Browsing Category

Breaking News

ରାଣା ଦମ୍ପତ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଫ୍ଲାଟରୁ ଅବୈଧ ନିର୍ମାଣ ହଟାଇବାକୁ ବିଏମସିର ନୋଟିସ୍

ମୁମ୍ବାଇ: ପୁଣି ରାଣା ଦମ୍ପତ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ । ବୃହନ୍ମୁମ୍ବାଇ ନଗର ନିଗମ (ବିଏମସି) ଶନିବାର ଖାର ଅଞ୍ଚଳରେ ଥିବା ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀଙ୍କ ଅବୈଧ ନିର୍ମାଣକୁ ହଟାଇବାକୁ ନେଇ ନୋଟିସ ଜାରି…

ଏହା ଆତ୍ମବିଶ୍ୱାସ, ଅହଙ୍କାର ନୁହେଁ: ରାହୁଲଙ୍କ ଭାରତ ବିରୋଧୀ ମନ୍ତବ୍ୟର କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭାରତ ବିରୋଧୀ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ରାହୁଲ ବର୍ତ୍ତମାନ ବିଦେଶ ଗସ୍ତରେ ରହିଥିବା ବେଳେ ଲଣ୍ଡନଠାରେ ସେ ଭାରତ…

ଗ୍ୟାସ୍ ସିଲିଣ୍ଡର ପାଇଁ ସବସିଡି ଘୋଷଣା କଲେ କେନ୍ଦ୍ର ସରକାର, ୯ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଜନସାଧାରଣଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସରକାର ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କ ପାଇଁ ନୂଆ ସବସିଡି ଘୋଷଣା କରିଛନ୍ତି । ଏହାର ଫାଇଦା ୯ କୋଟିରୁ…

ଉଲଗ୍ନ ହୋଇ ଋଷ ଆକ୍ରମଣର ପ୍ରତିବାଦ କଲେ ମହିଳା: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଲୋମଟାଙ୍କୁରା ଦୃଶ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦୁନିଆର ନଜର କାନ୍ସରେ ଆୟୋଜିତ ଫିଲ୍ମ ଭେଷ୍ଟିଭାଲ ଉପରେ ରହିଛି । ଏହାରି ମଧ୍ୟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି । ଫେଷ୍ଟିଭାଲରେ ଯେଉଁଠାରେ ବଲିଉଡ…

କମିଲା ପେଟ୍ରୋଲ ଓ ଡିଜେଲ ଦର: ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାଣନ୍ତୁ କେତେ ଟଙ୍କା କମିଲା

ନୂଆଦିଲ୍ଲୀ: ବର୍ତ୍ତମାନ ମହଙ୍ଗା ମାଡ଼କୁ ନେଇ ଦେଶବାସୀ ତ୍ରାହି ତ୍ରାହି ଡାକୁଛନ୍ତି । ତୈଳ, ରନ୍ଧନ ଗ୍ୟାସ, କ୍ଷୀର, ପରିବା ଦରବୃଦ୍ଧିକୁ ନେଇ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଏହି…

ICSE, ISC ବୋର୍ଡ ପରୀକ୍ଷା ସିଲାବସ୍ ବଦଳିଲା: ୨୦୨୩ରେ ହେବ ନାହିଁ ଟର୍ମ ପରୀକ୍ଷା

ନୂଆଦିଲ୍ଲୀ: କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ (ସିଆଇଏସସିଇ) ବୋର୍ଡ ପକ୍ଷରୁ ଆସନ୍ତା ୨୦୨୩ ବର୍ଷ ପାଇଁ ସିଲାବସ୍ ପରିବର୍ତ୍ତନ କରାଯାଇଛି । ଆଇସିଏସଇ, ଆଇଏସସିର ପରୀକ୍ଷାର୍ଥୀ ଏଣିକି ନୂଆ…

ପୁରୁଣା ସାଇକେଲ ନୁହେଁ, ସତେ ଯେମିତି କିଣିଛନ୍ତି ମର୍ସିଡିଜ ଗାଡ଼ି, ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡିଓ…

ଜଣେ ସାଧାରଣ ଲୋକ ପ୍ରତିଟି ଛୋଟ ଛୋଟ କଥାରେ ଖୁସି ଖୋଜିଥାଏ । ଏମିତିକି ଛୋଟ ଛୋଟ ଜିନିଷରେ ବି ତା'ର ଅନେକ ସ୍ମୃତି ଯୋଡ଼ି ହୋଇ ରହିଥାଏ । ଆପଣ ଏଭଳି ଲୋକଙ୍କୁ ଦେଖିଥିବେ ମଧ୍ୟ ଯେଉଁମାନେ ନିଜର କୌଣସି ଜିନିଷକୁ ଅତି…

ପୁଣି ଗ୍ରାହକଙ୍କୁ ଝଟକା ଦେଲା Airtel, ବଢ଼ିପାରେ କମ୍ପାନୀର ପ୍ରିପେଡ ପ୍ଲାନ୍

ଗତ ବର୍ଷ ଟେଲିକମ କମ୍ପାନୀ ମାନେ ନିଜର ପ୍ରିପେଡ ପ୍ଲାନର ଦାମ ବଢ଼ାଇଥିଲେ । ବିଏସଏନଏଲ ବ୍ୟତୀତ ଅନ୍ୟ  ସବୁ ଟେଲିକମ କମ୍ପାନୀ ସେମାନଙ୍କର ପ୍ରିପେଡ ପ୍ଲାନର ଦାମ ୧୮ ରୁ ୨୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ତେବେ ପୁଣି…

ସତରେ କ’ଣ ଭାରତରେ ପୁଣି ଥରେ କରୋନାର ନୂଆ ଲହର ତାଣ୍ଡବ ରଚିବ: ଜାଣନ୍ତୁ ଏନେଇ କ’ଣ କହିଲେ AIIMSର ପୂର୍ବତନ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିକଟରେ ସାମାନ୍ୟ ବୃଦ୍ଧି ପାଇଥିବା ଦେଖାଯାଇଛି । ଚୀନ ଓ ଉତ୍ତର କୋରିଆରେ କରୋନା ଭୟଙ୍କର ଭାବେ ମାଡ଼ିବା ଆରମ୍ଭ କଲାଣି । ତେବେ ଏଭଳି ସ୍ଥିତିରେ ଆଗକୁ ଚତୁର୍ଥ ଲହର ଆସିବାର…

ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ସରକାର ହଟାଇଲେ ଦେଶରୁ ଜରୁରୀ ପରିସ୍ଥିତି

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଶ୍ରୀଲଙ୍କା ନାଗରିକଙ୍କୁ ଶନିବାର ଏକ ବଡ଼ ଆଶ୍ୱସ୍ତି ମିଳିଛି । ଶ୍ରୀଲଙ୍କା ସରକାର ଦେଶରେ ଲାଗୁ ହୋଇଥିବା ଜରୁରୀ ପରିସ୍ଥିତିକୁ ହଟାଇଛନ୍ତି । ଦେଶରେ ଅଦ୍ଭୁତପୂର୍ବ…