fbpx
Browsing Category

Breaking News

ବେବି ପାଉଡର ଲଗାଇ କ୍ୟାନ୍ସର ହୋଇଥିବା ଅଭିଯୋଗ: କମ୍ପାନୀକୁ ଦେବାକୁ ପଡିବ ୧୫୪ କୋଟି ଜରିମାନା, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନଙ୍କୁ କାଲିଫର୍ନିଆର ଜଣେ ବ୍ୟକ୍ତିଙ୍କୁ ୧୮.୮ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ଯିଏ କମ୍ପାନୀର ବେବି ପାଉଡରରୁ ତାଙ୍କୁ କର୍କଟ ରୋଗ ହୋଇଛି ବୋଲି କହିଥିଲେ। କାଲିଫର୍ନିଆର ଜଣେ…

ବିଶିଷ୍ଟ ଲେଖକ ଓ ସାମ୍ବାଦିକ ଶ୍ରୀ ରମଣଙ୍କ ପରଲୋକ: ମୁଖ୍ୟମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଜଣାଶୁଣା ତେଲୁଗୁ ଲେଖକ ତଥା ସାମ୍ବାଦିକ ଶ୍ରୀ ରମଣଙ୍କ ପରଲୋକ ଘଟିଛି । ରମଣଙ୍କୁ ମୃତ୍ୟୁ ବେଳକୁ ୭୧ ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ପାଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀ…

ସ୍ୱାମୀଙ୍କୁ କାନ୍ଧରେ ବୋହି ଦୀର୍ଘ ୫ ବର୍ଷ ହେବ ଏ ଅଫିସରୁ ସେ ଅଫିସ୍ ଘୁରି ବୁଲୁଛନ୍ତି ପ୍ରିୟଙ୍କା, ପତିଙ୍କୁ ଅନୁକମ୍ପାମୂଳକ ଚାକିରି ନ…

ଛତ୍ରପୁର:ପ୍ରେମ ତ ଜୀବନରେ ସମସ୍ତେ କରିଥିବେ । କିନ୍ତୁ ଆମେ ଏଠି ଏପରି ଏକ ଦାମ୍ପତ୍ୟ ପ୍ରେମର ଚିତ୍ର ଆପଣଙ୍କ ସାମ୍ନାରେ ରଖିବାକୁ ଯାଉଛୁ ଯାହା ଦେଖିଲେ ଆପଣ ବି କହିବେ ଏହା ହିଁ ବାସ୍ତବରେ ପ୍ରେମ । ମଧ୍ୟପ୍ରଦେଶ…

‘ସମାଜ’ର ନୂଆ ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ମହାପାତ୍ର ଦାୟିତ୍ୱ ନେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୈନିକ ଖବର କାଗଜ ‘ସମାଜ’ର ନୂଆ ସମ୍ପାଦକ ଦାୟିତ୍ୱ ନେଇଛନ୍ତି । ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ମହାପାତ୍ର ନୂଆ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୩ ବର୍ଷ ପୂର୍ବେ ଗତ…

ବିଲାତି ପରେ ଏବେ ଅଦା କିଲୋ ପିଛା ୩୦୦ ଟଙ୍କା, ଧନିଆ ପାର କଲା ୨୦୦

ନୂଆଦିଲ୍ଲୀ: ବିଲାତି ଦାମ ବଢିବା ପରେ ଏବେ ସମସ୍ତ ପରିବାରରେ ଦର ବୃଦ୍ଧି ପାଇଛି । ଦେଶର ବହୁ ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପରିବା ଦର ବଢିବାରେ ଲାଗିଛି । ମାଗଣା ମିଳୁଥିବା ଧନିଆ ମଧ୍ୟ କିଲୋ ପିଛା…

ଓଡ଼ିଶା କର୍ମଚାରୀ ଚୟନ ଆୟୋଗରେ ଅନେକ ପଦ ଖାଲି: ଆସନ୍ତା ୨୪ ଆବେଦନର ଅନ୍ତିମ ତାରିଖ

ଓଡ଼ିଶା ଷ୍ଟାଫ ସିଲେକ୍ସନ ଆୟୋଗ (ଓଏସଏସସି) ପକ୍ଷରୁ ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଗ୍ରୁପ-ବି ଓ ଗ୍ରୁପ-ସି’ର ବିଭିନ୍ନ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।…

ଅତ୍ୟନ୍ତ ଜଘନ୍ୟ, ୭ ମାସର ଶିଶୁ ସହ ପରିବାରର ୪ ଜଣଙ୍କୁ ଗଳାକାଟି ହତ୍ୟା କରିବା ପରେ ନିଆଁରେ ପୋଡିଦେଲା ଦୁର୍ବୃତ୍ତ

ଜୟପୁର:ରାଜସ୍ଥାନର ଯୋଧପୁରରେ ଗୋଟିଏ ପରିବାରର ୪ ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଛି । ହତ୍ୟା କରିବା ପରେ ହତ୍ୟାକାରୀ ଶବକୁ ଜଳାଇବାକୁ ମଧ୍ୟ ଚେଷ୍ଟା କରିଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ଜଣେ ପୁରୁଷ ଓ ଏକ ୭…

ପ୍ରେମିକ ଆଗରେ ପ୍ରେମିକା ସହ ଗ୍ୟାଙ୍ଗରେପ: ଜନ୍ମଦିନ ପାଳିବା ପାଇଁ ଘରୁ ପଳାଇଥିଲେ

ଜୟପୁର: ରାଜସ୍ଥାନର ଦ୍ୱିତୀୟ ବୃହତ୍ତମ ଯୋଧପୁର ଜିଲ୍ଲାରେ ଶନିବାର ରାତିରେ ଘଟିଥିବା ଗ୍ୟାଙ୍ଗରେପ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନାବାଳିକା ପ୍ରେମୀ ଦମ୍ପତି ନିଜ ଘରୁ ପଳାଇ ଯୋଧପୁରରେ ପହଞ୍ଚିଥିଲେ। ସେମାନଙ୍କୁ…

ଏଜେଣ୍ଟଙ୍କର କିଛି କାମ ନାହିଁ: ୪୫ ଦିନ ଭିତରେ ପାଇଯିବେ ଆପଣଙ୍କର ଅର୍ଥ, ପୋର୍ଟାଲରେ ନିଜେ କେମିତି ଆବେଦନ କରିବେ

ନୂଆଦିଲ୍ଲୀ: ଦୀର୍ଘବର୍ଷର ଅପେକ୍ଷା ପରେ ଶେଷରେ ସାହାରା ଇଣ୍ଡିଆର ନିବେଶକଙ୍କୁ ଆଶ୍ୱସ୍ତି ମିଳିଛି । ନିବେଶକଙ୍କୁ ଅର୍ଥ ଫେରସ୍ତ ପାଇଁ କେନ୍ଦ୍ର ସରକାର ‘ସାହାରା ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରିଛନ୍ତି । ଏହି ପୋର୍ଟାଲରେ…

କର୍ଣ୍ଣାଟକରେ ୫ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଗୁଳି ସହ ସାଟେଲାଇଟ ଫୋନ ଉଦ୍ଧାର

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ କ୍ରାଇମ୍ ଶାଖା (ସିସିବି) କର୍ଣ୍ଣାଟକରେ ସନ୍ଦିଗ୍ଧ ଆତଙ୍କବାଦୀ ୫ଜଣଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀମାନେ ସୟଦ ସୁହେଲ, ଉମର, ଜାନିଦ, ମୁଦାସିର ଏବଂ ଜାହିଦ ବୋଲି ଜଣାପଡିଛି। ଏହା ସହିତ…