fbpx
Browsing Category

Breaking News

Korea Open 2023: ସାତ୍ୱିକ-ଚିରାଗ କଲେ କମାଲ, ବିଶ୍ୱ-୧ ଯୋଡ଼ିଙ୍କୁ ହରାଇ ଜିତିଲେ କୋରିଆ ଓପନ ଟାଇଟାଲ

ନୂଆଦିଲ୍ଲୀ: ପୁଣିଥରେ କମାଲ କରିଛନ୍ତି ସାତ୍ୱିକ-ଚିରାଗ ଯୋଡ଼ି । କୋରିଆ ଓପନ ଫାଇନାଲ ମ୍ୟାଚ୍‌ରେ ଇଣ୍ଡୋନେସିଆର ଫାଜର୍ ଆଲଫିଆନ୍ ଏବଂ ମହମ୍ମଦ ରିୟାନ୍ ଆର୍ଡିଆଣ୍ଟୋଙ୍କୁ ପରାସ୍ତ କରି ଟାଇଟଲ୍ ହାତେଇଥିଲେ ।…

ବ୍ରିକ୍ସ ଦେଶର ଏନଏସଏ ବୈଠକ, ଚୀନ୍ ଓ ରୁଷକୁ ଡୋଭାଲ ପଢାଇବେ ଶାନ୍ତିର ପାଠ, ୟୁକ୍ରେନ ଯୁଦ୍ଧ ଓ ପୂର୍ବ ଲଦାଖରେ ସ୍ଥିତି ଉପରେ ମଧ୍ୟ ହେବ…

ନୂଆଦିଲ୍ଲୀ:ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୋମବାର ଜୋହାନ୍ସବର୍ଗରେ ହେଉଥିବା ବ୍ରିକ୍ସ ଦେଶର ଏନଏସଏ ବୈଠକରେ ବରିଷ୍ଠ ଚୀନ୍ ରାଜନୀତିଜ୍ଞ ୟାଙ୍ଗ ଜିଏଚି ଓ ରୁଷ ସୁରକ୍ଷା ପରିଷଦର ସଚିବ ନିକୋଲାଇ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: କାମ ପାଇଁ ମିଳିବ ୧.୩ ଲକ୍ଷ ଟଙ୍କାର ମୋବାଇଲ ଫୋନ-ଲ୍ୟାପଟପ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଏବେ ହାଇଟେକ୍ ହେବାକୁ ଯାଉଛନ୍ତି । ୧.୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧.୩ ଟଙ୍କାର ମୋବାଇଲ, ଲ୍ୟାପଟପ ଏବଂ ଅନ୍ୟାନ୍ୟ ଉପକରଣ ଦିଆଯିବ । ଏହାକୁ ସେମାନେ ୪ ବର୍ଷପରେ ମଧ୍ୟ ନିଜେ…

ଭୁବନେଶ୍ୱରରେ ଡେଙ୍ଗୁ ପଜିଟିଭ୍ ନାବାଳିକାଙ୍କ ମୃତ୍ୟୁ, ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ସେ ଡେଙ୍ଗୁ ପଜିଟିଭ୍ ଥିଲେ । ତାଙ୍କ ଘର ଖଣ୍ଡଗିରି…

ଟୋଲ୍ ଗେଟ୍ ଜାମ୍ ରୁ ମିଳିବ ମୁକ୍ତି, ଗେଟ୍ ଫ୍ରି ହେବ ପ୍ଲାଜା, କ’ଣ ରହିଛି ସରକାରଙ୍କ ନୂଆ ଯୋଜନା ଅ।।ସନ୍ତୁ ଜାଣିବା

ନୂଆଦିଲ୍ଲୀ: ଯାତ୍ରା ସମୟରେ ହାଇୱେ ଉପରେ ଟୋଲ ପ୍ଲାଜା ନିକଟରେ ସର୍ବଦା ଗାଡିମାନଙ୍କର ଲମ୍ବା ଧାଡି ଲାଗି ରହିଥାଏ । ଏହି କାରଣରୁ ଯାତ୍ରୀଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡିଥାଏ । ଯଦିଓ ଇଲେକ୍ଟ୍ରୋନିକ ଟୋଲ…

ସରକାରଙ୍କ ବଡ଼ ଘୋଷଣା: ଏବେ ହୋଟେଲ ରୁମ୍ ଭଡ଼ାରେ ମଧ୍ୟ ମିଳିବ ୫୦ ପ୍ରତିଶତ ରିହାତି!

