fbpx
Browsing Category

Breaking News

ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: କହିଲେ, ‘ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତି ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ…

ଭୁବନେଶ୍ଵର : ଆଜି ପ୍ରତ୍ୟୁଷରେ ପୁରୀ ଶ୍ରୀମନ୍ଦିରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଶ୍ରୀମନ୍ଦିରର ଚାରି…

କଙ୍ଗୋରେ ବଡ଼ ଅଘଟଣ, ନଦୀରେ ଡଙ୍ଗା ବୁଡ଼ିଯିବାରୁ ପ୍ରାଣ ହରାଇଲେ ୮୦ ରୁ ଅଧିକ ଲୋକ

ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକାରେ ସ୍ଥିତ କଙ୍ଗୋର ରାଜଧାନୀ କିନ୍ସାସା ନିକଟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ୨୭୦ ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନଦୀରେ ବୁଡ଼ି ଯାଇଛି । ଏହି ଦୁର୍ଘଟଣାରେ ୮୦ ରୁ ଅଧିକ…

ଅଖିଳେଶ ଓ ଡିମ୍ପଲଙ୍କ ନାମରେ ରେକର୍ଡ, ଏକ ସଙ୍ଗେ ଲୋକସଭାରେ ଆସିବେ ନଜର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି(ଏସ୍‌ପି) ଦମଦାର ପ୍ରଦର୍ଶନ କରିଛି । ତେବେ ଏଥରର ଦଳର ବିଜୟରେ ସ୍ୱତନ୍ତ୍ର କଥା ହେଉଛି କି ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବ…

NEET UG Results 2024: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ୧୫୬୩ ଛାତ୍ର ପୁନର୍ବାର ଦେବେ ପରୀକ୍ଷା

ନୂଆଦିଲ୍ଲୀ: NEET ପରୀକ୍ଷା ଫଳକୁ ନେଇ ଚାଲିଥିବା ବିବାଦକୁ ନେଇ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଶୁଣାଣି ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ୧୫୬୩ ଛାତ୍ରଙ୍କ…

ଆମେ ଡିପଫେକ୍ ଯୁଗରେ ରହୁଛୁ, ପ୍ରତ୍ୟେକ ଫଟୋ ପ୍ରମାଣ ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ପତ୍ନୀଙ୍କ ବିରୋଧରେ ସ୍ୱାମୀଙ୍କ ଦ୍ୱାରା ଦିଆଯାଇଥିବା ଫଟୋକୁ ପ୍ରମାଣ ରୂପେ ଗ୍ରହଣ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି । ଅଦାଲତ ମନ୍ତବ୍ୟ ଦେଇଛନ୍ତି ଯେ, ଆମେ ଡିପଫେକ୍ ଯୁଗରେ ରହୁଛୁ ବୋଲି…

ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ହୁଅନ୍ତୁ ଆତ୍ମନିର୍ଭରଶୀଳ, ସରକାର ଗ୍ୟାରେଣ୍ଟି ବିନା ଦେଊଛନ୍ତି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ୍, ଏପରି…

ନୂଆଦିଲ୍ଲୀ: ଯଦି ଆପଣ ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ରହିଛି । ଆପଣଙ୍କ ସ୍ୱପ୍ନକୁ ସାକାର କରିବାରେ ପ୍ରଧାନ ସ୍ୱନିଧି ଯୋଜନା ସାହାଯ୍ୟ କରିପାରିବ । ଏଠାରେ ଆମେ…

କାଶ୍ମୀରରେ ଆକ୍ରମଣ କରିଥିବା ୪ଜଣ ଆତଙ୍କବାଦୀଙ୍କର ଜାରି ହେଲା ସ୍କେଚ, ସୂଚନା ଦେଲେ ମିଳିବ ୨୦ ଲକ୍ଷ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ପୋଲିସ ବୁଧବାର ଦିନ ଡୋଡା ଜିଲ୍ଲାରେ ହୋଇଥିବା ଆକ୍ରମଣରେ ୪ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରାଯାଇଛି । ତାଙ୍କୁ ଗିରଫ କରିବା ପାଇଁ ଯିଏ ସୂଚନା ଦେବ ତାଙ୍କୁ ୨୦ ଲକ୍ଷ ଟଙ୍କା ଉପହାର…

(Video) ତୃତୀୟ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ: ୨ ଶିଶୁ ସମେତ ୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗଜିଆବାଦରେ ଏକ ବିଲ୍ଡିଂର ତୃତୀୟ ମହଲାରେ ନିଆଁଲାଗି ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ମଧ୍ୟ ସାମିଲ ଥିବା କୁହାଯାଉଛି । ଏହି ଭୟାବହ ଅଗ୍ନିକାଣ୍ଡ ହାଜିପୁର…

ଆଜି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ଶାହା-ନଡ୍ଡା ହେବେ ସାମିଲ

ନୂଆଦିଲ୍ଲୀ: ପେମା ଖାଣ୍ଡୁ ଲଗାତାର ତୃତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଆଜି ସକାଳ ୧୧ରେ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ । ତାଙ୍କ ଶପଥ ଗ୍ରହଣ ସମାରୋହରେ…

ଖୋଲିଲା ଶ୍ରୀମନ୍ଦିର ଚାରିଦ୍ୱାର, ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁରୀ: ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିଲା । ବିନାବାଧାରେ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ଉପସ୍ଥିତିରେ ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର…