Browsing Category
Breaking News
ରାଷ୍ଟ୍ରପତି ନିର୍ବାଚନ: ରାଜନୈତିକ ଦଳ ମଧ୍ୟରେ ଚାଲିଛି ଅଙ୍କକଷା, ଏମ୍ ଭେଙ୍କେୟା ନାଇଡୁଙ୍କ ନାଁକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ଏନ୍ଡିଏ ସରକାର କିମ୍ବା ବିରୋଧୀ ମେଣ୍ଟ, କେହି ବି ନିଜ ନିଜ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ବିଭିନ୍ନ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହାରି ଭିତରେ…
୨୪ ଘଣ୍ଟା AC ଚଳାଇଲେ ବି କମ୍ ଆସିବା ବିଜୁଳି ବିଲ! କରିବାକୁ ପଡିବ ଏହି ଛୋଟ କାମ
ଗରମ ଏତେ ବଢିଯାଇଛି ଯେ ୨୪ ଘଣ୍ଟା AC ଚଳାଇବାକୁ ପଡୁଛି । କିନ୍ତୁ ଏପରି ପରିସ୍ଥିତିରେ ବିଜୁଳି ବିଲକୁ ନେଇ ଲୋକଙ୍କ ଟେନସନ ବଢିଯାଉଛି । AC ଚଳାଇବା ଦ୍ଵାରା ଅଧିକ ବିଜୁଳି ଖର୍ଚ୍ଚ ହେବାର ମଧ୍ୟ ଆଶଙ୍କା ଥାଏ। ଏହି…
ଅର୍ଥିକ ସଙ୍କଟ ମଧ୍ୟରେ ମିଳିଲା ଆଶ୍ବସ୍ତି, ଏଫଏଟିଏଫର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନ
ନୁଆଦିଲ୍ଲୀ: ପାକିସ୍ତାନକୁ ମିଳିଲା ଖୁସି ଖବର । ଗତ କିଛି ବର୍ଷ ଧରି ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନକୁ ଗ୍ରେ ତାଲିକାରେ ରଖାଯାଇଥିବା ବେଳେ…
ଟିଭି ପରଦା ନୁହେଁ ଏଥର ବଡ଼ ପରଦାକୁ ଫେରୁଛି ୯୦ ଦଶକର ସୁପରହିରୋ, ୩ଶହ କୋଟି ଟଙ୍କାରେ ନିର୍ମାଣ ହେବ ‘ଶକ୍ତିମାନ’
ମୁମ୍ବାଇ: ୯୦ ଦଶକର ଟିଭି ପରଦାରେ ‘ଶକ୍ତିମାନ’ ଧାରାବାହିକ ପିଲାମାନଙ୍କୁ ବହୁତ ମନୋରଞ୍ଜନ କରିଥିଲା । ଏହି ସୁପରହିଟ୍ ସୋ’ରେ ଅଭିନେତା ମୁକେଶ ଖାନ୍ନା ଶକ୍ତିମାନଙ୍କ ଭୂମିକାରେ ଅଭିନୟ କରିଥିଲେ । ଗତ କିଛି ଦିନ ହେବ…
ପ୍ରେମ ନାଁରେ କଳଙ୍କ: ସାଙ୍ଗମାନଙ୍କ ସହ ନାବାଳିକା ଗର୍ଲଫ୍ରେଣ୍ଡକୁ ଦୁଷ୍କର୍ମ କଲା ପ୍ରେମିକ, ପରେ Video ଦେଖାଇ…
ନୂଆଦିଲ୍ଲୀ: ରାଜସ୍ଥାନର ଧୌଲପୁର ଜିଲ୍ଲାରୁ ବନ୍ଧୁତା ଓ ପ୍ରେମକୁ କଳଙ୍କିତ କରୁଥିବା ଏକ ମାମଲା ସାମ୍ନାକୁ ଆସିଛି । ସେଠାରେ ଜଣେ ଯୁବକ ନିଜ ନାବାଳିକା ପ୍ରେମିକାକୁ ଘରକୁ ଡାକି ସାଙ୍ଗମାନଙ୍କ ସହ ଗଣଦୁଷ୍ମର୍ମ କରିଥିବା…
ରାଜ୍ୟଗୋଷ୍ଠୀ କ୍ରୀଡା଼ରେ ଭାରତୀୟ ଦଳର ନେତୃତ୍ବ ନେବେ ନୀରଜ, ଭାରତୀୟ ଦଳରେ ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ ପକ୍କା
ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳର ନେତୃତ୍ୱ ନେବେ ଟୋକିଓ ଅଲିମ୍ପିକ୍ କ୍ରୀଡ଼ାରେ ଐତିହାସିକ ସ୍ୱର୍ଣ୍ଣ ପଦକ…
ରାଶିଫଳ(ଶନିବାର,୧୮ ଜୁନ,୨୦୨୨)
ମେଷ - ଆଜି ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବେ । ସାମାଜିକ ସ୍ତରରେ ଯେଉଁ ଆଶା ନେଇ କାହା ପାଇଁ କିଛି କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ । ଆଜିର ଯାତ୍ରା ସମୟରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ…
(Video)ଜଳେଶ୍ୱର BDOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି କର୍ମଚାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଳେଶ୍ୱର ବିଡିଓ…
ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆହୁରି ସକ୍ରିୟ ହେବ ମୌସୁମୀ, ୨୦ ପରେ ବଢିବ ବର୍ଷା: ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତକାଲି ଓଡ଼ିଶା ଛୁଇଁବା ପରେ ଶୁକ୍ରବାର ଦିନ ଓଡ଼ିଶାର ଆଉ କେତେକ ଜିଲ୍ଲାକୁ ଛୁଇଁଛି । ମୌସୁମୀର ଉତ୍ତର ସୀମା ଏବେ ଓଡ଼ିଶାର ଭବାନୀପାଟଣାକୁ ଛୁଇଁଛି ।…
ପ୍ରତିଦିନ ଏହିସବୁ କାମ କରିବା ଦ୍ୱାରା ହୋଇଥାଏ ଧନପ୍ରାପ୍ତି, ଜାଣନ୍ତୁ ଜ୍ୟୋତିଷଶାସ୍ତ୍ରର କିଛି ଉପାୟ
ଓଡିଶା ଭାସ୍କର: ଧନ ପ୍ରାପ୍ତି ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ପ୍ରତିକାର ଦିଆଯାଇଛି।ଏହି ପଦକ୍ଷେପ ଗ୍ରହଣ କଲେ ଜୀବନରେ ଚାଲିଥିବା ସମସ୍ତ ଆର୍ଥିକ ଅସୁବିଧା ଦୂର କରାଯାଇପାରିବ।
ଜୀବନକୁ ଭଲ ଭାବରେ ଚଳାଇବାରେ…