Browsing Category

Breaking News

ବିଦେଶୀ ଅତିଥିମାନଙ୍କ ପାଇଁ ଭାରତ ମଣ୍ଡପମରେ ଲାଗିଛି ଗୀତା ଆସ୍କ ଚାଟବୋଟ୍, ଭଗବଦ୍ ଗୀତା ଠାରୁ ମିଳିବ ପ୍ରତ୍ୟେକ ପ୍ରଶ୍ନର ଉତ୍ତର

ନୂଆଦିଲ୍ଲୀ: G20 ମନ୍ତ୍ରୀଙ୍କ ବୈଠକ ୯ ଓ ୧୦ ସେପ୍ଟେମ୍ବରରେ ଦିଲ୍ଲୀର ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପମ ଠାରେ ଅନୁଷ୍ଠିତ ହେବ। ଏହି ଶିଖର ସମ୍ମିଳନୀକୁ ମହାନ କରିବା ପାଇଁ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି।…

ମାଂସ ଖାଇବା ଦ୍ୱାରା ଜଳବାୟୁ ଓ ପରିବେଶ ଉପରେ ପଡୁଛି ଗଭୀର ପ୍ରଭାବ, ଜଳବାୟୁ ବିଶେଷଜ୍ଞ ରଖିିଲେ ଚକିତ କରିଦେବା ଭଳି ତଥ୍ୟ

ନୂଆଦିଲ୍ଲୀ: ମାଂସ ଖାଇବା ଦ୍ୱାରା ପରିବେଶ ତଥା ଜଳବାୟୁକୁ ବିଶେଷ କ୍ଷତି ପହଞ୍ଚିଥାଏ କି? ଏହିପରି କିଛି ପ୍ରଶ୍ନକୁ ନେଇ ଏବେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହେଲାଣି । କାରଣ ଦିନକୁ ଯେପରି ଭାବରେ ଜଳବାୟୁ…

ବିଦ୍ରେହୀମାନଙ୍କ ଆକ୍ରମଣ : ୪୯ ନାଗରିକ ଏବଂ ୧୫ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପୂର୍ବତ୍ତୋର ମାଳିରେ ଏକ ମିଲିଟାରୀ କ୍ୟାମ୍ପ ଏବଂ ଅନେକ ଲୋକମାନଙ୍କ ଉପରେ ଇସଲାମି ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଦ୍ୱାରା ୪୯ ନାଗରିକଙ୍କ ସହ ୧୫ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା…

କଂଗ୍ରେସରୁ ମନ୍ମଥ ରାଉତରାୟ ନିଲମ୍ବିତ, ପିସିସି ସଦସ୍ୟ ଥାଇ ପାର୍ଟି ବିରୋଧରେ ଦେଇଥିଲେ ବୟାନ

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ଦଳର ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନ ହେବା ନେଇ ମିଡିଆରେ କହିଥିଲେ । ଯେଉଁଥି ପାଇଁ କଂଗ୍ରେସ ଶୃଙ୍ଖଳା…

୭ଟି ବିଧାନସଭା ଆସନରେ ଭୋଟ୍ ଗଣତି ଜାରି: ଘୋସିରେ ସପା, ପୁଥୁପଲ୍ଲୀରେ କଂଗ୍ରେସ ଆଗରେ, ତ୍ରିପୁରାରେ ଆଗକୁ ବଢ଼ୁଛି ବିଜେପି

ନୂଆଦିଲ୍ଲୀ : : ୬ ରାଜ୍ୟର ୭ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ, ଝାଡଖଣ୍ଡ, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ସାତୋଟି ବିଧାନସଭା ଆସନ ପାଇଁ…

ପ୍ରଥମଦିନରେ ବକ୍ସ ଅଫିସରେ ପଠାନର ରେକର୍ଡ ଭାଙ୍ଗିଲା ଫିଲ୍ମ ଯବାନ, କଲା ବମ୍ପର କଲେକ୍ସନ୍

ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ୨୦୨୩ ବର୍ଷର ମୋଷ୍ଟ ଆୱେଟେଡ ଫିଲ୍ମ ଯବାନ ସିନେମା ହଲରେ ମୁକ୍ତିଲାଭ କରିସାରିଛି । ତେବେ ଏହି ଫିଲ୍ମ ପ୍ରଥମ ଦିନରେ ଭଲ ରୋଜଗାର କରିଛି । ଯବାନକୁ ଦର୍ଶକମାନଙ୍କ ଭଲ ରେସପନ୍ସ ମିଳିଛି ଏବଂ…

ମହଙ୍ଗା ମାଡ଼ରୁ ମିଳିପାରେ ଆଶ୍ୱସ୍ତି, କିନ୍ତୁ ଅଗଷ୍ଟରେ ଆରବିଆଇ ଧାର୍ଯ୍ୟ ଲକ୍ଷ୍ୟରୁ ରହିପାରେ ପଛରେ: ରିପୋର୍ଟ

ନୁଆଦିଲ୍ଲୀ: ଦେଶରେ ଜାରି ରହିଥିବା ଦରଦାମ୍ ବୃଦ୍ଧି ହାର ଅଗଷ୍ଟ ମାସରେ ସାମାନ୍ୟ ହ୍ରାସ ପାଇପାରେ । କିନ୍ତୁ ଲଗାତାର ଦ୍ୱିତୀୟ ମାସ ପାଇଁ ଏହା ଆରବିଆଇେ ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଉପରେ ରହିପାରେ ବୋଲି ରିଉଟର୍ସ…

ରେଡ୍ ଲାଇଟ୍ ଅଞ୍ଚଳର ସର୍ଭେ କରିବ ଜିଲ୍ଲା ପ୍ରଶାସନ, ସୁଦୃଢ ହେବ ମହିଳା ଓ ନାବାଳିକା ଚାଲାଣ ନିରୋଧୀ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ତଥା ଦେଶରେ ମହିଳା ଓ ନାବାଳିକା ଚାଲାଣ ବଢିବାରେ ଲାଗିଛି । ତେବେ ଏହା ଉପରେ ଅଙ୍କୁଶ ଲଗାଇବା ଲାଗି ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଥିବା ପ୍ରତ୍ୟେକ ରେଡ୍ ଲାଇଟ୍ ଅଞ୍ଚଳରେ ସର୍ଭେ କରାଯିବ ।…

ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ଆରମ୍ଭ: ୟୁରୋପୀୟ ସାଂସଦମାନଙ୍କ ସହ କଲେ ଏହି ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ସପ୍ତାହ ବିଦେଶ ଯାତ୍ରାରେ ବାହାରିଛନ୍ତି । ଗୁରୁବାର ଦିନ ରାହୁଲ ଗାନ୍ଧୀ ବ୍ରସେଲ୍ସରେ ୟୁରୋପୀୟ ସାଂସଦଙ୍କ ସହ ବନ୍ଦ କୋଠରୀରେ ବିଭିନ୍ନ ବିଷୟକୁ ନେଇ ଚର୍ଚ୍ଚା…

ଶୁଟିଂ ସେଟରେ ଆହତ ହେଲେ ବରୁଣ ଧାୱନ: ‘ଯବାନ’ ନିର୍ଦ୍ଦେଶକ ଅଟଲେଙ୍କ ଫିଲ୍ମର ସୁଟିଂ ସମୟରେ ଘଟିଛି ଏହି ଦୁର୍ଘଟଣା!

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧାୱନ ଆହତ ହୋଇଛନ୍ତି। ଫିଲ୍ମର ସୁଟିଂ ସମୟରେ ଅଭିନେତା ଆହତ ହୋଇଛନ୍ତି। ବରୁଣ ଧାୱନଙ୍କ ଭିଡିଓ ଦେଖିବା ପରେ ପ୍ରତ୍ୟେକ ପ୍ରଶଂସକ ତାଙ୍କ ଅବସ୍ଥା ବିଷୟରେ ପଚାରିବା ଆରମ୍ଭ କରିଛନ୍ତି।…