fbpx
Browsing Category

Breaking News

ସୋପୋରରେ ସୁରକ୍ଷା ବାହିନୀଙ୍କୁ ମିଳିଲା ବଡ ସଫଳତା: ୨ ଆତଙ୍କବାଦୀ ନିହତ, ଅନ୍ୟମାନଙ୍କୁ ଖୋଜିବା ପାଇଁ ଅପରେସନ୍ ଜାରି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ଶ୍ରୀନଗରରୁ ଆସୁଛି ବଡ ଖବର । ଆତଙ୍କବାଦୀଙ୍କୁ ହଟାଇବାରେ ନିୟୋଜିତ ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛନ୍ତି । ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷା…

ICICI ବ୍ୟାଙ୍କ ବ୍ଲକ କଲା ୧୭,୦୦୦କାର୍ଡ,ଜାଣନ୍ତୁ ଗ୍ରାହକଙ୍କୁ ମିଳିବ କି ନା କ୍ଷତିପୂରଣ

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବୃହତ୍ତ ଘରୋଇ ବ୍ୟାଙ୍କ ICICI ବ୍ୟାଙ୍କର ଗ୍ରାହକଙ୍କୁ ଝଟକା ଲାଗିବା ଭଳି ଏକ ଖବର ସାମ୍ନାକୁ ଆସିଛି । ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା କାର୍ଡ ଭୁଲ୍ ଲୋକଙ୍କ ପାଖରେ ପହଞ୍ଚିଯାଇଛି ।…

ଏକାକୀ ଥିବା ମହିଳାଙ୍କ ପାଇଁ ଏହି ସରକାରୀ ଯୋଜନା: ରିଲିଫ୍ ପାଇଁ ଦିଆଯିବ ପାଣ୍ଠି, ସର୍ତ୍ତ ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାର ସମୟ ସମୟରେ ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା ଆଣନ୍ତି ଏବଂ କାର୍ଯ୍ୟକାରୀ କରନ୍ତି । ଏହିପରି ଏକ ଯୋଜନା ହେଉଛି ମୁଖମନ୍ତ୍ରି ଏକଲା ନାରୀ ସମ୍ମାନ ପେନସନ୍ ଯୋଜନା, ଯାହା ସେହି…

EVM-VVPAT ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି, ଖାରଜ ହେଲା ସମସ୍ତ ଦାବି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଭୋଟର ଭେରିଫିକେସନ ପେପର ଅଡିଟ ଟ୍ରେଲ ସହ ଇଲେକ୍ଟ୍ରୋନିକ ଭୋଟିଙ୍ଗ ମେସିନରେ ଦିଆଯାଇଥିବା ଭୋଟ ର ଶତପ୍ରତିଶତ ଦାବି ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି । କୋର୍ଟ VVPAT…

ମିରଟରେ ୧ ଡର୍ଜନ EVM ମେସିନ୍ ଖରାପ: ନିର୍ବାଚନରେ ବିଜେପିରୁ ଲଢୁଛନ୍ତି ରାମାୟଣର ‘ରାମ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନରେ ଗାଜିଆବାଦ, ମିରଟ ଏବଂ ମଥୁରା ସମେତ ୮ଟି ଆସନ ପାଇଁ ଭେଟ ଗ୍ରହଣ ଜାରି ରହିଛି ।…

ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୪ଟି ଲୋକସଭାରୁ ୭୫ ପ୍ରାର୍ଥୀ, ୨୮ଟି ବିଧାନସଭା ଆସନରେ ୪୮୩ ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଯାଇଛି । ଏହି ପ୍ରକ୍ରିୟାରେ ରାଜ୍ୟର ୪ଟି ଲୋକସଭା ଆସନ ପାଇଁ କ୍ଷମୋଟ ୩୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।…

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ: ମେ’ ୩ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ

ଭୁବନେଶ୍ୱର: ବର୍ତ୍ତମାନ ସାରା ଦେଶରେ ବହୁଛି ନିର୍ବାଚନ ତାତି । ଓଡ଼ିଶା ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉତିବା ବେଳେ ନିର୍ବାଚନ କମିଶନ୍ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ…

‘ସର୍ତ୍ତ ଭାଙ୍ଗିଲେ ଶେଷ ହୋଇଯିବ ହ୍ୱାଟ୍ସଆପ୍’ : ଦିଲ୍ଲୀ ହାଇକୋର୍ଟରେ କାହିଁକି ଏପରି କହିଲା ମେଟା ?

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ କୁ ଚ୍ୟାଲେଞ୍ଜ କରି ହ୍ୱାଟ୍ସଆପ୍ କହିଛି ଯେ ଯଦି ଗୋପନୀୟତା ସର୍ତ୍ତ ଭଙ୍ଗ ହୁଏ ତେବେ ହ୍ୱାଟ୍ସଆପ୍ ଶେଷ ହୋଇଯିବ । ସୂଚନା ପ୍ରଯୁକ୍ତିବିଦ୍ୟା…

ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ମେଡିକାଲ ବୋର୍ଡ: AIIMSର ୫ ଡାକ୍ତର କରିବେ

ନୂଆଦିଲ୍ଲୀ: ତିହାର ଜେଲରେ ଅସୁସ୍ଥତା ଯୋଗୁଁ ଚିକିତ୍ସା ଖୋଜିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଚେକ୍-ଅପ୍ ପାଇଁ ଗଠନ କରାଯାଇଛି ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ।…

ଜଣେ ମହିଳା ଓ ୧ ବର୍ଷର ଶିଶୁକୁ ବୀଭତ୍ସ ହତ୍ୟା, ଦେଢଶୁର ମାରିଥିବା ଅଭିଯୋଗ

କୁଚିଣ୍ଡା: ଦଲକିବାହାଲ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି । ଏଥିରେ ଜଣେ ମହିଳା ଓ ୧ ବର୍ଷର ଶିଶୁକୁ ହତ୍ୟା କରାଯାଇଛି । ମହିଳାଙ୍କ ଦେଢଶୁର ମାଆ-ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି…