Browsing Category

Breaking News

OAS ସ୍ତରରେ ଅଦଳବଦଳ: ରଂଜନ କୁମାର ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସରକାରଙ୍କ ସ୍ୱତନ୍ତ୍ର ସଚିବ…

ଆସନ୍ତାକାଲି ପ୍ରସାରିତ ହେବ ‘ମନ୍‌ କୀ ବାତ’ର ୧୦୦ତମ ଅଧ୍ୟାୟ: ରାଜଭବନ ପରିସରରେ କାର୍ଯ୍ୟକ୍ରମର ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ ବ୍ୟବସ୍ଥା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି, ୩୦ ଏପ୍ରିଲ, ୨୦୨୩ ରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍‌’ ର ୧୦୦ତମ ଅଧ୍ୟାୟରେ ଦେଶବାସୀଙ୍କ ସହ ମତବିନିମୟ କରିବେ। ଏହି ଅବସରରେ…

IPS ସ୍ତରରେ ଅଦଳବଦଳ କଲେ ଓଡ଼ିଶା ସରକାର

ଭୁବନେଶ୍ବର:  ବରିଷ୍ଠ IPS ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ଜାରି ହୋଇଛି। ବରିଷ୍ଠ ଆଇପିଏସ୍‌ ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ…

ଲାଇକେରା ଓ କାଇମିରାରେ ନୂଆ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା BJD: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡିଛି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାରଠାରୁ ବିଧିବଦ୍ଧ ଭାବରେ ପ୍ରଚାର ଆରମ୍ଭ ହୋଇ ଯାଇଛି । ତିନି ପ୍ରମୁଖ ରାଜନୈତିକ ଦଳ…

‘ଯେତେବେଳେ ବି କଂଗ୍ରେସ ମୋତେ ଗାଳି ଦେଇଛି, ଜନସାଧାରଣ ଏହାର ଉତ୍ତର ଦେଇଛନ୍ତି’: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଏକ ରାଲିରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ଏହି ସମୟରେ ସେ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଥିଲେ । ଏହି ରାଲୀରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ…

ବଡ ଖୁସିଖବର: ରାଜ୍ୟରେ ଏହି କର୍ମଚାରୀଙ୍କର ବଢିଲା ଦରମା, ଆଂଶିକ ଭାବରେ ଶିକ୍ଷକ ହେବେ ଲାଭବାନ୍

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ସମସ୍ତଙ୍କ ଦରମା ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି ମାନ୍ୟବର…

ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ: ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ। ସର୍ବଭାରତୀୟ ସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ମାର୍କ ସହିତ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯.୯୮ ପର୍ସେଣ୍ଟାଇଲ ସହ ପ୍ରିୟଙ୍କା ସର ରାଜ୍ୟ ଟପ୍ପର ହୋଇଛନ୍ତି।…

ରାଜ୍ୟର ଘରୋଇ ହସ୍ପିଟାଲରେ ବଢ଼ୁଛି ସିଜରିଆନ ଡେଲିଭରି କେସ୍: ଚିନ୍ତା ପ୍ରକଟ କଲା ସ୍ବାସ୍ଥ୍ୟ ବିଭାଗ, ଅଡିଟ୍ ପାଇଁ ଚିଠି

ଭୁବନେଶ୍ୱର: ରାଜ୍ୟର ଘରୋଇ ହସ୍ପିଟାଲରେ ବଢ଼ୁଛି ବଢ଼ୁଛି ସିଜରିଆନ ଡେଲିଭରି କେସ୍ । ଏହି ମାମଲା ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଛି ସ୍ବାସ୍ଥ୍ୟ ବିଭାଗ । ପ୍ରଥମ ଥର ଅଡିଟ୍ ପାଇଁ ସମସ୍ତ CDM ଓ PHOକୁ ଚିଠି ଲେଖିଛି…

ଅଫଜଲ ଅନସାରୀଙ୍କର ଯାଇପାରେ ଲୋକସଭା ସାଂସଦ ପଦ: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ

ନୂଆଦିଲ୍ଲୀ: ଗାଜିପୁରର ସାଂସଦ-ବିଧାୟକ କୋର୍ଟ ବିଏସପି ସାଂସଦ ଫଜାଲ ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଫଜଲ ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲ୍ ସହ ଲକ୍ଷେ…

ANI ପରେ NDTVର ଟୁଇଟର ଆକାଉଣ୍ଟ ବ୍ଲକ: ଜାଣନ୍ତୁ କ’ଣ କାରଣ

ନୂଆଦିଲ୍ଲୀ: ଏଲନ ମସ୍କ ଟୁଇଟର କିଣିବା ପରେ ଏଥିରେ ଅନେକ ପରିବର୍ତନ ଦେଖିବାକୁ ମିଳୁଛି। କିଛି ଦିନ ତଳେ ଭାରତର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷକଙ୍କର ଟୁଇଟର ଆକାଉଣ୍ଟରୁ ବ୍ଲ୍ୟୁ ଟିକ୍ ଉଭାନ ହୋଇଯାଇଥିଲା,…