Browsing Category

Breaking News

(Video) ୧୦ ବର୍ଷ ତଳେ କରିଥିଲେ ପ୍ରେମ ବିବାହ : ଏବେ ସ୍ତ୍ରୀକୁ ଛାଡ଼ି ସୁନ୍ଦରୀ ଝିଆରୀ ସହ ମଉସା ଫେରାର

କେନ୍ଦ୍ରାପଡ଼ା (ଓଡ଼ିଶା ଭାସ୍କର): ପ୍ରେମ ପଡିଲେ ଲୋକମାନେ ନିଜ ସମ୍ପର୍କ ଓ ବୟସକୁ ଦେଖନ୍ତି ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖତିନାଶୀ ଗାଁରେ ଦେଖିବାକୁ…

ସରକାର ବଞ୍ଚାଇବାକୁ ସ୍ୱତନ୍ତ୍ର ଯୋଜନା କରୁଛନ୍ତି ଶରଦ ପାୱାର, ଏପଟେ ଦଳକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ଶିବସେନା 

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ବଞ୍ଚାଇବାକୁ ଶେଷ ପ୍ରୟାସ କରୁଛନ୍ତି। ଏହାରି ମଧ୍ୟରେ ଆସିଥିବା ଖବର ମୁତାବକ ରାଷ୍ଟ୍ରବାଦୀ…

(Video) ରାଇମୋହନଙ୍କ ପାଦ ତଳେ ଲାଗିଛି, ତାଙ୍କୁ କିଏ ମାରିକି ଟାଙ୍ଗି ଦେଇଛି: ଅଭିନେତ୍ରୀ ରାଣୀ ସାହୁ

ଭୁବନେଶ୍ୱର: ନିଜ ଅଭିନୟରେ ମନ ମୋହୁଥିବା ଆକ୍ଟର ରାଇମୋହନ ପରିଡ଼ା ଆଉ ଏକ ଜବତରେ ନାହାନ୍ତି । ଏହି ଖବରକୁ ଲୋକମାନେ ଆତି ସହଜରେ ଗ୍ରହଣ କରିପାରୁନାହାନ୍ତି । ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଗତକାଲି…

ପୁଣି ବଢ଼ୁଛି କରୋନା ସଂକ୍ରମଣ! ରାଜ୍ୟରେ ଆଜି ୬୨ ନୂଆ ପଜିଟିଭ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ୬୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ସଂଘରୋଧରୁ ୩୭ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ…

ଜୁଲାଇ ୧ ରୁ ବଦଳିଯିବ ଅଫିସର ଟାଇମିଂ! ଦରମା ଓ PF ଉପରେ ବି ପଡିବ ପ୍ରଭାବ

ନୂଆଦିଲ୍ଲୀ: ଦେଶରେ ୪ ଲେବର କୋଡ଼କୁ ଲାଗୁ କରିବାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯଦି ସବୁକିଛି ଠିକ ରୁହେ, ତେବେ ଜୁଲାଇ ୧ରୁ ଲେବର କୋଡ଼ର ନୂଆ ନିୟମ ଲାଗୁ ହୋଇଯିବ । ଏହା ଲାଗୁ ହେବ ପରେ ଦରମା,…

ପୁଣି ବଢୁଛି କରୋନା,୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୫,୯୪୦ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନାର ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି। ତେବେ ଗତକାଲି ଠାରୁ ସଂକ୍ରମଣ ୮% ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୯୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ବିଶ୍ୱରେ ଗରମ ପାଇଁ ୭ ଜଣରେ ଜଣେ ଅସୁସ୍ଥ: ରିପୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ପୃଥିବୀର ତାପମାତ୍ରା ବଢ଼ୁଛି । ଅନ୍ୟପକ୍ଷରେ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବା ଲୋକମାନେ ଶରୀରକୁ ଥଣ୍ଡା ରଖିବା ପାଇଁ ଆବଶ୍ୟକ ଉପକରଣ କିମ୍ବା ନିରନ୍ତର ବିଜୁଳି ଯୋଗାଣର ସୁବିଧା ପାଉନାହାନ୍ତି…

ତପନ ଡେକା ହେଲେ ଆଇବି ନିର୍ଦେଶକ, ର’ ମୁଖ୍ୟଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ତପନ କୁମାର ଡେକାଙ୍କୁ ଗୁପ୍ତଚର ବିଭାଗର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ହେବ। ଡେକା ଅରବିନ୍ଦ କୁମାରଙ୍କ ଉତରାଧିକାରୀ ହେବେ ଯାହାଙ୍କର…

ସ୍କୁଲରେ ଛାତ୍ରୀଙ୍କୁ ଦଣ୍ଡ: ପାଇଖାନା ସଫା ନ କରିବାରୁ ଦିଆଗଲା ନିର୍ଯାତନା

ବାଲିପାଟଣା,(ଓଡ଼ିଶା ଭାସ୍କର) : ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ, ଏଭଳି ଏକ ଅଭାବନୀୟ ଘଟଣା ଖୋଦ ବାଲିପାଟଣା ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗିଥିବା ସରକାରୀ ଉ.ପ୍ରା ବିଦ୍ୟାଳୟରେ ଘଟିଛି । ସୂଚନା ଅନୁଯାୟୀ…

ଦେଶର ଏହି ସ୍ଥାନରେ ବିକ୍ରି ହେଉଛି ସବୁଠାରୁ ଶସ୍ତା ପେଟ୍ରୋଲ-ଡିଜେଲ, ଜାଣନ୍ତୁ ଆପଣ ସହରର ରେଟ୍

ନୂଆଦିଲ୍ଲୀ: ସରକାରୀ ତୈଳ କମ୍ପାନୀଗୁଡ଼ିକ ଶନିବାର ପାଇଁ ପେଟ୍ରୋଲ-ଡିଜେଲର ନୂଆ ରେଟ୍ ଜାରି କରିଛନ୍ତି । ଲଗାତାର ୩୫ ଦିନ ହେବ କମ୍ପାନୀଗୁଡ଼ିକ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଶେଷ ଥର…