fbpx
Browsing Category

Breaking News

ସେସନ୍ କୋର୍ଟରେ ହାଜର ହେଲା ଗୋପାଳ ଦାସ୍‌; ବିଚାରପତିଙ୍କ ଆଗରେ ସ୍ୱୀକାର କଲା ଦୋଷ

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ କୋର୍ଟରେ ବିଚାରପତିଙ୍କ ଆଗରେ ଦୋଷ ସ୍ୱୀକାର କରିଛି। ବୁଧବାର ୨୬ ଜୁଲାଇରେ ଗୋପାଳ ଦାସର ହାଜର ହେବା ପାଇଁ ତାରିଖ…

ଜରି ପାଲ ତଳେ ଅଭିଭାଷଣ ରଖିଲେ ଖୋଦ୍ ଦେଶର ରାଷ୍ଟ୍ରପତି: କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

କଟକ: ପୁଣିଥରେ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଦେଖା ଦେଇଛି ଅବ୍ୟବସ୍ଥା । ଗତ ଥର ଭଳି ଚଳିତ ଥର ମଧ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଆଜି ରାଷ୍ଟ୍ରପତି କଟକ ଗସ୍ତରେ…

ଭାରତ କରିଲା ଚାଉଳ ବ୍ୟାନ, ଆମେରିକାରେ ଗୋଟିଏ ପ୍ୟାକେଟରୁ ଅଧିକ ମିଳିବ ନାହିଁ

ନୂଆଦିଲ୍ଲୀ : ଭାରତ ସରକାର କିଛି ଦିନ ପୂର୍ବରୁ ବାସୁମତି ଚାଉଳ ଉପରେ ବ୍ୟାନ ଲଗାଇଛନ୍ତି । ଏହା ପରେ ଆମେରିକାର ଡିପାର୍ଟମେଣ୍ଟାଲ ଗୋଦାମକୁ ଚାଉଳ କିଣିବା ପାଇଁ ବହୁତ ଭିଡ ଲାଗିଥିଲା । ଚାଉଳ କିଣିବା ପାଇଁ ଏପରି ଭିଡ…

ଏହି ୪ଦିନ ବନ୍ଦ ରହିବ ମଦ କାରବାର, ସରକାର ଘୋଷଣା କଲେ ଡ୍ରାଏ ଡେ’

ନୂଆଦିଲ୍ଲୀ: ମଦ ପିଉଥିବା ଲୋକଙ୍କ ପାଇଁ ବଡ଼ ଖବର । ଏବେ ଏହି ୪ଦିନ ମିଳିବନି ମଦ । ଏନେଇ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଏହି ୪ଦିନକୁ ଡ୍ରାଏ ଡେ ରୂପେ ପଳନ କରାଯାିବା ନେଇ ନିଷ୍ପତ୍ତି ନିଆଯାଇଛି । ଆସୁଥିବା…

ସାବଧାନ୍… Sexotortion ମାମଲାରେ ଆପଣ ବି ଫସିପାରନ୍ତି: ଏପରି ପରିସ୍ଥିତିରେ କ’ଣ କରିବେ?

ନୂଆଦିଲ୍ଲୀ: ଆଜିକାଲି ସାଇବର କ୍ରାଇମ ପାଇଁ ବିଭିନ୍ନ ଉପାୟ ଖୋଲି ସାରିଛନ୍ତି ଅପରାଧୀ । ସେସବୁ ଭିତରେ ସବୁଠୁ ଭୟଙ୍କର ହେଉଛି ସେକ୍ସୋଟର୍ସନ । ଅଧିକାଂଶ ସମୟରେ କେହି ନା କେହି ସାଧାରଣ ଲୋକ ଏହି ମାମଲାର ଶୀକାର…

ରୋଜଗାର ପାଇଁ ଭଲ ସୁଯୋଗ : ମେଡିକାଲ ଖୋଲିବାର ଖର୍ଚ୍ଚ ଉଠାଇବେ କେନ୍ଦ୍ର ସରକାର, ପ୍ରତି ମାସରେ ମୋଟା ଇନକମ୍, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ କୌଣସି ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏକ ଉତ୍ତମ ବିଜନେସ୍ ଆଇଡିଆ ବିଷୟରେ କହିବୁ । ଯେଉଁଥିରେ କେନ୍ଦ୍ର ସରକାର ଆପଣଙ୍କୁ ମୋଟା ଅଙ୍କର ଟଙ୍କା ରୋଜଗାର କରିବାର…

ଏବେ ଅଦାନୀ ଗ୍ରୁପର ଆସିବ କ୍ରେଡିଟ କାର୍ଡ, ଭିସା ସହ ହେଲା ଡିଲ୍

ନୂଆଦିଲ୍ଲୀ: ଖୁବ ଶୀଘ୍ର ଆପଣ ଅଦାନୀ ଗ୍ରୁପର କ୍ରେଡିଟ କାର୍ଡ ବ୍ୟବହାର କରିପାରିବେ । ସାନ ଫାନ୍ସିସ୍କୋ-ଆଧାରିତ ଭିସା, ବିଶ୍ୱର ଦ୍ୱିତୀୟ ବୃହତ୍ତମ କାର୍ଡ ପେମେଣ୍ଟ ସଂଗଠନ, ଏକ ନୂତନ କୋ-ବ୍ରାଣ୍ଡେଡ୍ କ୍ରେଡିଟ କାର୍ଡ…

ସାହାରାରେ ଅଟକିଥିବା ଟଙ୍କା ପାଇବା ପାଇଁ ଏହି ଡକ୍ୟୁମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଆପଣଙ୍କୁ ମିଳିବନି ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣଙ୍କର ଟଙ୍କା ମଧ୍ୟ ସାହାରାରେ ଅଟକି ରହିଛି, ତେବେ ଆପଣଙ୍କୁ ନିଜ ଟଙ୍କା ଫେରସ୍ତ ପାଇଁ ସାହାରା ରିଫଣ୍ଡ ପୋର୍ଟାଲରେ ଆବେଦନ କରିବାକୁ ପଡିବ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋର୍ଟାଲ ଅଧୀନରେ ସାତ…

Today’s gold rate : କେତେ ରହିଛି ଆଜିର ସୁନା ଦର, କିଣିବା ପୂର୍ବରୁ ଜାଣିନିଅନ୍ତୁ

ଭୁବନେଶ୍ୱର : ଭାରତୀୟ ବଜାରରେ ସୁନା ଦରରେ ଆଜି ପରିବର୍ତ୍ତନ ଘଟିଛି । ସୁନା କିଣୀବାକୁ ଥରଲେ ନଜର ପକାନ୍ତୁ କେତେ ରହିଛି ଆଜିର ସୁନା ଦର । ଓଡ଼ିଶା ସମେତ ଦେଶର ପ୍ରମୁଖ ସହରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି…

‘ସୁପରହିରୋ’ ଭୂମିକାରେ ନଜର ଆସିବେ M.S Dhoni: ନୂଆ ସିନେମାରେ କରିବେ ଡେବ୍ୟୁ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଏକ ବଡ଼ ଖବର ଏବେ ସାମନାକୁ ଆସିଛି । ନିଜ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଥିବା ନେଇ ସେ ଗତ ଆଇପିଏଲରେ ସୂଚନା ଦେଇଛନ୍ତି । ତେବେ…