fbpx
Browsing Category

Breaking News

ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ଲୋକସଭାରେ ଦାବି ଉପସ୍ଥାପନ କଲେ ବରଗଡ଼ ସାଂସଦ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ପଦ୍ମପୁରକୁ ଜିଲ୍ଲା ଘୋଷଣା ନିମନ୍ତେ ଲୋକସଭାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି । ସମ୍ବିଧାନର ଧାରା ୩୭୭ ଅନୁସାରେ ବରଗଡ଼ ଜିଲ୍ଲାର ପଦ୍ମପୁରକୁ ଅଲଗା ଜିଲ୍ଲାର ମାନ୍ୟତା ଦେବା…

ଚଳିତ ସପ୍ତାହରେ ଏସସିବିରେ କାର୍ଯ୍ୟକ୍ଷମ ହେବ ‘Milk Bank: କ୍ଷୀର ସଂଗ୍ରହ ଅଭିଯାନକୁ ସଫଳ କରାଇବେ ପ୍ରସୂତୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ସ୍ଥିତ ଏସସିବିରେ ବହୁ ପ୍ରତୀକ୍ଷିତ ମିଲ୍କ ବ୍ୟାଙ୍କ ବା ମା’ କ୍ଷୀର ଭଣ୍ଡାର ଚଳିତ ସପ୍ତାହରେ କାର୍ଯ୍ୟକ୍ଷମ ହେବ । ପାଖାପାଖି ଅଢ଼େଇ ବର୍ଷ ତଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁସାନରେ…

ସେପ୍ଟେମ୍ବର ୩ରୁ ଆରମ୍ଭ ହେବ ଓଜେଏସ୍‍ ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଜୁଡିସିଆଲ ସର୍ଭିସ- ଓଜେଏସ୍‍ ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା ସେପ୍ଟେମ୍ବର ମାସ ୩ ତାରିଖରୁ ଆରମ୍ଭ ହେବ । ପରୀକ୍ଷା ଆସନ୍ତା ସେପ୍ଟେମ୍ବର ମାସ ୩ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ…

‘ନାବାଳିକା ସହିତ ଲିଭ-ଇନ୍ ସମ୍ପର୍କ ଅବୈଧ’, କୋର୍ଟ କହିଲେ ଏପରି ସମ୍ପର୍କ ଆଇନ ଏବଂ ସମାଜ ବିରୋଧୀ ଅଟେ

ନୂଆଦିଲ୍ଲୀ:ଯଦି ଲିଭ-ଇନ୍ ସମ୍ପର୍କରେ ରହୁଥିବା ଜଣେ ନାବାଳକ ବା ନାବାଳିକା ହୋଇଥିବେ ତେବେ ସମ୍ପର୍କ ବୈଧ ବୋଲି ଧରାଯିବ ନାହିଁ କିମ୍ବା ଏହା ସୁରକ୍ଷା ଅଧୀନରେ ଆସିବ ନାହିଁ। ଏକ ମାମଲା ଶୁଣାଣି ବେଳେ ଆହ୍ଲାବାଦ…

ଚଳନ୍ତା ଟ୍ରେନରେ ଛାତ୍ରୀଙ୍କ ସାମ୍ନାରେ ବସି ଖରାପ କାମ କରୁଥିଲା ଏହି ବ୍ୟକ୍ତି! ପୋଲିସ କଲା ଗିରଫ

କେରଳ: ଚଳନ୍ତା ଟ୍ରେନରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କେରଳ ପୋଲିସ ୫୧ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଜୁଲାଇ ୩୧ ରେ କୋଏମ୍ବାଟୁର-ମଙ୍ଗଳାପୁରାମ ଇଣ୍ଟର ସିଟି ଏକ୍ସପ୍ରେସରେ ଛାତ୍ରୀ ଜଣକ କନ୍ନୁର…

ପ୍ରୋଜେକ୍ଟ ଚିତାର ସଫଳତାକୁ ନେଇ ସୃଷ୍ଟି ହେଲା ପ୍ରଶ୍ନବାଚୀ, ଆଜି ଆଖିବୁଜିଲା ମାଈ ଚିତା ଧାତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଶୋପୁର ସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଆଜି ଆଉ ଏକ ଚିତାର ମୃତ୍ୟୁ ହୋଇଯାଇଛି । ନାମିବିୟାରୁ ଅଣାଯାଇଥିବା ମାଈ ଚିତା ବାଘ ଧାତ୍ରୀ(ଟିବଲିସ୍)ର ମୃତଦେହ ଆଜି ଠାବ କରାଯାଇଛି । ଦୁଇ ଦିନ ଧରି…

ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ୫୦ ଅଣସଂଗଠିତ ଶ୍ରମିକ ସାମିଲ

ଭୁବନେଶ୍ୱର: ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ନୂତନ ଭାବରେ ୫୦ ଅଣସଂଗଠିତ ଶ୍ରମିକଙ୍କୁ ସାମିଲ କରାଯାଇଛି। ଏଥିସହ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ, ସ୍ୱାଭାବିକ…

ୱେଷ୍ଟଇଣ୍ଡିଜ୍ କ୍ରିକେଟ ବୋର୍ଡରେ ଖୁସି ନାହାନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, କହିଲେ ଆମେ ବିଳାସପୂର୍ଣ୍ଣ ବ୍ୟବସ୍ଥା ଚାହୁଁନାହୁଁ, ଆଗାମୀ ସିରିଜରେ…

ନୂଆଦିଲ୍ଲୀ: ODI ସିରିଜରେ ପରାଜୟ ସହିତ ୱେଷ୍ଟଇଣ୍ଡିଜ୍ ମଧ୍ୟ ଅଭିଯୋଗର ସମ୍ମୁଖୀନ ହୋଇଛି। ୱେଷ୍ଟଇଣ୍ଡିଜ ଗସ୍ତକୁ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପସନ୍ଦ କରୁନଥିଲେ। ସେ କହିଛନ୍ତି ଯେ, ୱେଷ୍ଟଇଣ୍ଡିଜ୍…

ବହୁ ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କୁ ଜାମିନ୍‌, ଜାଣନ୍ତୁ କେବେ ଜେଲରୁ ମୁକୁଳିବେ

କଟକ: ବହୁ ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କୁ ଜାମିନ୍ ମିଳିଛି। ଅର୍ଚ୍ଚନାଙ୍କ ନାମରେ ୩ଟି ମାମଲା ଥିବା ବେଳେ ଖଣ୍ଡଗିରି ମାମଲାରେ ତାଙ୍କୁ ଜାମିନ୍ ମିଳିଛି। ଦୁଇଟି ମାମଲାରେ…

ଗଭୀର ଅବପାତ ପ୍ରଭାବରେ ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି, ବୈତରଣୀରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଏହା ପ୍ରଭାବରେ ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି । ଗତ ଦୁଇ ଦିନମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳରୁ ଅତି…