fbpx
Browsing Category

Breaking News

ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ କିରାଣୀ

ନୟାଗଡ଼: ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ସରକାରୀ କର୍ମଚାରୀ । ନୟାଗଡ଼ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର କନିଷ୍ଠ ଷ୍ଟେନୋଗ୍ରାଫର ଦୁର୍ଗାପ୍ରସାଦ ମହାପାତ୍ର ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜଣେ ଶିକ୍ଷକଙ୍କଠାରୁ ୪୮…

SBIରେ ଆକାଉଣ୍ଟ ଥିଲେ ବ୍ରାଞ୍ଚ ବଦଳାଇବାକୁ ଚାହୁଁଛନ୍ତି କି ? ଅନଲାଇନ ମାଧ୍ୟମରେ କରନ୍ତୁ ଏପରି

ନୂଆଦିଲ୍ଲୀ: ଚାକରିଆ ହୁଅନ୍ତୁ ବା ବ୍ୟବସାୟୀମାନେ ପ୍ରାୟତଃ ନିଜର କାମ ଯୋଗୁଁ ରହିବା ସ୍ଥାନ ପରିବର୍ତ୍ତନ କରନ୍ତି । ଏପରି ପରିସ୍ଥିତିରେ ବାରମ୍ବାର ବ୍ୟାଙ୍କର ହୋମ୍ ବ୍ରାଞ୍ଚକୁ ଯିବା ସମ୍ଭବ ହୋଇନଥାଏ । ଯଦି ଆପଣଙ୍କ…

ବାଚସ୍ପତିଙ୍କ ପରେ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ସମୀର ଦାଶ: ଶ୍ରମମନ୍ତ୍ରୀ ବି ଛାଡିଲେ ପଦ

ଭୁବନେଶ୍ୱର: ଅଚାନକ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ । ତାଙ୍କ ପରେ ପରେ ମନ୍ତ୍ରୀମଣ୍ଡଳର ଆଉ ଦୁଇ ଜଣ ମନ୍ତ୍ରୀ ମଧ୍ୟ ନିଜ ନିଜ ପଦରୁ ଇସ୍ତପା ଦେଇଛନ୍ତି । ରାଜ୍ୟର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ…

ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ ଆରୁଖ

ଭୁବନେଶ୍ୱର : ରାଜ୍ୟ ରାଜନୀତିରୁ ଏକ ବଡ ଖବର ଆସିଛି । ବିଧାନସଭାର ବାଚସ୍ପତି ବିକ୍ରମା ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଇଥିବା ସେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ…

ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ଅଛି କି ନାହିଁ ? ସ୍ପଷ୍ଟ କରିବାକୁ କୋର୍ଟର ନିର୍ଦ୍ଦେଶ

ନୂଆଦିଲ୍ଲୀ : ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ବିବାଦୀୟ ଜ୍ଞାନବାପି ମସଜିଦ ପରିସରରୁ ମିଳିଥିବା କଥିତ ଶିବଲିଙ୍ଗ ମାମଲାରେ ଆହ୍ଲାବାଦ ହାଇକୋର୍ଟର ଏକ ପ୍ରମୁଖ ନିଷ୍ପତ୍ତି ସାମ୍ନାକୁ ଆସିଛି। କଥିତ…

କୁକୁର ପାଇଁ ବଡ ସେଲିବ୍ରେସନ୍ ; ଆସିବେ ବିଦେଶରୁ ଗେଷ୍ଟ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : କୁକୁର ପାଇଁ ଉତ୍ସବ ପାଳନ ହେବ ହୁଏତ ଆପଣ କେଉଁଠି ପଢିଥିବେ ବା ଦେଖିଥିବେ । କେତେକ ସ୍ଥାନରେ ପାରମ୍ପରିକ ବିଶ୍ୱାସ ଅନୁଯାୟୀ କୁକୁର ର ବିବାହ କରାଯାଏ ତ ଅନ୍ୟ କେଉଁଠି କେତେକ ଲୋକ ଅଧିକ ଭାବପ୍ରବଣ ହୋଇ…

ଇମ୍ରାନ ଖାନଙ୍କୁ ଜାମିନ : ଅଲ-କାଦିର ଟ୍ରଷ୍ଟ ମାମଲାରେ ୨ ସପ୍ତାହ ଯାଏଁ ବେଲ୍

ନୂଆଦିଲ୍ଲୀ : ଇସଲାମାବାଦ ହାଇକୋର୍ଟର ଏକ ଡିଭିଜନ୍ ବେଞ୍ଚ ଶୁକ୍ରବାର ଦିନ ଅଲ-କାଦିର ଟ୍ରଷ୍ଟ ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଦୁଇ ସପ୍ତାହ ପାଇଁ ଜାମିନ…

ଦିଘାକୁ ଜଗି ରହିଛନ୍ତି ଏନଡିଆରଏଫ୍ ଟିମ୍ ; ବାତ୍ୟା ‘ମୋଚା’ ପାଇଁ ପଶ୍ଚିମବଙ୍ଗ ପୁରା ପ୍ରସ୍ତୁତ

ନୂଆଦିଲ୍ଲୀ : ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ବାତ୍ୟା ମୁକାବିଲା କାର୍ଯ୍ୟ ଆରମ୍ଭ ହୋଇସାରିଛି । ଆଜି ଦୀଘା ସି ବିଚ୍ ରେ…

ଓଡିଶାରେ ୧୮ ତାରିଖରୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ; ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ୱର: ପରିବହନ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି ରାଜ୍ୟ ଓଡିଶା । ଆସନ୍ତା ୧୮ ତାରିଖରୁ ଓଡିଶାର ବିଭିନ୍ନ ରୁଟରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଏ ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି ।…

ଆସନ୍ତାକାଲି ପରିଣୀତି-ରାଘବ ନିର୍ବନ୍ଧ ; ସ୍ୱାମୀ ଓ ଝିଅ ସହ ଦିଲ୍ଲୀରେ ପହଞ୍ଚିଥିଲେ ଭଉଣୀ ପ୍ରିୟଙ୍କା

ନୂଆଦିଲ୍ଲୀ : ଏୟାରପୋର୍ଟ, ଷ୍ଟାଡିୟମ୍ ଠାରୁ ଆରମ୍ଭ କରି ସବୁଠି ଏକାଠି ନଜର ଆସିଲେ । ମିଡିଆ କ୍ୟାମେରାକୁ ମଧ୍ୟ ଡର ନଥିଲା । ଶେଷ ସବୁଦିନ ପାଇଁ ଏକାଠି ହେବାକୁ ଯାଉଛନ୍ତି ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା…