Browsing Category

Breaking News

‘ରଣବୀର ଭର୍ସେସ ୱାଇଲ୍ଡ’: ବେୟର ଗ୍ରିଲ୍ସଙ୍କ ସହ ଦୁଃସାହସିକ ଯାତ୍ରା କଲେ ରଣବୀର ସିଂ

ନୂଆଦିଲ୍ଲୀ: ରଣବୀର ସିଂଙ୍କୁ କିଏ ବା ନଜାଣେ । ଅଭିନେତା ଭାବେ ରଣବୀର ସିଂ ଜଣେ ଚମତ୍କାର କଳାକାର । ରଣବୀର ସିଂ ନିଜର ଅତରଙ୍ଗୀ ପୋଷାକ ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି । ତେବେ ସିମ୍ବା ଓ ପଦ୍ମାବତ ଭଳି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୦ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ୩.୧୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଗତକାଲି ଭାରତୀୟ ଶେୟାର ବଜାରରେ ଉନ୍ନତି ପରିଲକ୍ଷିତ ହୋଇଥିଲାବେଳେ ଆଜି ଶୁକ୍ରବାର କିନ୍ତୁ ପୁଣି କ୍ଷତି ଦେଖିବାକୁ ମିଳିଛି । ବୈଶ୍ୱିକ ସ୍ତରରେ ଆର୍ଥକ ମାନ୍ଦାବସ୍ତା କାରଣରୁ ଅନେକ ଦେଶର ଶେୟାର ବଜାର…

ଆସନ୍ତା ଜୁଲାଇ ୨ରୁ ବିଧାନସଭା ଅଧିବେଶନ ଆରମ୍ଭ, ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସ ୨ ତାରିଖରୁ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ଅଧିବେଶନ…

କୋଲାକାତା ବାଂଲାଦେଶ ହାଇକମିଶନ ନିକଟରେ ଗୁଳିକାଣ୍ଡ: ୨ ମୃତ

କେଲକାତା: କୋଲକାତାରେ ଅବସ୍ଥିତ ବାଂଲାଦେଶ ହାଇକମିଶନ ପରିସରରେ ଘଟିଛି ବଡ ଧରଣର ଗୁଳିକାଣ୍ଡ । ଏହି ଘଟଣାରେ ଦୁଇ ଜଣ ସାଧାରଣ ଜନତା ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ତେବେ ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା…

ଘୋର କଳିଯୁଗ: ରାଜଧାନୀରେ ପୁଅ ସହ ମିଶି ସ୍ୱାମୀର ହତ୍ୟା କଲା ସ୍ତ୍ରୀ

ନୂଆଦିଲ୍ଲୀ: ଦିନକୁ ଦିନ ଅପରାଧର ମାତ୍ରା ବଢିବାରେ ଲାଗିଛି । ସାମାନ୍ୟ ଘରୋଇ କଳିରୁ ପରିବାର ଲୋକ ନିଜ ଆତ୍ମୀୟମାନଙ୍କୁ ହତ୍ୟା କରୁଛନ୍ତିି । ତେବେ ପୁଅ ସହ ମିଶି ଜଣେ ସ୍ତ୍ରୀ ନିଜ ସ୍ୱାମୀର ହତ୍ୟା କରିଥିବା ଭଳି ଘଟଣା…

ଭୁବନେଶ୍ୱରରେ ପହଞ୍ଚିଲେ ୨ ଦେଶର ଖେଳାଳି: ଆଉ ଦିନକ ପରେ ଟି୨୦ ମ୍ୟାଚ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ପହଞ୍ଚିସାରିଛନ୍ତି ୨ ଦେଶର ଖେଳାଳି । ବିମାନବନ୍ଦରରେ ପହଞ୍ଚିବା ପରେ ହୋଟେଲ ଅଭିମୁଖେ ବାହାରିଛି ଖେଳାଳିଙ୍କ ବସ୍ । ସ୍ୱତନ୍ତ୍ର ବସ ଯୋଗେ ଯିବେ ହୋଟେଲ ମେ'ଫେୟାର ଯାଉଛନ୍ତି…

ଭାରତ ଓ ସାଉଥ ଆଫ୍ରିକା ଖେଳାଳୀଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଖାଦ୍ୟ, ଜାଣନ୍ତୁ କଣ ସବୁ ଓଡ଼ିଆ ଖାଦ୍ୟ ରହିଛି ମେନୁରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ସମୟ ପରେ ବାରବାଟୀ ଟି-୨୦ ମ୍ୟାଚ ପାଇଁ ଭାରତ ଓ ସାଉଥ ଆଫ୍ରିକାର ଖେଳାଳୀ ଓଡ଼ିଶାରେ ପହଞ୍ଚିବେ। ଏୟାରପୋର୍ଟରୁ ହୋଟେଲ ଯିବେ ଖେଳାଳୀ ତେବେ ସେମାନେ କଣ ଖାଇବେ ଏଥିପାଇଁ ଚର୍ଚ୍ଚା…

ଛାଡ଼ପତ୍ର ପାଇଥିବା ଭଉଣୀକୁ ଏକା ଛାଡ଼ିପାରିବନି ଭାଇ, ଏପରି ନୁହେଁ ଆମ ସଂସ୍କାର: ହାଇକୋର୍ଟ

ନୂଆଦିଲ୍ଲୀ: ଭରଣ-ପୋଷଣ ମାମଲାରେ ଭାଇ ଭଉଣୀର ସମ୍ପର୍କକୁ ନେଇ ଭାରତୀୟ ସଂସ୍କୃତି ଅନୁଯାୟୀ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଭାରତରେ କୌଣସି ଭାଇ ଛାଡ଼ପତ୍ର ପାଇଥିବା ନିଜ ଭଉଣୀକୁ ଏକା…

ଭିଜିଲାନ୍ସ ଜାଲରେ ABEO: ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଟିମ୍

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ…