CHARIDHAM
Browsing Category

Breaking News

ଟ୍ୱିଟରରୁ ନୀଳ ଟିକ୍ ହଟାଇବା ଉପରେ ଅମିତାଭ ବଚ୍ଚନଙ୍କ ମଜାଳିଆ ଟ୍ୱିଟ୍

ମୁମ୍ବାଇ: ଶୁକ୍ରବାର ଅକାଳୁ ନିଦ ଭାଙ୍ଗିବା ପରେ ଅନେକ ଭାରତୀୟଙ୍କ ଟ୍ୱିଟର ଆକାଉଣ୍ଟରୁ ନୀଳ ଟିକ୍ ଗାଏବ ଥିଲା। ଯେଉଁଥିରେ ବଡ଼ ବଡ଼ ଫିଲ୍ମ ତାରକାଙ୍କ ସହ ଅନେକ କ୍ରିକେଟର ଏବଂ ରାଜନେତା ମଧ୍ୟ ସାମିଲ ଥିଲେ। ତେବେ…

ବିବାହ, ବ୍ରତଘର ଭୋଜିରେ ମିଳିବ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ: ଓଡ଼ିଶା କ୍ୟାଟେରିଂ ଆସୋସିଏସନର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମାଣ୍ଡିଆ ଚାଷର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖରେ ‘ମାଣ୍ଡିଆ ଦିବସ’ ପାଳନ କରିବାକୁ ରାଜ୍ୟ ସରକାର…

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଲାଗିବନି Income Tax!

ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସ ପ୍ରଦାନକାରୀଙ୍କ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି । ଅଧିକାଂଶ ଲୋକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ ହେଁ ସେମାନେ ଇନକମ୍ ଟ୍ୟାକ୍ସକୁ ନେଇ…

ଆମେରିକାର ପ୍ରତିବନ୍ଧକ ଭୟ: ଟଙ୍କା ନେବାକୁ ମନାକଲା ଋଷିଆ, ଅଟକିଲା ଭାରତକୁ ଅସ୍ତ୍ରଶସ୍ତ୍ର ବିକ୍ରି

ନୂଆଦିଲ୍ଲୀ: ୟୁକ୍ରେନ୍ ଯୁଦ୍ଧ ପରେ ଆମେରିକା ନେତୃତ୍ୱରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଋଷ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଥିଲେ । ବର୍ତ୍ତମାନ ଏହି ପ୍ରତିବନ୍ଧକର ପ୍ରଭାବ ଭାରତ ଏବଂ ଋଷ ମଧ୍ୟରେ ହେବାକୁ ଥିବା ବ୍ୟାପାର ଉପରେ…

DEO-LDC ପଦ ଖାଲି: ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ପକ୍ଷରୁ ବାହାରିଲା ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ତରଫରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ), କନିଷ୍ଠ…

ସୁଦାନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଉଚ୍ଚସ୍ତରୀୟ ବୈଠକ: ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ

ନୂଆଦିଲ୍ଲୀ: ସୁଦାନରେ ସେନା ଏବଂ ଅର୍ଦ୍ଧସାମରିକ ସୈନିକ ମଧ୍ୟରେ ଚାଲିଥିବା ଗୃହଯୁଦ୍ଧ କାରଣରୁ ସେଠାରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏଭଳି ସମୟରେ ସେଠାରେ ଫସିଥିବା ଭାରତୀୟ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତା…

ଜ୍ୟାକ ଡୋର୍ସି ଲଞ୍ଚ କଲେ ଟ୍ୱିଟରର ବିକଳ୍ପ ‘Bluesky’

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ସହପ୍ରତିଷ୍ଠାତା ଓ ପୂର୍ବତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ ଡୋର୍ସି ଏକ ନୂଆ ଆପ୍ଲିକେସନ ଲଞ୍ଚ କରିଛନ୍ତି । ଏହି ଆପ୍ଲିକେସନ ନାମ ହେଉଛି…

Gold-Silver Price Today: ଅକ୍ଷୟତୃତୀୟା ପୂର୍ବରୁ ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି କେତେ ଅଛି ସୁନା ରୁପାର ଦାମ୍

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟ ପୂର୍ବରୁ ଗ୍ରାହକମାନଙ୍କ ପାଇଁ ଭଲ ଖବର। ଏପ୍ରିଲ୍ ୨୧, ୨୦୨୩ ରେ, ଭାରତୀୟ ବଜାରରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଥିବାର ରେକର୍ଡ କରାଯାଇଛି। ବର୍ତ୍ତମାନ ସୁନା ମୂଲ୍ୟ ୧୦ ଗ୍ରାମ ପିଛା…

ଶ୍ୱଶୁର ଘରେ ହୋଇଥିବା ସ୍ତ୍ରୀର ମୃତ୍ୟୁ ପାଇଁ ସ୍ୱାମୀଙ୍କୁ କରାଯିବନି ଦୋଷୀ, ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ କହିଛନ୍ତି ଯେ, ବିବାହର ସାତ ବର୍ଷ ମଧ୍ୟରେ ଯଦି ଜଣେ ମହିଳାଙ୍କର ଘରେ ସ୍ୱାଭାବିକ ମୃତ୍ୟୁ ହୁଏ ତେବେ ତାଙ୍କ ସ୍ୱାମୀଙ୍କୁ ଏହି ମୁତ୍ୟୁ ପାଇଁ ଯୌତୁକ ନିର୍ଯାତନାରେ ଦୋଷୀ…

ମନୀଷ ସିସୋଦିଆ ହେଉଛନ୍ତି ମଦ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ, ହାଇକୋର୍ଟରେ କହିଲେ ସିବିଆଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ସିବିଆଇ ଗୁରୁବାର ହାଇକୋର୍ଟଙ୍କୁ କହିଛି ଯେ ମଦ ଦୁର୍ନୀତିରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ। ସିବିଆଇ କହିଛି ଯେ, ଆମ୍ ଆଦମୀ ପାର୍ଟି…