ନୂଆଦିଲ୍ଲୀ: ଲୋକମାନେ ଯେତେବେଳେ ଘରୁ ଅନ୍ୟ ସ୍ଥାନକୁ ଯାଆନ୍ତି, ସେଠାରେ ସେମାନେ ରହିବାକୁଏକ ହୋଟେଲ ଆବଶ୍ୟକ କରନ୍ତି। ହୋଟେଲ ଭଡା ସ୍ଥାନ, ଗୁଣବତ୍ତା ଏବଂ ଅବସ୍ଥାନ ଅନୁଯାୟୀ, ଭିନ୍ନ ହୋଇଥାଏ। ସେହି ସମୟରେ, ଆପଣ ଯେଉଁ…

ସ୍ତ୍ରୀର ସାଙ୍ଗ ପ୍ରତି ହିମେଶଙ୍କର ଥିଲା ଦୁର୍ବଳତା, ପ୍ରେମ ପାଇଁ ଭାଙ୍ଗିଦେଲେ ୨୨ ବର୍ଷର ବୈବାହିକ ସଂପର୍କ

ନୂଆଦିଲ୍ଲୀ: ପ୍ରଥମେ ସେ ଟିଭି ଜଗତରେ ନିଜର 'ପ୍ରତିଭା' ଦେଖାଇଲେ, ତା’ପରେ ପ୍ରଡକ୍ସନ ଆଡକୁ ତାଙ୍କର 'ଆଶିକୀ' ଏବଂ 'ଅମର ପ୍ରେମ' ପ୍ରକାଶ କଲେ। ହେଲେ ଏଠାରେ ମଧ୍ୟ ତାଙ୍କୁ ଭାଗ୍ୟର ସାଥ ମିଳିନଥିଲା ଏବଂ ତାଙ୍କ…

ଟ୍ୱିଟର ନାଁ ଏବଂ ବ୍ରାଣ୍ଡ ବଦଳାଇବେ ଏଲନ ମସ୍କ, ସମସ୍ତ ପକ୍ଷୀ ଉଡ଼ାଇ ଦେବାକୁ ଦେଲେ ସୂଚନା

ନୂଆଦିଲ୍ଲୀ: ଟ୍ୱିଟର ମାଲିକ ଏଲନ ମସ୍କ ରବିବାର ଏକ ଆଶ୍ଚର୍ଯ୍ୟକର ଘୋଷଣା କରି କହିଛନ୍ତି ଯେ, ସେ ଟ୍ୱିଟର ନାମ ବଦଳାଇବାକୁ ଯାଉଛନ୍ତି । ମସ୍କ ଟ୍ୱିଟ୍ କରିଛନ୍ତି 'ଆମେ ଖୁବଶୀଘ୍ର ଟ୍ୱିଟର ବ୍ରାଣ୍ଡ ଏବଂ ଧୀରେ ଧୀରେ…

ରାଜ୍ୟ ସରକାରଙ୍କ ମନା ପରେ ମଧ୍ୟ ମଣିପୁର ଗଲେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସହିତ ପୀଡିତାଙ୍କୁ ଭେଟିବେ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତି ମାଲିୱାଲ ମଣିପୁର ଗସ୍ତ କରିଛନ୍ତି । ସେ ମଣିପୁର ଗସ୍ତ କରିବା ପୂର୍ବରୁ କହିଥିଲେ ଯେ, ସେ ମଣିପୁର ଯିବେ ଓ ହିଂସା ପୀଡିତଙ୍କୁ ଭେଟିବେ । କିନ୍ତୁ ଏହା ପୂର୍ବରୁ…

ଆଦାନୀ ୱିଲମାର ବ୍ରାଣ୍ଡ ଫର୍ଚୁନ ନାମରେ ଏହି ସଂସ୍ଥା ବିକ୍ରୀ କରୁଛି ନକଲି ସାମଗ୍ରୀ, ଅଭିଯୋଗ ପରେ ପୋଲିସର ଚଢଉ ଜାରି

ନୂଆଦିଲ୍ଲୀ: ଆଦାନୀ ୱିଲମାର ବ୍ରାଣ୍ଡ ଫର୍ଚୁନ ନାମରେ ଏକ ବିଟୁବି ପ୍ଲାଟଫର୍ମ ନକଲି ସାମଗ୍ରୀ ବିକ୍ରୀ କରୁଥିଲା । କମ୍ପାନୀକୁ ଏ ବିଷୟରେ ସୂଚନା ମିଳିବା ପରେ କମ୍ପାନୀ ବିଟୁବି ପ୍ଲାଟଫର୍ମ ଉପରେ କଠୋର…