fbpx
BSKY
BJD MC SKY
BJD YOUTH SKY
Browsing Category

Breaking News

ଓଡ଼ିଶାର ୩୯୩୩ ଗାଁକୁ ମିଳିବ ହାଇସ୍ପିଡ ଇଣ୍ଟରନେଟ୍

ନୂଆଦିଲ୍ଲୀ: ଅପହଞ୍ଚ ଇଲାକାରେ ପହଞ୍ଚିବ ଇଣ୍ଟରନେଟ ସେବା । ଏନେଇ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ଅନୁଯାୟୀ ଓଡ଼ିଶା ସହ ଦେଶର ପାଞ୍ଚ ରାଜ୍ୟ ଆନ୍ଧ୍ର୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ,…

କଂଗ୍ରେସ ନେତା ସୁର ରାଉତରାୟ କରୋନା ପଜିଟିଭ

ଭୁବନେଶ୍ୱର: ଜଟଣୀ ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟଙ୍କୁ କରୋନା । ସୁରଙ୍କୁ କରୋନା ନେଇ ପରିବାର ପକ୍ଷରୁ ସୂଚନା । ସୁରଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ ହୋଇଥିବା ସୂଚନା ।

୨ ଦିନ ପାଇଁ ରାତି ୧୧ ଯାଏଁ ଖୋଲା ଶ୍ରୀମନ୍ଦିର; କାର୍ତ୍ତିକ ପୂର୍ଣ୍ଣିମାରେ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ନେଇ ଜାରି ହେଲା ନୂଆ ମାର୍ଗଦର୍ଶିକା । ଆଜି ବୁଧବାର ଏବଂ ଗୁରୁବାର ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର । ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ…

ନନ୍ଦନ କାନନରେ ପର୍ଯ୍ୟଟକ ହଟହଟା: ଜଙ୍ଗଲ ମଝିରେ ଅଟକିଲା ଟୟ ଟ୍ରେନ

ଭୁବନେଶ୍ୱର: ପୁଣି ଅଧାରେ ଅଟକିଲା ନନ୍ଦନକାନନ ଟୟ ଟ୍ରେନ୍ । ଚାଲୁଥିବା ବେଳେ ଅଧାରାସ୍ତାରେ ଜଙ୍ଗଲ ମଝିରେ ଅଚଳ ହେଲା ନନ୍ଦନ କାନନ ଟୟ ଟ୍ରେନ୍ । ଅଧାରାସ୍ତାରେ ଟ୍ରେନ୍ ଅଚଳ ହେବାରୁ ହଟହଟା ହେଲେ ୬୦ ପର୍ଯ୍ୟଟକ ।…

ରନ୍ଧନ ଗ୍ୟାସ୍ ଦାମ୍ ବୃଦ୍ଧି ପ୍ରତିବାଦରେ ଆରଡିସି ଅଫିସ୍ ଘେରିବ ବିଜେଡି

ଭୁବନେଶ୍ୱର: ରନ୍ଧନ ଗ୍ୟାସ୍ ଦାମ୍ ବୃଦ୍ଧି ପ୍ରତିବାଦରେ ଆରଡିସି ଅଫିସ୍ ଘେରିବ ବିଜେଡି । ପ୍ରେସମିଟରେ ସୂଚନା ଦେଲେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ । ୨୨ରେ କଟକ, ୨୩ରେ ସମ୍ବଲପୁର, ୨୪ରେ ବ୍ରହ୍ମପୁର ଆରଡିସି…

ଡ୍ୟୁଟି ସମୟରେ ଡାକ୍ତର ଷ୍ଟାଫ ଅନୁପସ୍ଥିତ ମାମଲା: ହସ୍ପିଟାଲ ବୁଲିବେ କୋର୍ଟ କମିଟି

ଭୁବନେଶ୍ୱର: ହସ୍ପିଟାଲରେ ଡ୍ୟୁଟି ସମୟରେ ଡାକ୍ତର ତଥା ଷ୍ଟାଫଙ୍କ ଅନୁପସ୍ଥିତ ମାମଲା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପ୍ରତି ଜିଲ୍ଲାରେ ଥିବା ସିଏଚସି, ପିଏଚସି ଓ ଜିଲ୍ଲା ହସ୍ପିଟାଲ ବୁଲିବେ ସ୍ୱତନ୍ତ୍ର କମିଟି…

ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ଇଞ୍ଜିନିୟର, ମୁକ୍ତି ପାଇଁ ପତ୍ନୀ କରିଥିଲେ ନିବେଦନ

ମାଲକାନଗିରି: ସାତ ଦିନ ପରେ ମାଓବାଦୀଙ୍କ କବ୍ଜାରୁ ମୁକୁଳିଲେ ଅପହୃତ ଇଞ୍ଜିନିୟର ଅଜୟ ରୋଶନ ଲାକ୍ରା । ବୁଧବାର ପ୍ରଜାକୋର୍ଟରେ ଶତାଧିକ ଆଦିବାସୀଙ୍କ ସମ୍ମୁଖରେ ମୁକ୍ତ କଲା ଲାଲବାହିନୀ । ଏହି ସମୟରେ ଇଞ୍ଜିନିୟରଙ୍କ…

ସରକାରୀ ଚାକିରି ସୁଯୋଗ: ଦଶମ, ଗ୍ରାଜୁଏଟ ମଧ୍ୟ କରିପାରିବେ ଆବେଦନ

ସରକାରୀ ଚାକିରି ଖୋଜୁଥବା ଯୁବକଙ୍କ ପାଇଁ ଏକ ଭଲ ଖବର । ବିଏସଏଫ ଏବଂ ୟୁପିଏସସିର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଜାରି ହୋଇଛି ବିଜ୍ଞପ୍ତି । ଏଥିରେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିବାକୁ…

ଏକାଦଶ ନାମଲେଖା ପାଇଁ ପୁଣି ଆସିଲା ସୁଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରେ ଏକାଦଶ ଶ୍ରେଣୀ ନାମଲେଖା ପାଇଁ ପୁଣି ସୁଯୋଗ ଆସିଛି । ଯେଉଁମାନେ କୌଣସି କାରଣରୁ ନାମ ଲେଖାଇ ନାହାନ୍ତି, ସେମାନଙ୍କୁ ସୁଯୋଗ ଦିଆଯିବ । ଏହି ୩ୟ ପର୍ଯ୍ୟୟ ନାମଲେଖା…

୯ ବର୍ଷ ପରେ ଆଇସିସିର ବଡ଼ ନିଷ୍ପତ୍ତି, କୁମ୍ବଲେଙ୍କ ପରେ ସୌରଭ ଗାଙ୍ଗୁଲିଙ୍କୁ ମିଳିଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ବଡ଼ ଦାୟିତ୍ୱ । ଏଣିକି ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଭାର ସମ୍ଭାଳିବେ ଗାଙ୍ଗୁଲି । ଏହି ନିଷ୍ପତ୍ତି ଦୁବାଇରେ ଅନ୍ତରାଷ୍ଟ୍ରୀୟ…