ଘଟଣା ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା। ସକାଳ ପ୍ରାୟ ୫:୫୧ ସମୟରେ ମିଠାପୁର ଏକ୍ସଟେନସନର ବାସିନ୍ଦା ୨୫ ବର୍ଷୀୟ ମକବୁଲ…

ବାତିଲ ହେଲା RI, ARI, ଅମିନ, ICDS ପରୀକ୍ଷା; ପରୀକ୍ଷାର୍ଥୀ ଅସନ୍ତୋଷ

ଭୁବନେଶ୍ବର: RI - ଅମିନ ପରୀକ୍ଷା ହେଲା ବାତିଲ। ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷା ଆଉ ଥରେ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି। ୨୮୯୫  ପଦବି ଖାଲି ଥିଲା। ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ଦେବା…

IND VS PAK Wcl: ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲେ ଭାରତୀୟ ଟିମ୍, ଅଧାରେ ଅଟକିଲା ସେମିଫାଇନାଲ ମ୍ୟାଚ୍

ନୂଆଦିଲ୍ଲୀ: ରଦ୍ଦ ହେଲା ଭାରତ- ପାକିସ୍ତାନ ମ୍ୟାଚ୍ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଏବେ ହେବ ନାହିଁ। ଭାରତ ଏବଂ ପାକିସ୍ତାନ ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍‌ ଅର୍ଥାତ୍ WCL ର…

Nisar Mission Launch: ଶ୍ରୀହରିକୋଟାରୁ ଲଞ୍ଚ ହେଲା NISAR, ଏବେ ଭୂକମ୍ପ ଏବଂ ସୁନାମିର ପୂର୍ବରୁ ମିଳିବ ସୂଚନା

ନୂଆଦିଲ୍ଲୀ: ଜୁଲାଇ 30 ଭାରତ ଏବଂ ସମଗ୍ର ବିଶ୍ୱ ପାଇଁ ଏକ ଐତିହାସିକ ଦିନ ହୋଇଗଲା।  ନାସା ଏବଂ ISRO ର ମିଳିତ ପ୍ରକଳ୍ପ, NISAR (ନାସା-ISRO ସିନ୍ଥେଟିକ୍ ଆପର୍ଚର ରାଡାର) ସାଟେଲାଇଟର ସଫଳ ଉତକ୍ଷେପଣ ହୋଇଛି ।…

ବଡ଼ ଘୋଷଣା: ଅଗଷ୍ଟ 2ରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା, PM Kisanର ୨୦ତମ କିସ୍ତି ଦେବେ ସରକାର

ନୂଆଦିଲ୍ଲୀ: ଆଉ ମାତ୍ର ୨ ଦିନର ଅପେକ୍ଷା । ଖାତାକୁ ଆସିବ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ବା ପିଏମ୍ କିଷାନର ୨୦ତମ କିସ୍ତି । ଏ ନେଇ ନେଇ ବଡ଼ ଘୋଷଣା କଲେ ସରକାର । ତେବେ ବାରଣାସୀରୁ ଚାଷୀଙ୍କ…

OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ବନ୍ଧା ହେଲେ ୬ ଅଭିଯୁକ୍ତ

ଭୁବନେଶ୍ବର: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (OTET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଓଡ଼ିଶା ପୋଲିସର କ୍ରାଇମ୍‌ବ୍ରାଞ୍ଚ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରସମିଟରେ ଏ ନେଇ ସୂଚନା ଦେଲେ କ୍ରାଇମବ୍ରଞ୍ଚ ଡିଜି ।…

ଭୟଙ୍କର ଭୂକମ୍ପ; ଡରିଲେନି ଡାକ୍ତର, ଜୀବନକୁ ବାଜିରେ ଲଗାଇ ଚାଲୁ ରଖିଲେ ଅପରେସନ୍, ଦେଖନ୍ତୁ ଭିଡ଼ିଓ

ଟୋକିଓ: ବୁଧବାର ଋଷର କାମଚଟକା ଉପଦ୍ବୀପରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ ଚାରିଆଡ଼େ ଆତଙ୍କ ଖେଳିଯାଇଛି । ଏହି ଭୂକମ୍ପରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଏହା ପରର ସୁନାମୀ ଏବେ ରୁଷରେ ତାଣ୍ଡବ ରଚୁଛି । କିନ୍ତୁ ଏହା…

୧ ରୁ ୧୧ ଯାଏଁ ରାଜ୍ୟରେ ଚାଲିବ ‘ଆସ ବୁଲିଯିବା ଅଙ୍ଗନବାଡ଼ି’ କାର୍ଯ୍ୟକ୍ରମ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର; ଆସନ୍ତା ୧ ରୁ ୧୧ ଯାଏଁ ରାଜ୍ୟରେ ଚାଲିବ ‘ଆସ ବୁଲିଯିବା ଅଙ୍ଗନବାଡ଼ି’ କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅଭିଭାବକ ଓ ସାଧାରଣ ଲୋକ ଅଙ୍ଗନବାଡ଼ି କେନ୍ଦ୍ର ଯାଇ…

ଲାଇଭ୍ ଭିଡିଓ କରି ଅଫିସରେ ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ରାଉରକେଲା: ବନ୍ଦ ଘରେ ଲାଇଭ ଭିଡିଓ କରି  ଆତ୍ମହତ୍ୟା ଉଦ୍ୟମ । ରାଉରକେଲା ନାରାୟଣପାଟଣା ଥାନା ପଥର ଦେଉଳସାହିରେ ଅଭାବନୀୟ ଘଟଣା । ସୋସିଆଲ ମିଡିଆରେ ପୋଷ୍ଟ କରି MBK ଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ…