Browsing Category

Breaking News

୨୪ ଘଣ୍ଟାରେ ବୁଡ଼ିବ ରାଜ୍ୟର ୧୨ଟି ଜିଲ୍ଲା: ପ୍ରବଳରୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ ଜନିତ ବର୍ଷା । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଆହୁରି ଘନୀଭୂତ ହେବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ପ୍ରବଳ ବର୍ଷାର ସମ୍ଭାବନା ସୃଷ୍ଟି କରିଛି…

ଓଡ଼ିଶା ସିଭିଲ୍‍ ସର୍ଭିସ୍‍-୨୦୨୧ ଫଳ ପ୍ରକାଶ ଉପରେ ରହିତାଦେଶ ଜାରି କଲେ ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର: ଓଡ଼ିଶା ସିଭିଲ୍‍ ସର୍ଭିସ୍‍-୨୦୨୧ର ଫଳ ପ୍ରକାଶ ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି, ଚୟନ…

RINLରେ ଅନେକ ପଦ ଖାଲି: ଡିସେମ୍ବର ୩୧ ପୂର୍ବରୁ ଆବେଦନ କରନ୍ତୁ

ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଭାଇଜାଗ ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରାଜୁଏଟ ଆପ୍ରେଣ୍ଟିସ ଟ୍ରେନି (ଜିଏଟି), ଟେକ୍ନିସିଆନ ଆପ୍ରେଣ୍ଟିସ ଟ୍ରେନି…

ଦ୍ୱିତୀୟ ବିବାହ ରୋକିବାକୁ ଆରମ୍ଭ ହେଉଛି ପ୍ରୟାସ: ଆଧାର କାର୍ଡ ସହ ସଂଯୋଗ କରାଯିବ ବିବାହ ପ୍ରମାଣପତ୍ର

ଭୁବନେଶ୍ୱର: ଏଣିକି ରାଜ୍ୟରେ ଦ୍ୱିତୀୟ ବିବାହ ମାମଲା ଉପରେ ରୋକ ଲାଗି ପାରେ । ପ୍ରଥମ ବିବାହ ରଦ୍ଦ ହେବା ପୂର୍ବରୁ ଅନ୍ୟ ଏକ ବିବାହ କରିବା ଦ୍ୱାରା ଆଇନ ଅନୁସାରେ ମିଳିପାରେ ଦଣ୍ଡ । ପ୍ରଥମ ପତି ବା ପତ୍ନୀ ଥିଲେ…

ସାମ୍ନାକୁ ଆସିଲା MERS କରୋନା ଭାଇରସର ନୂଆ ମାମଲା: WHO ଦେଲା ସୂଚନା

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସୋମବାର ଆବୁଧାବିରେ ମିଡିଲ ଇଷ୍ଟ ରେସପିରେଟରି ସିଣ୍ଡ୍ରୋମ କରୋନା ଭାଇରସର ଏକ ମାମଲା ଚିହ୍ନଟ କରିଛି । ଖବର ଅନୁଯାୟୀ, ଗତ ମାସରେ ଅଲ ଆଇନ୍ ସହରର ଏକ…

୧୦୦ଟି ସର୍ବକାଳୀନ ଶ୍ରେଷ୍ଠ ଓଡ଼ିଆ ଗଳ୍ପକୁ ବିଦେଶୀ ଭାଷାରେ ଅନୁବାଦ କରାଯିବ: ସଂସ୍କୃତି ବିଭାଗର ବଡ଼ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରରେ ଆଗକୁ ନେବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ରାଜ୍ୟର କୃଷକଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ କୃଷି ସାମଗ୍ରୀକୁ ଜାତୀୟ ଓ…

କାରର ଇନସ୍ୟୁରାନ୍ସ କରିବାକୁ ଯାଉଛନ୍ତି କି? ଜାଣନ୍ତୁ ଅନଲାଇନରେ ୬ଟି ମୁଖ୍ୟ ସୁବିଧା

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖେ କାର ଅଛି ତେବେ ଏହାର ଏକ ବୈଧ ବୀମା ପଲିସି ଥିବା ଆବଶ୍ୟକ । ଏହା ଗାଡ଼ି ଖରାପ ବା ଦୁର୍ଘଟଣା ଯୋଗୁଁ ହୋଇଥିବା କ୍ଷତିଗ୍ରସ୍ତ ଲାଗି ଆର୍ଥିକ ସୁବିଧା ଯୋଗାଇଥାଏ । ପୂର୍ବ ଅପେକ୍ଷା କାର…

ପଶ୍ଚିମବଙ୍ଗ ଲୋକେ ମମତା ବାନାର୍ଜୀଙ୍କୁ କାହିଁକି ଦେବେ ଝଟକା? ଲୋକସଭା ନିର୍ବାଚନରେ ସଂପୂର୍ଣ୍ଣ NDAକୁ ମିଳିବ ଏତିକି ଆସନ: ସର୍ଭେରୁ ଖୁଲାସା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଲାଗି ସମସ୍ତ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଚାଲିଛି । ଏନଡିଏର ମିଳିତତା ମଞ୍ଚ ପ୍ରତିଯୋଗୀତାକୁ ସାମ୍ନା କରିବା ପାଇଁ ବିରୋଧୀ ଦଳ ଏଥର ନୂଆ ଫର୍ମୁଲା ‘ଇଣ୍ଡିଆ’ ମିଳିତତା ସହିତ…

ପାରିବାରିକ କଳହର କରୁଣ ପରିଣତି : ୧୩ ବର୍ଷର ଝିଅକୁ ତଣ୍ଟିଚିପି ମାରିଲା ପିଶାଚ ବାପା

ନୂଆପଡା : ପିଶାଚ ବାପାର ନାରକୀୟ କାଣ୍ଡ । ପାରିବାରିକ କଳହରୁ ଘଟିଛି ଏପରି ଅଘଟଣା । ଏମିତି ଏକ ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁର । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଝିଅର…

କରଦାତାଙ୍କ ପାଇଁ ଖୁସିଖବର! ଏବେ ଫୋନପେରେ ଭରି ପାରିବେ ଇନକମ ଟ୍ୟାକ୍ସ, ଜାଣିନିଅନ୍ତୁ ପୁରା ପ୍ରୋସେସ

ନୂଆଦିଲ୍ଲୀ : ଗତବର୍ଷ ୨୦୨୨-୨୦୨୩ ଏବଂ ମୂଲ୍ୟଙ୍କନ ବର୍ଷ ୨୦୨୩-୨୦୨୪ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ପାଇଁ ଶେଷ ତାରିଖ ପାଖେଇ ଆସିଲାଣି । ଇନକମ ଟ୍ୟାକ୍ସ ବିଭାଗ ବାରମ୍ବାର ଲୋକଙ୍କୁ ଡେଡଲାଇନ ଭିତରେ ଆଇଟୀଆର…