fbpx
Browsing Category

Breaking News

ପୋଛିନେଲେ ଗହଣା ସୋ’ରୁମ୍: କର୍ମଚାରୀଙ୍କୁ ମାଡ ମାରି ଲୁଟିନେଲେ ଦୁର୍ବୃତ୍ତ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗରରେ ଥିବା ଏକ ଗହଣା ସୋ' ରୁମରେ ପଡିଛି ଦୁର୍ବୃତ୍ତଙ୍କ କଳା ନଜର । କର୍ମଚାରୀଙ୍କୁ ମାଡ ମାରିବା ସହ ବିପୁଳ ପରିମାଣର ଗହଣା ଲୁଟି ନେଇଛନ୍ତି ଲୁଟେରା । ଏହି ଘଟଣାରେ ସୋ' ରୁମର ଦୁଇ ଜଣ…

ଦେଶର ବିଭିନ୍ନ ସ୍ଥାନରେ ଆସନ୍ତାକାଲି ଅନୁଷ୍ଠିତ ହେବ ନିଯୁକ୍ତି ମେଳା, ୭୧ ହଜାର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଜରିଆରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ । ନବନିଯୁକ୍ତ ମାନଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‍ବୋଧନ ଦେବାର…

କେନ୍ଦ୍ର ସରକାରଙ୍କ Gold ପଲିସି, ୫ ବର୍ଷରେ ମାଲାମାଲ ହେଲେ ନିବେଶକ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ 'ଶସ୍ତା ସୁନା' ଅର୍ଥାତ୍ ସୂବର୍ଣ୍ଣ ଗୋଲ୍ଡ ବଣ୍ଡ ଯୋଜନାରେ ଯେଉଁମାନେ ବିନିଯୋଗ କରିଛନ୍ତି ସେମାନଙ୍କ ଟଙ୍କା ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି। ୨୦୧୭-୧୮ ବର୍ଷରେ ପ୍ରକାଶିତ…

ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ ଶ୍ରଦ୍ଧାଳୁ, ଅଚାନକ ରାସ୍ତାରେ ହେଲା ଏପରି ୬ ଭକ୍ତଙ୍କର ଚାଲିଗଲା ଜୀବନ

ହାଇଦରାବାଦ: ଆନ୍ଧ୍ରପ୍ରଦେଶର କାଦାପା ଜିଲ୍ଲାରେ ସୋମବାର ସକାଳେ ପ୍ରାର୍ଥନା କରିବା ପରେ ମନ୍ଦିରରୁ ଫେରୁଥିବା ଭକ୍ତଙ୍କ ଭରପୂର ଏକ ଗାଡିରେ ଏକ ଟ୍ରକ ଧକ୍କା ଦେଇ ୬ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏହି ସୂଚନା ଦେଇଛି।…

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଆସିଲା ମାନହାନି ମାମଲାର ସମନ, ଜିଲ୍ଲା କୋର୍ଟ ପଠାଇଲେ ନୋଟିସ

ଚଣ୍ଡିଗଡ଼: କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମାନହାନି ମକଦ୍ଦମା ମାମଲାରେ ସାଙ୍ଗରୁର ଜିଲ୍ଲା କୋର୍ଟ ଡକାଇଛନ୍ତି। ଏହି ପ୍ରସଙ୍ଗରେ ଆବେଦନ କରିଥିବା ହିତେଶ ଭରଦ୍ୱାଜ ଏହି ସୂଚନା ଦେଇଛନ୍ତି।…

୩୭୦ ଧାରା ନ ରହୁ ବୋଲି ଚାହୁଁଛି ସମଗ୍ର ଦେଶ, ଏହା ମୂଳ ସମ୍ବିଧାନର ଥିଲା ଏକ ଅସ୍ଥାୟୀ ଅଙ୍ଗ: ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜି ଅନୁଚ୍ଛେଦ ୩୭୦କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, ସମ୍ବିଧାନର ଇଣ୍ଡେକ୍ସରେ ଏହା ଏକ ଅସ୍ଥାୟୀ ଅଙ୍ଗ ଥିଲା, ତେବେ ଏହା ସବୁବେଳ…

ଏମିତି ଭାଇ ! ନିଆଁରେ ହୁ ହୁ ହୋଇ ଜଳୁଛି ଭଉଣୀ , ବଞ୍ଚାଇବା ପରିବର୍ତ୍ତେ ଭିଡିଓ ସୁଟିଂ କରୁଛି

ଶାହାଜାହାନପୁର : ଏମିତି ଭାଇ କାହାକୁ ନ ଦିଅନ୍ତୁ ଭଗବାନ । ଆମେ କାହିଁକି କହୁଛୁ ଏକଥା । ଏଥିପାଇଁ କହୁଛୁ ଯେ, ଭଉଣୀ ଜଳୁଥିବା କେଉଁ ଭାଇ ଠିଆ ହୋଇ ଦେଖିବ? ଖାଲି ଦେଖୁ ନଥଲା ତ ଭିଡିଓ ସୁଟିଂ ମଧ୍ୟ କରୁଥିଲା । ଏଭଳି…

ପରସ୍ପରକୁ ବହୁତ ପାଉଥିଲେ ଭଲ, ହଠାତ୍ ମନର ଏହି ଡର ପାଇଁ ପ୍ରେମୀଯୁଗଳ ଶେଷ କରିଦେଲେ ଜୀବନ

ପାଲଘର: ମହାରାଷ୍ଟ୍ରରେ ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବା କଥା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଜଣେ ୨୦ ବର୍ଷର ବାଳିକ ଏବଂ ତାଙ୍କ ୧୯ ବର୍ଷର ପ୍ରେମିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।…

Ration Cardଧାରୀଙ୍କ ପାଇଁ ଖୁସି ଖବର: ସରକାର ଏହି ମାସରେ ଦୁଇଥର ବାଣ୍ଟିବେ ରାସନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଜଣେ ରାସନ କାର୍ଡ ଧାରକ, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ । ସରକାର ଏହି ମାସରେ ଅର୍ଥାତ ମେ ମାସରେ ଦୁଇମାସ ପାଇଁ ରାସନ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଶସ୍ତା ଗଳି…

ଯାଜପୁର ଲାଲବାଗ ଉର୍ଦ୍ଦୁ ପ୍ରାଥମିକ ସ୍କୁଲରେ ଅଗ୍ନିକାଣ୍ଡ

ଯାଜପୁର : ଯାଜପୁର ଲାଲବାଗ ଉର୍ଦ୍ଦୁ ପ୍ରାଥମିକ ସ୍କୁଲରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ସ୍କୁଲଟି ପୌରପାଳିକାର ଗୋଦାମ ଭାବେ ବ୍ୟବହାର ହେଉଥିଲା । ଅଗ୍ନିକାଣ୍ଡରେ ବ୍ଲିଚିଂ, ମଶାତେଲ ସହ ଲକ୍ଷାଧିକ ଟଙ୍କାର କ୍ଷତି…