Browsing Category
Breaking News
Big Breaking… ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ଦେଲା ମହିଳା କ୍ରିକେଟ ଟିମ: ଶ୍ରୀଲଙ୍କାକୁ ମାତ୍ ଦେଇ ଲେଖିଲା ଇତିହାସ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଭାରତକୁ ସ୍ୱର୍ଣ୍ଣ ପଦକର ଅଧିକାରୀ କରାଇଛନ୍ତି । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି ଟିମ…
ପୁଣି ଦିଲ୍ଲୀ ମେଟ୍ରୋରେ ଅଶ୍ଳୀଳ ଆଚରଣକୁ ନେଇ ବଢିଲା ଚର୍ଚ୍ଚା, ୟୁଜର୍ସ କହିଲେ ଭଲ ପରିବାର ଆଉ ଏଥିରେ ଯାତ୍ରା କରିପାରିବେ ନାହିଁ
ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ମଧ୍ୟରେ ଅଶ୍ଳୀଳ ଆଚରଣକୁ ନେଇ ବହୁ ଭିଡିଓ ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଭାଇରାଲ୍ ହେବାରେ ଲାଗିଛି । ଟ୍ରେନରେ କୌଣସି ପ୍ରକାର ଅଶ୍ଳୀଳ ଆଚରଣ ନ କରିବାକୁ ମେଟ୍ରୋ ପରିଚାଳକଙ୍କ ପକ୍ଷରୁ…
PM ମୋଦୀଙ୍କ ବଡ଼ ଘୋଷଣା : ୫୧,୦୦୦ ଲୋକଙ୍କୁ ମିଳିବ ସରକାରୀ ଚାକିରୀ, ଜାଣିନିଅନ୍ତୁ କେବେ ବଣ୍ଟାଯିବ ଆପଏଣ୍ଟମେଣ୍ଟ ଲେଟର
ନୂଆଦିଲ୍ଲୀ : ମଙ୍ଗଳବାର ସେପ୍ଟେମ୍ବର ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାରେ ଯୋଗ ଦେବେ । ସେଠଅରେ ପ୍ରାୟ ୫୧,୦୦୦ ନୂଆନିଯୁକ୍ତିର ନିଯୁକ୍ତି ଦାତାମାନଙ୍କୁ ଆପଏଣ୍ଟମେଣ୍ଟ ଲେଟର ଦେବେ । ନୂଆଦିଲ୍ଲୀର…
(Video) ଭୁବନେଶ୍ୱର ରସୁଲଗଡ଼ରେ ନିର୍ମାଣ ହେବ ତାଇୱାନ୍ ବୁଦ୍ଧ ମନ୍ଦିର: ଆହୁରି ଚଳଚଞ୍ଚଳ ହେବ ରାଜଧାନୀ
ଭୁବନେଶ୍ୱର: ଆସୁଛି ଶାରଦୀୟ ଦୁର୍ଗାପୂଜା । ଚଳଚଞ୍ଚଳ ହେଲାଣି ରାଜଧାନୀର ଅନେକ ପୂଜା ମଣ୍ଡପ । କର୍ମକର୍ତ୍ତାଙ୍କ ମନରେ ଭରିଗଲାଣି ଉତ୍ସାହ ଓ ଉଦ୍ଦିପନା । ଏସବୁ ମଧ୍ୟରେ ଶୀର୍ଷ ସ୍ଥାନ ହାତେଇବା ପାଇଁ ସବୁ ମଣ୍ଡପରେ…
3rd ODIରୁ ବାଦ୍ ପଡ଼ିଲେ ଅଲରାଉଣ୍ଡର ଅକ୍ସର ପଟେଲ: ବିଶ୍ୱକପରେ ଏଣ୍ଟ୍ରି ମାରିପାରନ୍ତି ଷ୍ଟାର ବୋଲର
ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି ଟିମ ଇଣ୍ଡିଆ । ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇ ଭାରତ ସିରିଜକୁ ନିଜ କବଜାରେ କରିସାରିଛି । ତେବେ ଏହାର ତୃଥୀୟ ତଥା ଶେଷ ମ୍ୟାଚ ୨୭…
ମୁସଲିମ୍ ବାଳକକୁ ମାଡ ମରାଯିବା ମାମଲାରେ ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ, କହିଲେ ଘଟଣାରେ ସରକାରଙ୍କ ହୃଦୟ ଥରି ଉଠିବା ଉଚିତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ଘରୋଇ ସ୍କୁଲରେ ଏକ ମୁସଲିମ୍ ବାଳକକୁ ଅନ୍ୟ ଛାତ୍ରମାନଙ୍କ ଦ୍ୱାରା ପିଟାଯିିବା ମାମଲାରେ ସୁପ୍ରିମକୋର୍ଟ କଡା ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି ଯଦି ଏହି ଅଭିଯୋଗ ସତ ତେବେ ଏହି…
(Video) ଆଉ ଦରକାର ପଡ଼ିବନି ପେଟ୍ରୋଲ କି ଡିଜେଲ ! ଦେଶର ପ୍ରଥମ ‘ପବନ-ପାଣି’ରେ ଚାଳିତ ବସ୍ ର ହେଲା ଶୁଭାରମ୍ଭ: ସବୁଜ ପତାକା ଦେଖାଇଲେ…
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦେଶର ପ୍ରଥମ ହାଇଡ୍ରୋଜେନ ଚାଳିତ ବସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏହାର ଶୁଭାରମ୍ଭ…
୪ ମାସରୁ ପାକିସ୍ତାନ ଖେଳାଳିଙ୍କୁ ମିଳୁନି ଦରମା: ବିଶ୍ୱକପ ପୂର୍ବରୁ ନେଇପାରନ୍ତି ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ତେବେ ଟୁର୍ଣ୍ଣାମେଣ୍ଟରେ ଖେଳିବା ପୂର୍ବରୁ ପାକିସ୍ତାନ ୨୯ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ମ-ଅପ୍ ମ୍ୟାଚ ଖେଳିବ ।…
ଖଚାଖଚ ଭିଡ : ଟ୍ରେନ ଭିତରେ ଭିଡିଗଲେ ଦୁଇ ମହିଳା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଟ୍ରେନ ଓ ମେଟ୍ରୋରେ ଲଢେଇ ଝଗଡାର ଭିଡିଓ ଲଗାତର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେତେବେଳେ ସିଟ୍କୁ ନେଇ କଳି ଝଗଡା ତ ପୁଣି କେତେବେଳେ ଅଶ୍ଳୀଳ କମେଣ୍ଟକୁ ନେଇ । ଦିଲ୍ଲୀ…
ସାରା ବିଶ୍ୱ ଦେଖୁଛି ଭାରତର ‘ବାୟୁ-ଶକ୍ତି’: ହିଣ୍ଡେନ ଏୟାରବେସରେ ଡ୍ରୋନ ଶକ୍ତି ପ୍ରଦର୍ଶନ କରୁଛି ଦେଶ
ଉତ୍ତରପ୍ରଦେଶ: ଆଜି ଭାରତ ସାରା ବିଶ୍ୱକୁ ନିଜର ଡ୍ରୋନ ଶକ୍ତି ପ୍ରଦର୍ଶନ କରୁଛି । ଉତ୍ତରପ୍ରଦେଶର ଗଜିଆବାଦରେ ସାରା ଭାରତର ସ୍ୱଦେଶୀ ଡ୍ରୋନ ଦ୍ୱାରା ବାୟୁ-ଶକ୍ତି ଦେଖୁଛି ବିଶ୍ୱ । ଭାରତୀୟ ବାୟୁ ସେନା ସହ ମିଶି…