Browsing Category
Breaking News
ମୋତେ ତେଲ ମାଲିସ କର୍, ନଚେତ ତୁମ ପୁଅ ଜେଲରୁ ମୁକୁଳି ପାରିବ ନାହିଁ: ଇନ୍ସପେକ୍ଟରଙ୍କୁ ମସାଜ୍ କରୁଛନ୍ତି ଦୁଇ ମହିଳା, ଭାଇରାଲ୍ Video
ନୂଆଦିଲ୍ଲୀ: ଅନେକ ସମୟରେ ପୋଲିସ ବାବୁଙ୍କର ଚୋରି, ଠକେଇ, କଳାକାରନାମା, ଅଶ୍ଲୀଳ ଭିଡିଓ ଆଦି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଜଣେ ବାବୁଙ୍କର ମାଲିସ୍ ସମୟର ଭିଡିଓ ଭାଇରାଲ ହୋଇଛି । ବାବୁ ଜଣଙ୍କ…
IPS ସ୍ତରରେ ଅଦଳବଦଳ: ଭୁବନେଶ୍ୱର ଡିସିପି ହେଲେ ପ୍ରତୀକ ସିଂ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଇପିଏସ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହା ସହ ବଦଳିଯାଇଛନ୍ତି କଟକ ଓ ଭୁବନେଶ୍ୱର ଡିସିପି । କଟକର ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ…
ପ୍ରେମିକ ଆକାଉଣ୍ଟକୁ ୯୭ ଲକ୍ଷ ପଠାଇ ଯୁବତୀ ଗିରଫ: କଲେଜ ଟଙ୍କାକୁ ଫୋନ ପେ’ ଜରିଆରେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୟଫ୍ରେଣ୍ଡ ପାଇଁ ୯୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଯୁବତୀ । ରାଜଧାନୀ ଉପକଣ୍ଠ ତମାଣ୍ଡେ ସ୍ଥିତ ଇଞ୍ଜିନିୟରିଂ କଲେଜର ଲେଡି ଆକାଉଣ୍ଟାଣ୍ଟଙ୍କୁ ଗିରଫ କରାଯାଇଛି ।…
ବହୁତ ହୋଇଗଲା ‘ବାଇକ ବାବା’ଙ୍କର ଖତରନାକ ଷ୍ଟଣ୍ଟ, ଏବେ ପୋଲିସ କାଟିଲା ୨୬ ହଜାର ଟଙ୍କାର ଚାଲାଣ (Video)
ନୂଆଦିଲ୍ଲୀ: ଆଜିକାଲି ରିଲ୍ସ ବନାଇବାର ନିଶା କେବଳ ଯୁବକ, ଯୁବତୀଙ୍କ ମଧ୍ୟରେ ସୀମିତ ରହିନାହିଁ । ବୃଦ୍ଧ ବ୍ୟକ୍ତିମାନେ ମଧ୍ୟ ଏଥିରେ ଖୁବ୍ ମାତିଲେଣି । ବର୍ତ୍ତମାନ ସମୟରେ ଉତ୍ତରପ୍ରଦେଶର ‘ବାଇକ ବାବା’ଙ୍କର ଖତରନାକ…
ଭୁବନେଶ୍ୱରରେ ଅଘଟଣ: ଦିନ ଦ୍ୱିପହରେ ଯୁବତୀଙ୍କୁ ଅପହରଣ ଅଭିଯୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ଓ ଅପହରଣ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପହରରେ ଯୁବତୀଙ୍କୁ ଅପହରଣ କରିଥିବା ମାମଲା ସାମ୍ନାକୁ ଆସିଛି । ନୟାପଲ୍ଲୀ…
ଘରେ ବସି ଏହି ଯୁବତୀ ଜଣଙ୍କ ବର୍ଷକୁ ରୋଜଗାର କରୁଛନ୍ତି ୩ କୋଟିରୁ ଅଧିକ ଅର୍ଥ, ଜାଣନ୍ତୁ ସେ କେଉଁସବୁ କାମ କରୁଛନ୍ତି
ନୂଆଦିଲ୍ଲୀ: ବର୍ତ୍ତମାନର ଇଣ୍ଟରନେଟର ଜମାନାରେ ଅନେକ ଲୋକ ଘରେ ବସି କାମ କରି କୋଟି କୋଟି ଟଙ୍କା ଇନକମ୍ କରୁଛନ୍ତି । ଜଣେ ଯୁବତୀ ଫ୍ରିଲାନ୍ସ ରାଇଟିଂ, ଇନଫ୍ଲୁଏନ୍ସର ସ୍ପନସରଶିପ, ଇ-ବୁକ୍ ସେଲ୍ସ, କୋର୍ସ ସେଲ୍ସ,…
୫ରେ ଲଘୁଚାପ! କାଲି ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା: IMD
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର, ଯାହାଫଳରେ ତାତିରୁ ମିଳିପାରିବ ନିସ୍ତାର । ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ…
ବାପା ଫଳ ଓ ପରିବା ବିକି ପରିବାର ଚଳାଉଥିଲେ, ପୁଅ ସଂଘର୍ଷ କରି ଆଇପିଏଲରେ ଦେଖାଇଲା ବୋଲିଂର ଯାଦୁ
ନୂଆଦିଲ୍ଲୀ: କୁହାଯାଏ ପାଖରେ ପ୍ରତିଭା ଥିଲେ ଅର୍ଥ ବାଧକ ସାଜିବ ନାହିଁ । ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଦାରିଦ୍ର୍ୟର କଷାଘାତରେ ସଂଘର୍ଷ କରି ନିଜକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛନ୍ତି । ସେପରି ଏକ ବିରଳ…
ତାତିରେ ସିଝୁଛି ଓଡ଼ିଶା: ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୩୯ ଡିଗ୍ରୀ ତାପମାତ୍ରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ବି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ସର୍ବାଧିକ ୪୦.୪ ଡିଗ୍ରୀ…
ପ୍ରତିବର୍ଷ କୁଆଁରୀ ଝିଅଙ୍କୁ ବାହାହେଉଛନ୍ତି ଏହି ଦେଶର ରାଜା: ବିନା ପୋଷାକରେ ସମସ୍ତ ସାମ୍ନାରେ ନାଚନ୍ତି ଯୁବତୀ
ଦୁନିଆର ଅଧିକାଂଶ ଦେଶରେ ଗଣତନ୍ତ୍ର ସ୍ଥାପିତ ହୋଇଛି, କିନ୍ତୁ ଏବେ ବି କିଛି ଦେଶ ଅଛି ଯେଉଁଠାରେ ଆଜି ବି ରାଜତନ୍ତ୍ର ଅଛି ଓ ରାଜାମାନେ ଶାସନ କରୁଛନ୍ତି । ଏହି ରାଜାମାନେ ପ୍ରତିଟି କାମ ନିଜ ଇଛାରେ କରନ୍ତି ଓ…