Browsing Category

Breaking News

ପରୀ ହତ୍ୟାକାଣ୍ଡ: ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, (ଓଡିଶା ଭାସ୍କର): ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାର ଅନ୍ତ ଘଟାଇ ହାଇକୋର୍ଟ ଯିବାକୁ କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟରେ ଆବେଦନ କରିବାକୁ ପରୀ’ର ମାଆଙ୍କୁ କହିଛନ୍ତି…

ଜଳବାୟୁ ପରିବର୍ତ୍ତନରୁ କୌଣସି ଶିଶୁ ବଞ୍ଚିପାରିବେ ନାହିଁ: ୟୁନିସେଫ୍

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ଏକ ବଡ଼ ଗୁରୁତର କାରଣ ପାଲଟିଛି । ଯାହାକୁ ନେଇ ଏବେ ଅନେକ ଦେଶ ଚିନ୍ତାରେ ରହିଛନ୍ତି । ଇତି ମଧ୍ୟରେ ୟୁନିସେଫ୍ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହା ଏହି…

ନିଅଣ୍ଟିଆ ବର୍ଷା ପାଇଁ ଆସିଲା ନୂଆ ରଣନୀତି, ଜାଣନ୍ତୁ କୃଷକଙ୍କ ପାଇଁ କ’ଣ ରହିଛି ସୁବିଧା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ମରୁଡି ସ୍ଥିତି ବା ନିଅଣ୍ଟିଆ ବର୍ଷାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର…

ଭାରତ ସ୍ୱର୍ଗ ପରି ସୁରକ୍ଷିତ, ଆଫଗାନିସ୍ତାନର ସବୁଆଡ଼େ କେବଳ ଗୁଳି ଓ ବୋମା ବିସ୍ଫୋରଣର ଶବ୍ଦ

ନୂଆଦିଲ୍ଲୀ: ତାଲିବାନି ମାନଙ୍କ ପାଇଁ ଏବେ ଆଫଗାନିସ୍ତାନ ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ହୋଇପଡ଼ିଛି । ତେଣୁ ସେହି ଭୟରେ ଲୋକାମାନେ ଦେଶ ଛାଡ଼ି ଅନ୍ୟତ୍ର ପଳାଉଛନ୍ତି । ଏହି ପରିପ୍ରେକ୍ଷୀରେ ଅନେକ ଅଫଗାନ୍ ନାଗରିକ ଭାରତ…

ଲୋକୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଲୋକୟୁକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ଆବେଦନ କରିଛନ୍ତି ।…

ଜୁମ୍ ମିଟିଂ ସମୟରେ ଶିକ୍ଷକ କଲେ କିଛି ଏପରି, ସମସ୍ତଙ୍କୁ ବନ୍ଦ କରିବାକୁ ପଡିଲା ଆଖି

କରୋନା କାଳରେ ଜୁମ୍ ମିଟିଂର ବ୍ୟବହାର ବଢ଼ିବାରେ ଲାଗିଛି । କିନ୍ତୁ ଏହି ସମୟରେ କିଛି ଏପରି ଘଟଣା ଘଟିଛି, ଯେଉଁଥିପାଇଁ ମିଟିଂରେ ଥିବା ଅନ୍ୟମାନେ ଲଜ୍ଜାର ସାମ୍ନା କରିଛନ୍ତି । ସେହିପରି କିଛି ଘଟଣା କ୍ୟାରବିଆନ୍ ଦେଶ…

ଟ୍ରେନ୍ ରେ ଯାତ୍ରା କରିବା ସମୟରେ ଆଦୌ କରନ୍ତୁ ନି ଏହି ଭୁଲ୍, ନଚେତ୍ ଭୋଗିବେ ୩ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଟ୍ରେନ୍ ରେ ଯାତ୍ରା ସମ୍ପର୍କରେ ଯାତ୍ରୀମାନଙ୍କ ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି । ଟ୍ରେନରେ…

ଝିଅ ମାନଙ୍କ ମୃତ ଦେହ ସହିତ ବି ଶାରୀରିକ ସମ୍ବନ୍ଧ ରଖନ୍ତି କ୍ରୁର ତାଲିବାନ ଆତଙ୍କବାଦୀ, ପଢ଼ନ୍ତୁ ଅଫଗାନ୍ ମହିଳାଙ୍କ ଆତ୍ମ ଚିତ୍କାରର କାହାଣୀ

ନୂଆଦିଲ୍ଲୀ: ତାଲିବାନି ମାନଙ୍କ କ୍ରୁର ଚେହେରା ଏବେ ସର୍ବସମ୍ମୂଖକୁ ଚାଲି ଆସିଛି । ଅଫଗାନ୍ ନାଗରିକଙ୍କ ଉପରେ କରୁଥିବା ଅତ୍ୟାଚାର ଏବେ ସାରା ଦୁନିଆ ନିଜ ଆଖିରେ ଦେଖୁଛି । ଇତି ମଧ୍ୟରେ ଦେଶ ଛାଡ଼ି ସବୁଦିନ ପାଇଁ ଚାଲି…

୩ୟ ଲହରରେ ଦୈନିକ ୪ ଲକ୍ଷ ସଂକ୍ରମଣ, ଅକ୍ଟୋବରରେ ପିକ୍!

ଭୁବନେଶ୍ୱର, (ଓଡିଶା ଭାସ୍କର):କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ବି ଏହା ସମ୍ପୂର୍ଣ୍ଣ ଶେଷ ହୋଇନି । ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଡିଏମଇଟି ସୂଚନା ଦେଇ କହିଛନ୍ତି ଯେ, ଯଦି ତୃତୀୟ ଲହର ଆସେ ପିଲାମାନେ ଅଧିକ…

୨ ହଜାର ଟଙ୍କାରେ ୧ ମାସର ଶିଶୁ ପୁତ୍ର ବିକ୍ରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାତ୍ର ୨ ହଜାର ଟଙ୍କାରେ ଏକ ମାସର ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି । ଏହିଭଳି ଅଭିଯୋଗ ଆସିଛି ଝାରପୋଖରିୟା ଥାନା…