Browsing Category
Breaking News
ତିନି ବର୍ଷରେ ବେକାରୀ ଯୋଗୁଁ ଆତ୍ମହତ୍ୟା କରିଛନ୍ତି ୯,୧୪୦ ଜଣ: ସଂସଦରେ ସରକାର ଦେଲେ ତଥ୍ୟ
ନୂଆଦିଲ୍ଲୀ: ବେରୋଜଗାରୀ ଏବଂ ଋଣଗ୍ରସ୍ତ ପାଇଁ ଦେଶରେ ବଢ଼ି ଚାଲିଛି ଆତ୍ମହତ୍ୟା । ରାଜ୍ୟସଭା ରେ ବୁଧବାର କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦେବାଳିଆ ତଥା ଋଣଭାର ଯୋଗୁଁ ଆତ୍ମହତ୍ୟା କରିବା ଲୋକଙ୍କ ତଥ୍ୟ…
GAIL Recruitment 2022: GAILରେ ଏହି ବିଭିନ୍ନ ପଦରେ ବିନା ପରୀକ୍ଷାରେ ପାଇପାରିବେ ଚାକିରି, କରନ୍ତୁ ଏହି କାମ, ମିଳିବ ଭଲ ଦରମା
GAILରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଭଲ ସୁଯୋଗ । କାରଣ ଗେଲ୍ ଇଣ୍ଡିଆ ଏକ୍ଜିକ୍ୟୁଟିଭ ଟ୍ରେନୀ ପଦ ପାଇଁ ଆବେଦନ ଗ୍ରହଣ କରୁଛି । ଏହି ପଦରେ ଆବେଦନ କରିବାକୁ ଚାହୁଥିବା ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ…
ଏକ କୋଟିରୁ ଅଧିକ କିଶୋର ନେଲେଣି ଉଭୟ ଡୋଜ୍: କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭେୟ
ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଦେଶରେ ମାଣ୍ଡଭେୟ ସୂଚନା ୧ କୋଟି ରୁ ଅଧିକ ୧୫ ରୁ ୧୮ ବର୍ଷର ଆୟୁବର୍ଗଙ୍କୁ କରୋନା ଭାକ୍ସିନର ଉଭୟ ଡୋଜ୍ ଦିଆସରିଛି, ଏନେଇ ସୂଚନା ଦେଇଛନ୍ତି…
ଅଫଲାଇନରେ ହେବ ପରୀକ୍ଷା: ସମୀର ଦାସ
ଭୁବନେଶ୍ୱର: ଗୋଟିଏ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଥିବାବେଳେ, ଏହାରି ମଧ୍ୟରେ ପରୀକ୍ଷା ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଅଫଲାଇନରେ…
ପରବର୍ତ୍ତୀ କୋଭିଡ ଭାରିଆଣ୍ଟ ଅଧିକ ସଂକ୍ରାମକ ହୋଇପାରେ! ସତର୍କ କରାଇଲା ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’
ନୂଆଦିଲ୍ଲୀ: କରୋନାର ତୃତୀୟ ଲହର କମ୍ ହେଉଥିବାର ଦେଖାଯାଉଛି । ଓମିକ୍ରନ ସଂକ୍ରମଣ ମଧ୍ୟ ଧୀରେ ଧୀରେ ହ୍ରାସ ପାଉଛି । ହେଲେ ଏହାରି ମଧ୍ୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଆଗାମୀ କୋଭିଡ ଭାରିଆଣ୍ଟ ଅଧିକ…
ସ୍ୱାମୀର ତଣ୍ଟିକାଟି ହତ୍ୟା କଲା ସ୍ତ୍ରୀ: ଥାନାରେ ଅଟକ ରଖିଲା ପୋଲିସ
ଆଠଗଡ଼: ସ୍ୱାମୀର ତଣ୍ଟିକାଟି ହତ୍ୟା କଲା ସ୍ତ୍ରୀ । ପାରିବାରିକ କଳହକୁ ନେଇ ସ୍ୱାମୀର ତଣ୍ଟି କାଟିଦେଲା । ଆଠଗଡ଼ ପୌରାଞ୍ଚଳ ୪ ନମ୍ବର ୱାର୍ଡରେ ଜଘନ୍ୟ କାଣ୍ଡ । ସ୍ୱାମୀ ମଙ୍ଗୁଳି ନାୟକର ତଣ୍ଟି କାଟିଲା ଦ୍ୱିତୀୟ ସ୍ତ୍ରୀ…
(Video) ମୋବାଇଲ ଟାୱାର ଉପରକୁ ଚଢ଼ିଗଲେ ଯୁବକ: ୯ ଘଣ୍ଟା ଧରି ନାକେଦମ ହେଲା ପୋଲିସ୍
୪୦ ଫୁଟ ମୋବାଇଲ ଟାୱାର ଉପରେ ଚଢ଼ି ବସିଛନ୍ତି । ଆଉ ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି ଯୁବକ । ଆଉ ଯୁବକଙ୍କ ଏଭଳି ହରକତ ଦେଖି ତଳେ ରୁଣ୍ଡ ହୋଇଛନ୍ତି ଅନେକ ଲୋକ । ଯୁବକଙ୍କୁ କିଭଳି ଉଦ୍ଧାର କରାଯିବ ସେନେଇ ସମସ୍ତଙ୍କ…
UP ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା Congress, BJPଠାରୁ ବଳିଗଲା ପ୍ରତିଶ୍ରୁତିର ଲିଷ୍ଟ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଏପରି ସ୍ଥିତିରେ ଗତକାଲି ବିଜେପି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିବା ଆଜି କଂଗ୍ରେସର ପାଳି । ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା…
(Video)ବର୍ଷେ ରହିବା ପରେ ନିଷ୍ପତ୍ତି ନେବ ବାହା ହେବ କି ନାହିଁ, ଆମେ କଣ ଖେଳାଳୀ- ସୌମ୍ୟଙ୍କ ଭାଇ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲ୍ ତଥା ଯୁବ ବ୍ୟବସାୟୀ ସୌମ୍ୟ ସୁଇସାଇଡ୍ ମାମଲାକୁ ନେଇ ବିବାଦ ଘନେଇବାରେ ଲାଗିଛି । ବର୍ତ୍ତମାନ ସୌମ୍ୟଙ୍କ ବାନ୍ଧବୀ ସୋନାଲିଙ୍କ ପାଇଁ ଅଡ଼ୁଆ ବଢ଼ିଚାଲିଛି । ପ୍ରେମ ପ୍ରସଙ୍ଗକୁ ନେଇ…
ନିୟମକୁ ବେଖାତିର: ନିର୍ବାଚନ ବେଳେ ମଦର ବନ୍ୟା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିର୍ବାଚନ ବେଳେ ଭାସୁଛି ମଦ । ୧୯ ଦିନରେ ୧ ଲକ୍ଷ ୧୩ ହଜାର ୬୮୬ ଲିଟର୍ ମଦ ଜବତ କରାଯାଇଛି । ଜାନୁଆରୀ ୧୯ରୁ ଫେବୃଆରୀ ୬ ମଧ୍ୟରେ ଜବତ ହୋଇଛି ଏହି ମଦ । ଆଦର୍ଶ ଆଚରଣ ବିଧି ଲାଗୁ ପରେ ଏତେ…