Browsing Category
Breaking News
ଆଇପିଏଲ-୨୦୨୨: ଆଇପିଏଲ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି
ନୂଆଦିଲ୍ଲୀ: ଚଳିତ ବର୍ଷର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ଆସନ୍ତା ମାର୍ଚ୍ଚ ମାସ ୨୬ ତାରିଖରେ ଆରମ୍ଭ ହୋଇ ମେ ୨୯ ତାରିଖ ଦିନ ଶେଷ ହେବ ବୋଲି ଗତକାଲି ଅନୁଷ୍ଠିତ ବିସିସିଆଇ ଗଭର୍ଣ୍ଣିଂ କାଉନସିଲ ବୈଠକରେ…
ମାର୍ଚ୍ଚ ୨୪ରେ ପୌର ନିର୍ବାଚନ: ପାରାଦୀପରେ ରାଜନୀତି ସରଗରମ୍, ଏଥର କାଉନସିଲର୍ ଓ ଚେୟାରମ୍ୟାନ୍ ବାଛିବେ ଭୋଟର
ପାରାଦୀପ,(ଭାସ୍କର ନ୍ୟୁଜ୍) : ୫ଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ଓଡିଶା ନିର୍ବାଚନ କମିଶନର ଆସନ୍ତା ମାର୍ଚ୍ଚ ୨୪ ତାରିଖକୁ ପୌର ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ…
ସୋମବାରଠୁ ଖୋଳିବ ପ୍ରାଥମିକ ସ୍କୁଲ, ଦୁଇ ବର୍ଷ ପରେ କ୍ଲାସ୍ରୁମ୍ରେ ପାଠପଢ଼ିବେ ପ୍ରଥମରୁ ୭ମ ଶ୍ରେଣୀ ଛାତ୍ରଛାତ୍ରୀ
ଭୁବନେଶ୍ବର ( ଭାସ୍କର ନ୍ୟୁଜ୍): ସୋମବାରଠୁ ଖୋଳିବ ପ୍ରାଥମିକ ବିଦ୍ୟାଳୟ । ଏଥିପାଇଁ ପିଲାମାନେ ବେଶ୍ ଉତ୍ସାହିତ ଅଛନ୍ତି । ଦୁଇବର୍ଷ ପରେ କୁନି କୁନି ପିଲା ବିଦ୍ୟାଳୟକୁ ଆସିବାକୁ ଯାଉଥିବାରୁ ବ୍ୟାପକ ବ୍ୟବସ୍ଥା…
ପଞ୍ଚାୟତ ନିର୍ବାଚନ: ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ୧ ନମ୍ବର, ବିଜେପିକୁ ପଛରେ ପକାଇଲା କଂଗ୍ରେସ
ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଶନିବାରଠାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଆଗାମୀ ୩ ଦିନ ଧରି ଚାଲିବ ଭୋଟ ଗଣତି । ପ୍ରଥମ ଦିନରେ ୩୧୫ ଜିଲ୍ଲାପରିଷଦ ଜୋନ ପାଇଁ ଗଣତି ସରିଛି । ଆଉ ପ୍ରଥମ ଦିନରେ…
ଘିଅ ଭଳି ନିଆଁରେ ଫିଙ୍ଗିଦେଲେ ଦାମୀ ମୋବାଇଲ, ଭାଇରାଲ ହେଉଛି ମହିଳାଙ୍କ ଭିଡିଓ …
ସୋସିଆଲ ମିଡିଆରେ ଗୋଟିଏ ସ୍କୁଲର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ୟୁଜର୍ସ । ଭାଇରାଲ ଭିଡିଓରେ ଜଣେ ମହିଳା ଟିଚର ନିଆଁରେ ମୋବାଇଲ ଫିଙ୍ଗୁଥବାର ନଜର ଆସିଛନ୍ତି । ଆଉ କୁହାଯାଉଛି…
ଆଲେଚନାକୁ ଅଗ୍ରାହ୍ୟ କଲା ୟୁକ୍ରେନ, ସବୁ ଦିଗରୁ ଆକ୍ରମଣ ପାଇଁ ସେନାକୁ ନିର୍ଦ୍ଦେଶ ଦେଲା ରୁଷ
ନୂଆଦିଲ୍ଲୀ: ତିନିଦିନ ଧରି ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି ରୁଷ । ଆଉ ଏବେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ତୀବ୍ର ହୋଇପାରେ ଯୁଦ୍ଧ । କାରଣ ରୁଷ ରକ୍ଷା ମନ୍ତ୍ରାଳୟ ଚେତାବନୀ ଦେଇଛି ଯେ ଏବେ ୟୁକ୍ରେନ ଉପରେ ସବୁ…
ୟୁକ୍ରେନରେ ଫସିରହିଛନ୍ତି ମାଲକାନଗିରି ଜିଲ୍ଲାର ଯୁବକ: ବଙ୍କରରେ ଆତ୍ମଗୋପନ କରିଥିବା ସୂଚନା
ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ଅଂଶୁମାନ ପ୍ରଧାନ ୟୁକ୍ରେନରେ ଫସି ରହିଥିବା ଜଣାପଡ଼ିଛି । ସେ ଡାକ୍ତରୀ ପଢିବାକୁ ଯାଇଥିବା ବେଳେ ଏବେ ତାଙ୍କର ପଞ୍ଚମ ବର୍ଷ ବୋଲି ଜଣାପଡ଼ିଛି ।…
କୋଟିଆ ପଞ୍ଚାୟତ ନିର୍ବାଚନ: ଫେଲ୍ ମାରିଲେ ସର୍ବଦଳୀୟ ପ୍ରାର୍ଥୀ, ବିଜୟୀ ହେଲେ ସ୍ୱାଧୀନ ପ୍ରାର୍ଥୀ
ସରିଛି ପଞ୍ଚାୟତ ନିର୍ବାଚନ ମତଦାନ । ଚାଲିଛି ଭୋଟ ଗଣତି । ଅନେକ ସ୍ଥାନରେ ବିଜେଡି ଆଗରେ ରହିଛି, ମିଳିଥିବା ସୂଚନା ଅନୁଯାୟୀ ୨୭୯ ଜିଲ୍ଲା ପରିଷଦ ସିଟ୍ ସହ ଆଗରେ ରହିଛି ବିଜେଡି । ତେବେ ଏହାରି ମଧ୍ୟରେ ଆସିଛି ଏକ ରୋଚକ…
ଫେସବୁକ୍ ଦେଉଛି ରୋଜଗାରର ସୁଯୋଗ! ରିଲ୍ସ ଭିଡିଓରୁ ମିଳିବ ଟଙ୍କା
ନୂଆଦିଲ୍ଲୀ: ଏଣିକି ଫେସବୁକ ରିଲ୍ସରୁ ହେବ ରୋଜଗାର । ଖୁବଶୀଘ୍ର ଫେସବୁକ୍ ରିଲ୍ସରୁ ଟଙ୍କା କମେଇପାରିବେ ସର୍ଟ ଭିଡିଓ କ୍ରିଏଟର୍ସ । ଫେସବୁକ ରିଲ୍ସର ଗ୍ଲୋବାଲ ଲଞ୍ଚ କରାଯାଇଛି ଯାହା ଫେସବୁକରେ ରିଲ୍ସ ଅର୍ଥାତ ସର୍ଟ…
ଦେଶରେ ପଶିଛନ୍ତି ୧ ଲକ୍ଷ ଆକ୍ରମଣକାରୀ, ମୋଦିଜୀ ଆମକୁ ସାହାଯ୍ୟ କରନ୍ତୁ: ୟୁକ୍ରେନ ରାଷ୍ଟ୍ରପତି
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ । ଆଉ ଏଭଳି ସମୟରେ ୟୁକ୍ରେନ ଏବେ ବିଶ୍ୱର ଅନ୍ୟ ଦେଶମାନଙ୍କୁ ସାହାଯ୍ୟ ମଧ୍ୟ ମାଗିଛି । ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କୀ ଶନିବାର…