Browsing Category
Breaking News
ହଷ୍ଟେଲ-ପିଜିରେ ରହୁଥିବା ଲୋକଙ୍କ ପାଇଁ ଖରାପ ଖବର! ବର୍ତ୍ତମାନ ଭଡ଼ା ଉପରେ ଦେବାକୁ ପଡ଼ିବ ୧୨% GST
ନୂଆଦିଲ୍ଲୀ: ଯଦି ଆପଣ ହଷ୍ଟେଲ କିମ୍ବା ପିଜିରେ ରୁହନ୍ତି, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ଅଛି । ବର୍ତ୍ତମାନ ପିଜି ଏବଂ ହଷ୍ଟେଲ ଭଡା ପାଇଁ ଅଧିକ ଦେୟ ଦେବାକୁ ପଡିବ । ଅଥରିଟି ଫର ଆଡଭାନ୍ସ ରୁଲିଂ (ଏଏଆର) ଦୁଇଟି…
(Video) ସନ୍ନ୍ୟାସ ପାଇଁ ଘୋଷଣା କରିଦେଲେ ଷ୍ଟାର ଖେଳାଳି: ସିରିଜ ପରେ କ୍ରିକେଟରୁ ନେବେ ବିଦାୟ
ନୂଆଦିଲ୍ଲୀ: ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଆସେଜ ସିରିଜ ମଧ୍ୟରେ ଏକ ବଡ଼ ଘୋଷଣା କରିଛନ୍ତି ଇଂଲଣ୍ଡର ଷ୍ଟାର ବୋଲର ଷ୍ଟୁଆର୍ଟ ବ୍ରଡ୍ । ଐତିହାସିକ ଓଭାଲ ଗ୍ରାଉଣ୍ଡରେ ସିରିଜର ପଞ୍ଚମ ମ୍ୟାଚ ଖେଳାଯାଉଥିବା ବେଳେ ଏହି…
‘କ୍ଷମା କରିଦେ ଝିଅ’: ୫ ବର୍ଷର ନାବାଳିକାକୁ ଦୁସ୍କର୍ମ ପରେ ହତ୍ୟା, ଏକ ଅଖାରେ ବାନ୍ଧି ଫିଙ୍ଗିଦେଲା ଅଭିଯୁକ୍ତ, କ୍ଷମା ମାଗିଲା…
ନୂଆଦିଲ୍ଲୀ: କେରଳର ଏର୍ନାକୁଲମ ଜିଲ୍ଲାର ଜଣେ ୫ ବର୍ଷର ବାଳିକାକୁ ଦୁସ୍କର୍ମ ଓ ଗଳା କାଟି ହତ୍ୟା ଭଳି ଏକ ବିଭତ୍ସ ଘଟଣା ଘଟିଛି । ଏଭଳି ଅଭାବନୀୟ ଘଟଣାରେ ନିଜର ଦୁଖଃ ପ୍ରକାଶ କରି ଶନିବାର ଦିନ କେରଳ ପୋଲିସ ସୋସିଆଲ…
ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪ରୁ ୫ ଦିନ…
ବଳାତ୍କାର ମାମଲାରେ ଡିଏନଏ ପରୀକ୍ଷା ଚରମ ପ୍ରମାଣ ନୁହେଁ, କୋର୍ଟ ଦୁଇ ଜଣଙ୍କୁ ୨୦-୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି
ନୂଆଦିଲ୍ଲୀ: ମୁମ୍ବାଇର ଏକ କୋର୍ଟ କହିଛନ୍ତିି ଯେ, ବଳାତ୍କାର ମାମଲାରେ ଡିଏନଏ ପରୀକ୍ଷା ଚରମ ପ୍ରମାଣ ବୋଲି କୁହାଯାଇପାରିବ ନାହିଁ ଏବଂ ଏହାକୁ କେବଳ ପ୍ରମାଣକାରୀ ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ । ୧୬ ବର୍ଷର…
ସେମିକଣ୍ଡକ୍ଟର ଉତ୍ପାଦନ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ କାହିଁକି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କ’ଣ ରହିଛି ଲକ୍ଷ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ସେମିକଣ୍ଡକ୍ଟରର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମିକଣ୍ଡକ୍ଟରର ବିଭିନ୍ନ ଉପାଦାନ ଚିପ୍ସ, ଟ୍ରାଞ୍ଜିଷ୍ଟର, ଡାଇଓଡ୍ସ ଆଦି ମୋବାଇଲ ଫୋନ, ଲାପଟପ, ମାଇକ୍ରୋୱେଭସ,…
(Video) ମିଳିଲା ଶୁଭ ସଙ୍କେତ, କଳିଯୁଗରେ ଫୁଟିଲା ୬୦ ଫୁଟର ବିରଳ ତୁଳସୀ ଗଛ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ପୃଥିବୀ ପୃଷ୍ଠରେ କିଛି ଅଲୌକିକ ଶକ୍ତିର ଝଲକ ଦେଖିବାକୁ ମିଳିଥାଏ । କିଛି ଅସାଧାରଣ ବୃକ୍ଷରେ ଦୈବୀଶକ୍ତି ନିହିତ ଥିବା ନେଇ ଲୋକମାନେ ଆଶଙ୍କା ପ୍ରକାଶ କରିଥାନ୍ତି । ତେବେ…
ଫର୍ଦ୍ଦିନ ଖାନ ଏବଂ ନତାଶା ମାଧୱାନୀଙ୍କ ବୈବାହିକ ସଂପର୍କରେ ସୃଷ୍ଟି ହେଲା ଫାଟ! ୧୮ ବର୍ଷ ପରେ କାହିଁକି ହେଉଛନ୍ତି ଅଲଗା?
ନୂଆଦିଲ୍ଲୀ: ଚକୋଲେଟ୍ ବଏ ତଥା ଅଭିନେତା ଫର୍ଦ୍ଦିନ ଖାନ୍ ବଲିଉଡ ଇଣ୍ଡଷ୍ଟ୍ରିର ଲୋକଙ୍କ ହୃଦୟରେ ଏକ ଜବରଦସ୍ତ ସ୍ଥାନ ସୃଷ୍ଟି କରିଛନ୍ତି। ଏହି ଅଭିନେତା ଇଣ୍ଡଷ୍ଟ୍ରିରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଆଜିକାଲି…
Modi Again 2024: ପୁଣି ଜିତିବ BJP, କେଉଁ ରାଜ୍ୟରେ କାହାକୁ କେତେ ଆସନ ମିଳିବ, ଓଡ଼ିଶାରେ କିଏ ରହିବ ଆଗରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ରାଜନୈତିକ ଦଳମାନେ ଏବେଠାରୁ ଅଙ୍କ କଷିବା ଆରମ୍ଭ କରିଦେଲେଣି । ବିଜେପି ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଓ…
(Video) ଆଖି ସାମ୍ନାରେ ବିଶାଳକାୟ ଅଜଗରକୁ ଗିଳିଦେଲା ନାଗସାପ, ଭିଡିଓ ଦେଖିବା ପରେ ଟାଙ୍କୁରୀ ଉଠିବ ଲୋମ
ନୂଆଦିଲ୍ଲୀ: ଅଜଗର ଏବଂ କୋବ୍ରା ଦୁହେଁ ସାପ ପ୍ରଜାତିର ସବୁଠାରୁ ଭୟଙ୍କର ପ୍ରାଣୀ । ଅଜଗର ଅଣ-ବିଷାକ୍ତ ସାପ ଅଟେ । କାରଣ ତା ପାଖରେ ବିଷାକ୍ତ ଦାନ୍ତ ନଥାଏ । ହେଲେ ତାକୁ ଯେତେବେଳେ ବିପଦ ଅନୁଭବ ହୁଏ, ସେତେବେଳେ ସେ…