Browsing Category
Breaking News
ଓଡ଼ିଶାରେ ପୁଣି ବଢ଼ିଲା କରୋନା ସଂକ୍ରମଣ: ଦିନକରେ ବାହାରିଲେ ୩୮ ପଜିଟିଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶରେ ପୁଣି ବଢ଼ିଚାଲିଛି କରୋନା ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ…
ପୁଣି କୁହୁଳୁଛି କରୋନା ବିପଦ: ୨୪ ଘଣ୍ଟାରେ ୧୩,୨୧୬ ପଜିଟିଭ ଚିହ୍ନଟ, ଚାଲିଗଲା ୨୩ ଜୀବନ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଗତକାଲିଠାରୁ ସଂକ୍ରମଣ ହାର ୨.୯% ବୃଦ୍ଧି ପାଇ ଆଜି ୧୩ ହଜାର ଅତିକ୍ରମ କରିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଦେଶରେ ୨୪ ଘଣ୍ଟା…
ପୁରୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ
ପୁରୀ(ଓଡ଼ିଶା ଭାସ୍କର): ପୁରୀରୁ ବ୍ରାଉନସୁଗାର ଜବତ । ପ୍ରାୟ ୯୭୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୪ ଜଣ ଗିରଫ ହୋଇଛନ୍ତି । ଉତ୍ତରା ଛକରୁ ବ୍ରାଉନସୁଗାର ଜବତ କରିଛି ପିପିଲି ପୋଲିସ । ଜବତ ବ୍ରାଉନସୁଗାରର…
କରନ୍-ତେଜସ୍ୱୀ ଖୋଲିଲେ ନିଜ ବେଡରୁମ୍ ସିକ୍ରେଟ୍: କହିଲେ କିଏ ଭଲରେ କରିଥାଏ ଏହି କାମ
ମୁମ୍ବାଇ: ବିଗ୍ ବସ୍ ୧୫ର ବିଜେତା ବା ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଓ କରନ୍ କୁନ୍ଦ୍ରାଙ୍କ ଯୋଡି ଏବେ ସବୁଠାରୁ ଲୋକପ୍ରିୟ ଯୋଡି ଭାବେ ଚର୍ଚ୍ଚିତ । ପ୍ରତିଦିନ ଏହି ଦମ୍ପତ୍ତିଙ୍କର କିଛି ନା କିଛି ଭିଡିଓ ସାମ୍ନାକୁ…
କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ, ପୁଲୱାମାରେ ସବ୍ ଇନ୍ସ୍ପେକ୍ଟରଙ୍କୁ ହତ୍ୟାକଲେ ଆତଙ୍କବାଦୀ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ। ପୁଲୱାମାରେ ଗତକାଲି ଜଣେ ପୋଲିସ ଅଧିକାରୀଙ୍କୁ ଗୁଳିମାରି ହତ୍ୟା କରିଛନ୍ତି ଆତଙ୍କବାଦୀ। ମୃତକ ଅଧିକାରୀ ବୁହତ୍ ଦିନ ପରେ ଛୁଟିରେ ତାଙ୍କ ଘରକୁ ଆସିଥିଲେ।…
‘ଅଗ୍ନିବୀର’ଙ୍କ ପାଇଁ ବଡ଼ ଘୋଷଣା: ଅର୍ଦ୍ଧସାମରିକ ବଳରେ ମିଳିବ ୧୦ % ସଂରକ୍ଷଣ
ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ସେନାରେ ନିଯୁକ୍ତି ପାଇଁ ଘୋଷିତ ଅଗ୍ନିପଥ ଯୋଜନାର ପ୍ରତିବାଦ ସାରା ଦେଶରେ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆଜି ‘ଅଗ୍ନିପଥ‘କୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର…
ଭାରତ ପାଇଁ ସତର୍କ ଘଣ୍ଟି: ସାଗରରେ ଶକ୍ତି ବଢ଼ାଇଲା ଡ୍ରାଗନ୍, ସମୁଦ୍ରକୁ ଓହ୍ଲାଇଲା ଚୀନର ୩ୟ ବିମାନବାହୀ ଯୁଦ୍ଧପୋତ…
ବେଜିଂ : ଚୀନ ଦ୍ରୁତ ଗତିରେ ନିଜର ନୌସେନାର ଅଧୁନିକୀକରଣ କରିଚାଲିଛି । ବିଶେଷକରି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନୌସେନା ଆମେରିକାକୁ ଟକ୍କର ଦେବାକୁ ଚୀନ ଉଦ୍ୟମ ଚଳାଇଛି । ଶୁକ୍ରବାର ଚୀନ ନୌସେନା ନିଜର ୩ୟ ବିମାନବାହୀ…
ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ବାଜିବନି ଲାଉଡସ୍ପିକର: ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
ନୂଆଦିଲ୍ଲୀ: ରାତି ୧୦ଟାରୁ ସକାଳ ୬ଟା ସମୟ ମଧ୍ୟରେ କେଉଁଠାରେ ବି ଲାଉଡସ୍ପିକର ବାଜିବା ନାହିଁ ବୋଲି ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ସରକାର । ଏହି ନିୟମକୁ କଡାକଡି ଭାବେ ପାଳନ କରିବା…
ଚେସ୍ ଅଲିମ୍ପିଆଡ୍ ମଶାଲ ଶୋଭଯାତ୍ରାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ, ପ୍ରତିଯୋଗିତାରେ ଭାଗ ନେବେ ବିଶ୍ୱର ୧୮୯ ଦେଶର ପ୍ରତିଯୋଗୀ
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇରେ ଅନୁଷ୍ଠିତ ହେବ ୪୪ତମ ଚେସ ଅଲିମ୍ପିଆଡ । ୧୯୨୭ ମସିହାରୁ ଏହା ଆରମ୍ଭ ହୋଇ ଥିଲେ ହେଁ ଭାରତ କେବେ ଏହି ସମ୍ମାନ ଜନକ ଅଲିମ୍ପିଆଡ ଆୟୋଜନ କରିବା…
ନିଆରା ଭାବରେ ମାଆଙ୍କ ୧୦୦ତମ ଜନ୍ମଦିନ ପାଳିଲେ ମୋଦୀ, ଦେଖନ୍ତୁ ଭିଡିଓ
ଗୁଜରାଟ(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା ହିରାବେନଙ୍କ ୧୦୦ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭେଟିବା ପାଇଁ ଗୁଜରାଟର ଗାନ୍ଧିନଗରରେ ଥିବା ତାଙ୍କ ମା’ଙ୍କ…