Browsing Category
Breaking News
IRCTC ପକ୍ଷରୁ ଲଞ୍ଚ ହେଲା ଚାରଧାମ ଯାତ୍ରା ପ୍ୟାକେଜ୍, ଜାଣନ୍ତୁ ଖର୍ଚ୍ଚ ଓ ଟ୍ରାଭେଲ ବିବରଣୀ
ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଚାର ଧାମ ଯାତ୍ରା ପାଇଁ ଏକ ସ୍ପେଶାଲ ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି । ଏହି ଯାତ୍ରା ଆସନ୍ତା ଜୁନ୍ ମାସ ୩ ତାରିଖଠାରୁ…
ଦୁନିଆର ସବୁଠାରୁ ବୟସ୍କ ବୃଦ୍ଧାଙ୍କ ୧୧୯ ବର୍ଷ ବୟସରେ ପରଲୋକ, ଶେଷ ସମୟ ସୁଦ୍ଧା ନେଉଥିଲେ ଚକଲେଟର ମଜା
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବୟସ୍କ ମହିଳାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା । ଜାପାନରେ ରହୁଥିବା ଏହି ବୃଦ୍ଧାଙ୍କ ନାଁ ହେଉଛି କେନ୍ ତାନାକା । ତାନାକା ୧୯୦୩ ମସିହା…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୦ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ଅଜବ ପରମ୍ପରା: ମୃତ୍ୟୁ ପରେ ନିଜ ପ୍ରିୟଜନଙ୍କ ଶବ ଖାଆନ୍ତି ଏହି ଜନଜାତିର ଲୋକ
ନୂଆଦିଲ୍ଲୀ: ଦୁନିଆରେ ଏପରି ଏକ ଜନଜାତି ଅଛି, ଯେଉଁଠାରେ ଲୋକମାନେ ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କର ଶବକୁ ଖାଆନ୍ତି । ଏହା ଆପଣଙ୍କ ପାଇଁ ଅଜବ ଲାଗିଲେ ବି ସତ । ସାଧାରଣତଃ ମୃତ୍ୟୁ ପରେ ଶବକୁ ପୋତି ଦିଆଯାଏ…
‘କାଚ୍ଚା ବାଦାମ’ ରିଲ୍ସର ହଟ୍ ଗାର୍ଲ ଅଞ୍ଜଳୀଙ୍କର ଦୁଇଟି ବୟଫ୍ରେଣ୍ଡ! ଜାଣିବା ପରେ ମାଆ କ୍ରୋଧରେ କହିଲେ, ‘ଦୂରେଇ ରୁହ’
ନୂଆଦିଲ୍ଲୀ: ‘କାଚ୍ଚା ବାଦାମ’ ଗୀତର ରିଲ୍ସ ବନାଇ ରାତାରାତି ସୋସିଆଲ ମିଡ଼ିଆରେ ଅନେକ ଯୁବତୀ ଷ୍ଟାର ବନିଯାଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ଥିଲେ ହଟ୍ ଗାର୍ଲ ଅଞ୍ଜଳୀ ଆରୋରା । ବର୍ତ୍ତମାନ ସମୟରେ ଅଞ୍ଜଳୀ ଏକତା…
ବିବାହ ପ୍ରତିଶ୍ରୁତି ଦେଇ ରଖିଲା ଶାରୀରିକ ସମ୍ପର୍କ, ପରେ ପ୍ରତାରଣା ଦେଇ ଅନ୍ୟ ଝିଅକୁ କଲା ବିବାହ: କଳାହାଣ୍ଡିର ଅଭିଯୁକ୍ତ ପ୍ରେମିକ ଗିରଫ
ମ.ରାମପୁର (ଓଡ଼ିଶା ଭାସ୍କର) : ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଜଣେ ଯୁବକକୁ ପୋଲିସ୍ ଗିରଫ କରିଛି । ଯୁବତୀଙ୍କ ଅଭିଯୋଗ ପରେ ପୋଲିସ୍ ସଂପୃକ୍ତ ଯୁବକକୁ ଏକ ବିବାହ ଭୋଜି ସ୍ଥଳରୁ ଉଠାଇ ନେବା ପରେ ଘଟଣାଟି…
କରୋନାର ବିପଦ ଯାଇନାହିଁ, ଛୋଟ ପିଲାଙ୍କଠାରେ ଦେଖାଦେଲାଣି ଏକ ରହସ୍ୟମୟ ରୋଗ, ଏହି ୧୦ଟି ଲକ୍ଷଣକୁ କଦାପି ଅଣଦେଖା କରନ୍ତୁ ନାହିଁ
ନୂଆଦିଲ୍ଲୀ: କରୋନା ଭାଇରାସର ଲେଉଟାଣିକୁ ନେଇ ଜନସାଧାରଣ ଚିନ୍ତିତ ରହିଥିବା ବେଳେ ଏହା ମଧ୍ୟରେ ଛୋଟ ପିଲାଙ୍କୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ଛୋଟ ପିଲାଙ୍କଠାରେ ଏକ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି ।…
ରାଜ୍ୟରେ ଅଂଶୁଘାତରେ କାହାର ମୃତ୍ୟୁ ହୋଇଛି କି? ଜାଣନ୍ତୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଉତ୍ତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଖରାର ପ୍ରକୋପ ବଢୁଛି । ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ କାହାର ମୃତ୍ୟୁ ଘଟି ନାହିଁ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ତେବେ ଖରାର…
ଗଜପତି ଜିଲ୍ଲା ବିଜେଡିରୁ ଦୁଇ ନେତା ନିଲମ୍ବିତ, ଜାଣନ୍ତୁ କିଏ ଓ କାହିଁକି ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ପୁଣି ଥରେ ବିଜେଡିର କଡା ପଦକ୍ଷେପ । ଗଜପତି ଜିଲ୍ଲା ବିଜେଡିର ଦୁଇ ଜଣ ନେତାଙ୍କୁ ନିଲମ୍ବିତ କରାଯାଇଛି । ଏମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ସହର ସଭାପତି…
ଜାରି ରହିଛି ଗ୍ରୀଷ୍ମ ପ୍ରବାହ: ଆଇଏମଡି ଡିଜିଙ୍କ ସୂଚନା- ୪ରୁ ୫ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା
ଭୁବନେଶ୍ୱର/ ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍) : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ମଙ୍ଗଳବାର ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ରହିଛି । ବୌଦ୍ଧ ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ସେଲସିୟସ…