Browsing Category
Breaking News
ଏସ୍ବିଆଇ ପକ୍ଷରୁ ୪୦ କୋଟି ଗ୍ରାହକଙ୍କୁ ସତର୍କ ସୂଚନା, ବ୍ୟାଙ୍କ ଆକାଉଣ୍ଟ ସହ ଏହି ସବୁ ଡକ୍ୟୁମେଣ୍ଟ ଲିଙ୍କ ନ କଲେ ଆକାଉଣ୍ଟ ଅଚଳ ହୋଇଯିବ
ମୁମ୍ବାଇ: ବଡ ବ୍ୟାଙ୍କ ଏସ୍ବିଆଇ ନିଜ ଗ୍ରାହକଙ୍କୁ ସତର୍କ କରିଛି । ବ୍ୟାଙ୍କ ନିଜର ପ୍ରାୟ ୪୦ କୋଟି ଗ୍ରାହକଙ୍କୁ ସତର୍କ କରାଇଛି । ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଅଧାର ସହ ନିଜ ପ୍ୟାନ୍ କାର୍ଡ ଲିଙ୍କ କରିବାକୁ…
ସ୍ୱାମୀ ଓ ଭଣଜା ରେପ୍ କରିଛନ୍ତି, ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା
'ମୋ ସ୍ୱାମୀ ଓ ଭଣଜା ମୋ ସହ ଦୁଷ୍କର୍ମ କରିଛନ୍ତି'... 'ସେମାନେ ମୋର ଅବୋର୍ସନ ମଧ୍ୟ କରାଇଛନ୍ତି'... । ନିଜ ସ୍ୱାମୀ ଏବଂ ଭଣଜା ବିରୋଧରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ।
ଏଭଳି ଏକ ଅଭାବନୀୟ…
ବାୟୁପ୍ରଦୂଷଣ ରୋକିବାରେ ସହାୟତା କରିବ ଜଟାୟୁ, ଚେନ୍ନାଇର ସ୍ପେସ କମ୍ପାନୀର ପ୍ରୟୋଗ
ବାୟୁପ୍ରଦୂଷଣକୁ ମାପିବା ଏବଂ ରୋକିବାରେ ସହାୟତା କରିବ ଜଟାୟୁ । ବାୟୁମଣ୍ଡଳରେ ଥବା ପ୍ରଦୂଷଣକୁ ରୋକିବା ପାଇଁ ଅଧିକ ତଥ୍ୟ ଯୋଗାଇବ ଜଟାୟୁ । ଚେନ୍ନାଇର ସ୍ପେସକିଡ୍ଜ ନାମକ ସଂସ୍ଥା ପ୍ରଦୂଷଣ ସ୍ତରକୁ ମାପିବା ପାଇଁ…
ଟିଏମସି ନେତା ସାଓନୀ ଘୋଷଙ୍କୁ ମିଳିଲା ଜାମିନ, ବିପ୍ଳବ ଦେବଙ୍କ ରାଲିରେ ଲଗାଇଥିଲେ ‘ଖେଲା ହୋବେ’ ନାରା
କୋଲକାତା : ତ୍ରିପୁରାର ଏକ ସ୍ଥାନୀୟ ଅଦାଲତ ସୋମବାର ତୃଣମୂଳ କଂଗ୍ରେସର ଯୁବ ଶାଖା ନେତା ତଥା ଅଭିନେତ୍ରୀ ସାଓନୀ ଘୋଷଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେ ଗୋଟିଏ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ…
ମଙ୍ଗଳବାର ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ
ଆସନ୍ତାକାଲି ରାଜ୍ୟ ମନ୍ତ୍ରି ପରିଷଦ ଓ କ୍ୟାବିନେଟ୍ ବୈଠକ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହୋଇପାରେ ନିଷ୍ପତ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ କ୍ୟାବିନେଟ ମୋହର ।
ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ଘସିପୁରା ଥାନା ଅଞ୍ଚଳରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଶନିବାର ଅପହରଣ କରି ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ । ରଘୁନାଥପୁର ଗାଁର ଜଣଙ୍କ ନାଁରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଫେରାର…
ଆଧାରରେ ଠିକଣା ବଦଳାଇବା ହେଲା ସହଜ, ଦେଶରେ ଖୋଲିବ ୧୬୬ ସେବା କେନ୍ଦ୍ର
ନୂଆଦିଲ୍ଲୀ: ଯଦି ଆପଣ ଆଧାର କାର୍ଡରେ ନିଜର ଠିକଣା ବଦଳାଇବାକୁ ଚାହୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ମହତ୍ୱପୂର୍ଣ୍ଣ ସୂଚନା ଅଟେ । ୟୁଆଇଡିଏଆଇ ତରଫରୁ ଏହି ସୂଚନା ଦିଆଯାଇଛି ଯେ ଦେଶରେ ୧୬୬ ସ୍ୱତନ୍ତ୍ର ଆଧାର ସେବା…
ଶେଷ ନିଶ୍ୱାସ ଯାଏଁ ରହିବି ରାହୁଲ ଓ ପ୍ରିୟଙ୍କାଙ୍କ ବିଶ୍ୱସ୍ତ, ଜାଣନ୍ତୁ କାହିିଁକି ଏମିତି କହିଲେ ସିଦ୍ଧୁ
ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସୋନିଆ ଏବଂ ରାହୁଲଙ୍କ ସହ ରହିବି ବୋଲି କହିଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ସିଦ୍ଧୁ ଏକ ସଭାରେ ସମ୍ବୋଧନ ଦେଇ ସୋମବାର କହିଛନ୍ତି ଯେ ବିଗତ ସାଢ଼େ ଚାରି ବର୍ଷ ମଧ୍ୟରେ…
ଆଉ ଦୌଡ଼ି ପାରିବେନି ଏହି ପାକିସ୍ତାନୀ ବୋଲର, ଜାଣନ୍ତୁ କ’ଣ ରହିଛି କାରଣ
ନିଜର ଦ୍ରୁତ ବୋଲିଂ କ୍ରିକେଟ ଇତିହାସରେ ପ୍ରସିଦ୍ଧ ଶୋଏବ ଅଖତର । ଦ୍ରୁତ ବୋଲିଂ ପାଇଁ ରାୱଲପିଣ୍ଡି ଏକ୍ସ୍ରପ୍ରେସ ନାମରେ ମଧ୍ୟ ପରିଚିତ । ତାଙ୍କ ହାତରୁ ବଲ ଏତେ ଦ୍ରୁତ ଗତିରେ ବାହାରିଥାଏ ଯେ ଏହାକୁ ସାମ୍ନା କରିବାକୁ…
ଶିକ୍ଷିତ ବେରୋଜଗାରଙ୍କୁ ମିଳିବ ଆର୍ଥିକ ସହାୟତା; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା
ଉତ୍ତରପ୍ରଦେଶ ସରକାର ରାଜ୍ୟରେ ଯୁବ ସ୍ୱରୋଜଗାର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ୨୪ ଏପ୍ରିଲ ୨୦୧୮ରେ ଆରମ୍ଭ ହୋଇଥିଲା । ୧୮-୪୦ ବର୍ଗ ଶିକ୍ଷିତ ଯୁବକଙ୍କ ପାଇଁ ଏହି ଯୋଜନା ଲାଗୁହେବ । ଯୁବକଙ୍କୁ ସ୍ୱରୋଜଗାର…