Browsing Category
Breaking News
ସମସ୍ତ ସରକାରୀ କର୍ମଚାରୀଙ୍କ ମାସିକ ଦରମା ହେବ ୨୬ ହଜାର, ନିର୍ବାଚନ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ କରିପାରନ୍ତି ଘୋଷଣା
ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଭୋଟରଙ୍କୁ ନିଜ ପକ୍ଷକୁ ଟାଣିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କର ସର୍ବନିମ୍ନ ବେତନ…
୨୪ କ୍ୟାରେଟ୍ ସୁନାର ଆଇସ୍ କ୍ରିମ୍ ଭିଡିଓ ଭାଇରାଲ୍, ଜାଣନ୍ତୁ କେତେ ରହିଛି ଦାମ୍; ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଯଦି ଆପଣଙ୍କୁ ମଧ୍ୟ କିସମ କିସମର ଆଇସ୍ କ୍ରିମ୍ ଖାଇବାକୁ ପସନ୍ଦ ତେବେ ଆପଣ ହାଇଦ୍ରାବାଦ୍ ନିଶ୍ଚୟ ଯାଆନ୍ତୁ । ଏଠାରେ ଆପଣଙ୍କୁ ଏପରି ଆଇସ୍ କ୍ରିମ୍ ମିଳିବ ଯାହା ଆପଣ କେଉଁଠି ବି ପାଇବେ ନାହିଁ । ଖାସ୍…
ରାଜଧାନୀରେ ଅସୁରକ୍ଷିତ ସାମ୍ବାଦିକ: ୪ ଜଣ ଦୁର୍ବୃତ୍ତ ଆସିଲେ, ଖଣ୍ଡା ଓ ଛୁରିରେ ହାଣି ସବୁ ନେଇଗଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜଧାନୀରେ ସାମ୍ବାଦିକଙ୍କୁ ଆକ୍ରମଣ । ଗତକାଲି ରାତିରେ ନୂଆପଲ୍ଲୀ ଥାନା ଅଞ୍ଚଳରେ ଜଣେ ସାମ୍ବାଦିକ ଲୁଟେରାଙ୍କ ହାବୁଡ଼ରେ ପଡ଼ି ସୁନାମୁଦି, ମୋବାଇଲ ଫୋନ ଓ ଟଙ୍କା ହରାଇଛନ୍ତି ।…
ରେଳବାଇର ବଡ଼ ନିଷ୍ପତ୍ତି: ଗାର୍ଡ ନୁହେଁ ଏବେଠାରୁ କୁହନ୍ତୁ ମ୍ୟାନେଜର୍, କଣ ଦରମା ଉପରେ ବି ପଡ଼ିବ ପ୍ରଭାବ?
ନୂଆଦିଲ୍ଲୀ: ରେଳରେ ଏବେ ଗାର୍ଡଙ୍କୁ ମ୍ୟାନେଜର ବୋଲି କୁହାଯିବ । ଭାରତୀୟ ରେଳବାଇ ଏବେ ଟ୍ରେନ୍ ଗାର୍ଡର ପଦନାମକୁ ବଦଳାଇ ଦେଇଛି । ଏଣିକି ଗାର୍ଡ ମାନେ ମ୍ୟାନେଜର୍ ନାମରେ ଜଣାଯିବେ । ଆଦେଶ ମୁତାବକ, ଗାର୍ଡ ମାନଙ୍କ…
ଆଗକୁ ପଞ୍ଚାୟତ ନିର୍ବାଚନ: ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନର ଏକ ଉଚ୍ଚବୈଠକ ଡକାଇଛନ୍ତି । ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଏହି ବୈଠକ ବସିବାକୁ ଥିବାବେଳେ ଏଥିରେ ସମସ୍ତ…
କଣ ମହିଳାଙ୍କ ପାଖରେ ନାହିଁ ବୈବାହିକ ଦୁଷ୍କର୍ମକୁ ‘ଦୁଷ୍କର୍ମ’ କହିବାର ଅଧିକାର? ହାଇକୋର୍ଟରେ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା
ନୂଆଦିଲ୍ଲୀ: ବୈବାହିକ ଦୁଷ୍କର୍ମକୁ ନେଇ ଅନେକ ସମୟରେ ବିବାଦ ଲାଗି ରହିଥାଏ । ବର୍ତ୍ତମାନ ଏହି ସମ୍ବନ୍ଧୀୟ ଆଇନ ଅନୁଯାୟୀ, ସ୍ୱାମୀଙ୍କ କ୍ଷେତ୍ରରେ ଆପତ୍ତି ଉଚ୍ଛେଦକୁ ସମର୍ଥନ କରାଯାଇଛି। ଶୁକ୍ରବାର ଦିନ ଏକ ଆମିକସ୍…
ପଞ୍ଚାୟତ ନିର୍ବାଚନର ବିଜେତାଙ୍କୁ ବାଛିବ ସୋସିଆଲ ମିଡ଼ିଆ, କୋଭିଡ ପାଇଁ ବଦଳିବ ରଣନୀତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବାଜି ସାରିଛି ପଞ୍ଚାୟତ ନିର୍ବାଚନର ବିଗୁଲ୍ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ପଦବୀ ପାଇଁ…
୧୦୦ ବୋତଲ କଫ୍ ସିରଫ୍ ଜବତ: ଜଣେ ଗିରଫ
ଖଡ଼ିଆଳ/ନୂଆପଡ଼ା, (ଭାସ୍କର ନ୍ୟୁଜ୍): ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଛକରୁ ଖଡ଼ିଆଳ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରି ୧୦୦ବୋତଲ କଫ ସିରଫ ଜବତ କରିଛି ଏବଂ ବିକ୍ରି କରୁଥିବାବର ଗାଁର ରୁନା ପଣ୍ଡା କୁ ଗିରଫ କରିଛି । ଏହି…
ପୁଣି ରାଜ୍ୟକୁ ଲେଉଟିବ ଜାଡ଼: ୩ ଦିନରେ ୪ ଡିଗ୍ରି ଖସିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ପୁଣିଥରେ ଲେଉଟିବ ଶୀତ । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ପାଖାପାଖି ୪ ଡିଗ୍ରି ପର୍ଯ୍ୟନ୍ତ ଖସିଯିବ । ଗତ ୪ରୁ ୫ ଦିନ ହେବ ରାଜ୍ୟରେ ପଶ୍ଚିମା ଝଡ଼ କାରଣରୁ ପାଗ…
ନାବାଳିକାକୁ ଘର ସାମ୍ନାରୁ ଉଠାଇ ନେଇ ଦୁଷ୍କର୍ମ କଲା ପଡ଼ିଶା ଘର ଯୁବକ, ଅଭିଯୁକ୍ତ ଫେରାର
ବାଲିପାଟଣା (ଭାସ୍କର ନ୍ୟୁଜ୍): ବାଲିପାଟଣା ଥାନା ଅଂଚଳର ଜଣେ ୯ ବର୍ଷର ନାବାଳିକାକୁ ତାