fbpx
Browsing Category

Breaking News

ବଡ଼ ଖବର: ନଭେମ୍ବର ୨୯ରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ : ନଭେମ୍ବର ୨୯ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ନଭେମ୍ବର ୨୯ରୁ ଆରମ୍ଭ ହୋଇ ଅଧିବେଶନ ଡିସେମ୍ବର ୨୩ ଯାଏଁ ଚାଲିବ । ତେବେ ଆଗାମୀ ବର୍ଷର ଆରମ୍ଭରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ।…

ପାକିସ୍ତାନ ଜିତିବା ପରେ “We Wonn” ଲେଖିବା ପଡ଼ିଲା ମହଙ୍ଗା, ଶିକ୍ଷୟତ୍ରୀଙ୍କୁ ସ୍କୁଲରୁ କରାଗଲା ନିଷ୍କାସିତ

ଉଦୟପର: ଭାରତ-ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ ତାରିଖରେ ହୋଇଥିବା ଟି-୨୦ ମ୍ୟାଚରେ ପାକିସ୍ତାନ ଜିତିବାକୁ ନେଇ ଖୁସି ମନାଇବା ଜଣେ ଶିକ୍ଷୟତ୍ରୀଙ୍କୁ ଭାରି ପଡ଼ିଛି । ସ୍କୁଲ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…

ଖୁସି ଖବର: କମିଲା ସୁନା ଦର, ଫଟାଫଟ୍ ଚେକ୍ କରନ୍ତୁ ୧୦ ଗ୍ରାମ୍ ସୁନାର ମୂଲ୍ୟ କେତେ

ନୂଆ ଦିଲ୍ଲୀ: ପାର୍ବଣ ଋତୁରେ ସୁନା ଓ ରୂପା ମୂଲ୍ୟ କେବେ ବଢ଼ୁଛି ତ କେବେ କମୁଛି । ଏପରି ପରିସ୍ଥିତିରେ ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ମଲ୍ଟି କମୋଡିଟି…

ପଦାକୁ ଆସିଲା ଆର୍ଯ୍ୟନ ଓ ଅନନ୍ୟାଙ୍କ ହ୍ୱାଟସଆପ୍ ଚାଟ୍; ଆଉ ୩ ଷ୍ଟାର୍ କିଡ୍ ଅଛନ୍ତି ସାମିଲ, ଡ୍ରଗ୍ସ ପାଇଁ ହୋଇଛି ସ୍ପେଶାଲ୍ ଗ୍ରୁପ୍

ମୁମ୍ବାଇ: ଆର୍ଯ୍ୟନ ଖାନ୍ ଓ ଅନନ୍ୟା ପାଣ୍ଡେଙ୍କ ହ୍ୱାଟସଆପ୍ ଚାଟ୍ ସାମନାକୁ ଆସିଛି । ଆର୍ଯ୍ୟନ ଚାଟ୍ ରେ ନିଜ ସାଙ୍ଗ ମାନଙ୍କୁ ଏନସିବି ନାଁରେ ଡରାଉଥିବା ଦେଖିବାକୁ ମିଳିଛି । ଚାଟ୍ ରେ ଗୋଟିଏ ସ୍ଥାନରେ ଆର୍ଯ୍ୟନ୍…

ନବୀନ ନିବାସ ରାଲି ବେଳେ ପୋଲିସକୁ ହୋଇଛି ଅଣ୍ଡାମାଡ଼: ଡିସିପି

କଟକ(ଓଡ଼ିଶା ଭାସ୍କର): ଛାତ୍ର କଂଗ୍ରେସର ନବୀନ ନିବାସ ରାଲି ବେଳେ ହୋଇଛି ଟମାଟୋ ଓ ଅଣ୍ଡା ମାଡ଼ । ପୋଲିସ ଉପରକୁ ଅଣ୍ଡାମାଡ଼ କରାଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି । ଡିସିପି ନିଜ ପ୍ରତିକ୍ରିୟାରେ…

ୟୁପି ବିଧାନସଭା ଉପରେ ଦିଦିଙ୍କ ନଜର: ପୁଣି ଦେଖିବାକୁ ମିଳିବ BJP-TMC ମେଗା ଫାଇଟ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭାଜପାକୁ ଧୂଳି ଚଟାଇ କ୍ଷମତା ଅକ୍ତିଆର କରିବା ପରେ ମମତା ବାନାର୍ଜୀଙ୍କ ପାଦ ଆଉ ତଳେ ଲାଗୁନାହିଁ । ବଙ୍ଗ ଦଖଲ ପରେ ଆରମ୍ଭ ହୋଇଯାଇଛି ଦିଦିଙ୍କ ଅସଲି ରଙ୍ଗ । ବିଜୟ ପରେ ଆତ୍ମବିଶ୍ୱାସରେ…

ଆସନ୍ତା ୩୧ ତାରିଖର ଫଳାଫଳ ନିର୍ଦ୍ଧାରଣ କରିବ ଟିମ୍ ଇଣ୍ଡିଆର ଭାଗ୍ୟ : କିୱିକୁ ଚକମା ଦେବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ହାରିବା ପରେ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ିଯାଇଛି । ଆସନ୍ତା ୩୧ ତାରିଖରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି । ଏହି ମ୍ୟାଚ ବିରାଟ…

୩୭୮ OASଙ୍କ ପାଇଁ ଖୁସି ଖବର, ନିଯୁକ୍ତି ବୈଧ କଲେ ହାଇକୋର୍ଟ

କଟକ(ଓଡ଼ିଶା ଭାସ୍କର): ହାଇକୋଟରେ ୨୦୦୬ ଓଏଏସ୍ ନିଯୁକ୍ତ ବିବାଦ ମାମଲାରେ ୩୭୮ ଓଏଏସ୍ ଅଧିକାରୀଙ୍କୁ ମିଳିଛି ଆଶ୍ୱସ୍ତିକର ଖବର । ଏହି ମାମଲାରେ ୩୭୮ ଓଏଏସ ଅଧିକାରୀଙ୍କ ନିଯୁକ୍ତିକୁ ବୈଧ କରିଛନ୍ତି ହାଇକୋର୍ଟ ।…

ଶୀଘ୍ର ସାରନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯାଇପାରେ ଆପଣଙ୍କ ପେନସନ୍; ପଢ଼ନ୍ତୁ ପୂରା ଖବର

ନୂଆଦିଲ୍ଲୀ: ଯଦି ଆପଣ ଚାହୁଁନାହାନ୍ତି ଆପଣଭ୍କ ପେନସନ୍ ବନ୍ଦ ହୋଇଯାଉ ତେବେ ଆପଣ ଖୁବ୍ ଶୀଘ୍ର ଆପଣଙ୍କ ଲାଇଫ୍ ସାର୍ଟିଫିକେଟ୍ ସବମିଯ୍ କରିଦିଅନ୍ତୁ । ଜାଣି ରଖନ୍ତୁ ଯେ, ପେନସନ୍ ପାଇବାକୁ ଏବଂ ତାକୁ ଜାରି ରଖିବାକୁ…

MSRTC ବଢ଼ାଇଲା କର୍ମଚାରୀଙ୍କ ଡିଏ, ଦୀପାବଳୀ ବୋନସ୍ ସହିତ ମିଳିବ ଏହି ଭତ୍ତା

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ ବା MSRTC ନିଜର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୨%ରୁ ୧୭% ବଢ଼ାଇଦେଇଛି । ଏଥିରେ MSRTCର ପାଖାପାଖି ୯୫,୦୦୦ କର୍ମଚାରୀଙ୍କର ଫାଇଦା ହେବ ।…