Browsing Category
Breaking News
ଆଜିଠାରୁ CBSE ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କର Term-2 ପରୀକ୍ଷା ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ର ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଅନୁଷ୍ଠିତ ହେବ । ସିବିଏସଇ ଅଧୀନରେ ଥିବା ସମସ୍ତ ସ୍କୁଲମାନଙ୍କରେ ପାଖପାଖି ୫୦ ଦିନ ଧରି…
ଆମେରିକା, ଚୀନ୍ ପରେ ପ୍ରତିରକ୍ଷା ବ୍ୟୟ କ୍ଷେତ୍ରରେ ବିଶ୍ୱର ତୃତୀୟ ସ୍ଥାନରେ ଭାରତ
ନୂଆଦିଲ୍ଲୀ: ୨୦୨୧ରେ ଆମେରିକା, ଚୀନ୍ ଓ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ପରିମାଣର ଅର୍ଥ ବ୍ୟୟ କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ କରୁଥିବା ଦେଶଙ୍କ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି ।…
ରାଶିଫଳ(ମଙ୍ଗଳବାର,୨୬ ଏପ୍ରିଲ,୨୦୨୨)
ମେଷ : ଆଜି ଆପଣଙ୍କୁ କୌଣସି ପ୍ରକାରେ ସମ୍ମାନିତ କରାଯିବାର ସମ୍ଭାବନା ଅଛି। ଆଜି ପତ୍ନୀଙ୍କ ପକ୍ଷରୁ ଉତ୍ତମ ସହଯୋଗ ପ୍ରାପ୍ତ ହୋଇପାରେ । ରାତ୍ରି ସମୟ ଆମୋଦ-ପ୍ରମୋଦରେ ବିତିବ । ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ…
ଶ୍ରୀମନ୍ଦିର ପରିଚାଳନା ପାଇଁ ୨୪୮.୫୧ କୋଟିର ବଜେଟ୍ ଅନୁମୋଦ, ଗୁରୁକୁଳ ଓ ସେବାୟତଙ୍କ ବାସଗୃହ ନିର୍ମାଣ ହେବ
ପୁରୀ, (ଭାସ୍କର ନ୍ୟୁଜ୍): ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଅନୁମୋଦିତ ହୋଇଛି । ବଜେଟ୍ର ପରିମାଣ ୨୪୮.୫୧ କୋଟି ବୋଲି ସୂଚନା ଦିଆଯାଇଛି…
ପ୍ରଚଣ୍ଡ ଖରା ପାଇଁ ଆଲର୍ଟ ଜାରି, ଆଜିଠୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୬ ତାରିଖ ଅର୍ଥାତ ମଙ୍ଗଳବାର ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ନିମନ୍ତେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ପାଇଁ…
କଟକ SCBରେ ଡାକ୍ତରଙ୍କ ଗୁଣ୍ଡାଗର୍ଦ୍ଦି: ରୋଗୀଙ୍କ ସମ୍ପର୍କୀୟକୁ ମାରି କଲେ ଆହତ, ମାମଲା ରୁଜୁ
କଟକ: କଟକ ଏସସିବିରେ ଗଣ୍ଡଗୋଳ । ପୁଣି ଥରେ ରୋଗୀଙ୍କ ସମ୍ପର୍କୀୟ ଏବଂ ଡାକ୍ତରଙ୍କ ମଧ୍ୟରେ ହୋଇଛି ପାଟିତୁଣ୍ଡ ଏବଂ ପରେ ଏହା ମାରପିଟରେ ପହଞ୍ଚିଛି । ତେବେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଏତେ ବଢିଯାଇଛି ଯେ, ଡାକ୍ତରଙ୍କ…
ମଦ ନିଶାରେ ମାମୁଁର ଭାଣିଜୀକୁ ପୋଡ଼ି ହତ୍ୟା ଉଦ୍ୟମ, ଗୁରୁତ୍ତର ଅବସ୍ଥାରେ ପୀଡ଼ିତା ମେଡିକାଲରେ ଭର୍ତ୍ତି
ବ୍ରହ୍ମପୁର: ମଦ ନିଶାରେ ହିତାହତ ଜ୍ଞାନ ହରାଇଛି ମାମୁଁ । ନିଶାଗ୍ରସ୍ଥ ଅବସ୍ଥାରେ ଭାଣିଜୀକୁ ପୋଡ଼ି ହତ୍ୟା ଉଦ୍ୟମ କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ବୈଦନାଥପୁର ଥାନା ଅନ୍ତର୍ଗତ ବିଦ୍ୟାନଗର ଅଞ୍ଚଳରେ ।…
ଦିଲ୍ଲୀକୁ ଦୋହଲାଉଛି କରୋନା: ଲଗାତାର ଚତୁର୍ଥ ଦିନରେ ୧ ହଜାର ଉପରେ ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦିଲ୍ଲୀରେ ଉପରମୁହାଁ ହେଉଛି କରୋନା ମହାମାରୀ । ପ୍ରତିଦିନ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ମଧ୍ୟରେ ରାଜ୍ୟରୁ ଲଗାତାର ଚତୁର୍ଥ ଦିନରେ ହଜାରରୁ ଅଧିକ କୋଭିଡ ପଜିଟିଭ କେସ ଚିହ୍ନଟ ହୋଇଛି…
ଲାଲୁ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପଙ୍କ ଟ୍ୱିଟ୍, ଖୁବ୍ ଶିଘ୍ର ଆରଜେଡିରୁ ଦେବେ ଇସ୍ତଫା
ବିହାର: ଆରଜେଡିରୁ ଇସ୍ତଫା ଦେବେ ଲାଲୁ ପ୍ରସାଦ ଯାଦବଙ୍କୁ ପୁଅ ତେଜପ୍ରତାପ ଯାଦବ । ତେଜ ପ୍ରତାପ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେଜ ପ୍ରତାପ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ତାଙ୍କ ପିତା ଏବଂ ଆରଜେଡି…