fbpx
Browsing Category

Breaking News

IBPS Clerk 2023: ଜୁଲାଇ ୨୮ ପର୍ଯ୍ୟନ୍ତ ବଢିଲା ଆବେଦନ ତାରିଖ, ସରକାରୀ ବ୍ୟାଙ୍କଗୁଡିକରେ ୪୦୪୫ ପଦବୀରେ ନିଯୁକ୍ତି ପାଇଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି । ଆଇବିପିଏସ୍ କ୍ଲର୍କ ନିଯୁକ୍ତି ପାଇଁ ପଞ୍ଜୀକରଣର ଶେଷ ତାରିଖ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଆପଣ ଏହି ପଦବୀ…

ଇସ୍ରାଏଲ: ନ୍ୟାୟିକ ସଂସ୍କାର ବିଲ୍ ବିରୋଧରେ ହଜାର ହଜାର ବିକ୍ଷୋଭକାରୀଙ୍କ ପ୍ରଦର୍ଶନ, ମେଡିକାଲରେ ଭର୍ତ୍ତି ହେଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପେସ୍‌ମେକର ଲଗାଇବା ପ୍ରକ୍ରିୟା ଦେଇ ଗତି କରୁଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରବିବାର ଏହି ସୂଚନା ଦେଇଛନ୍ତି । ନେତାନ୍ୟାହୁଙ୍କ କାର୍ଯ୍ୟାଳୟ…

(Video) ରାସ୍ତା କଡ଼ରେ ଶୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା କାର୍, ସାମ୍ନାକୁ ଆସିଲା ଭୟାନକ ଭିଡ଼ିଓ

ନୂଆଦିଲ୍ଲୀ: କେବଳ ରାସ୍ତାରେ ଗାଡି ଚଳାଉଥିବା ଲୋକଙ୍କ ଦାୟିତ୍ୱ ନୁହେଁ, ଚାରିପାଖରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ସେମାନଙ୍କ ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଯତ୍ନବାନ ହେବା ଉଚିତ୍। ଆପଣ ନିଶ୍ଚୟ ଶୁଣିଥିବେ ଯାନବାହନ…

ପୋଖରୀରେ ବସ୍ ଖସି ଦୁର୍ଘଟଣା: ପାଣିରେ ବୁଡି ୧୭ ଯାତ୍ରୀ ମୃତ, ୩୫ ଆହତ

ଢାକା: ବାଲାଂଦେଶରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ବାଲାଂଦେଶର ଝାଲକାଥୀ ସଦର ଉପଜିଲ୍ଲାରେ ଥିବା ଛତ୍ରକଣ୍ଡା ଅଞ୍ଚଳରେ ଏକ ବସ୍ ପୋଖରୀକୁ ଖସି ପଡିଛି । ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ…

ମଣିପୁରରୁ ଆସିଲା ଆଉ ଏକ ହୃଦୟ ବିଦାରକ ଘଟଣା, ୨ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଇମ୍ଫାଲ: ମଣିପୁରରେ ୨ ମହିଳାଙ୍କୁ ବିବସ୍ତ୍ର କରି ରାସ୍ତାରେ ଚଲାଇବା ଘଟଣାକୁ ନେଇ ସାରା ଦେଶର ମୁଣ୍ଡ ଲଜ୍ଜାରେ ନଇଁ ଯାଇଥିବା ବେଳେ ପୁଣି ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ୨ ଜଣ ଯୁବତୀଙ୍କୁ କେତେକ ଦୁର୍ବୃତ୍ତ…

ରାଜ୍ୟର ୫ ଜଣ ସାମ୍ବାଦିକଙ୍କୁ ମିଳିଲା ‘ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡ: ବିଜେତାଙ୍କୁ ସମ୍ମାନିତ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ୫ ଜଣ ସାମ୍ବାଦିକଙ୍କୁ ପ୍ରଦାନ କରାଯାଇଛି ‘ଓଡ଼ିଶା ଜର୍ଣ୍ଣାଲିଜମ ଆୱାର୍ଡ-୨୦୨୨’ । ଛାପା, ବୈଦ୍ୟୁତିକ ଓ ୱେବ ମିଡ଼ିଆ କ୍ଷେତ୍ରରେ ଭାରତୀୟ ସାମ୍ବାଦିକତା ଜଗତକୁ ବିଶେଷ ଅବଦାନ…

୨୦୨୪ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବ କିଏ: ରେସରେ ୫ ଜଣ ହେଭିୱେଟ୍, କ’ଣ କହୁଛନ୍ତି ଜନତା

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ମହାଲଢ଼େଇ ପାଇଁ ସାରା ଭାରତ ବର୍ଷର ରାଜନୀତି ଏବେଠାରୁ ସରଗରମ୍ ହୋଇ ଉଠିଲାଣି । ଗତ ୧୮ ତାରିଖରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବୈଠକରେ ୩୮ଟି ଦଳ ସାମିଲ…

ବିରଳ ଘଟଣା: ଜଣେ ଟ୍ରାନ୍ସଜେଣ୍ଡର ପୁରୁଷଙ୍କ ଗର୍ଭରୁ ଜନ୍ମନେଲା ଗୋଟିଏ ଶିଶୁକନ୍ୟା

ନୂଆଦିଲ୍ଲୀ: ସାଧାରଣ ଭାବେ ମହିଳାମାନେ ଛୁଆକୁ ଜନ୍ମ ଦିଅନ୍ତି ଏକଥା ଆମେମାନେ ସମସ୍ତେ ଜାଣିଛେ । ତେବେ ନିକଟରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ଜଣେ ୨୭ ବର୍ଷୀୟ ଟ୍ରାନ୍ସଜେଣ୍ଡର ପୁରୁଷ କାଲେବ ବୋଲଡେନ ଗୋଟିଏ…

ଜମିବାଡ଼ି ମାମଲାରେ ଲାଞ୍ଚ ନେବାବେଳେ ASIଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ, ଭିଜିଲାନ୍ସ…

ମଣିପୁର ଘଟଣାରେ ଛଅ ଜଣ ଗିରଫ

ନୂଆଦିଲ୍ଲୀ: ଗତ ୧୯ ତାରିଖରେ ଭାଇରାଲ ହୋଇଥିବା ମଣିପୁରର ଭିଡିଓକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜାରି ରହିଛି । ଦୁଇଜଣ ମହିଳାଙ୍କୁ ନିବସ୍ତ୍ର କରି ସର୍ବସାଧାରଣ ସ୍ଥାନରେ ଚଲାଇବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା…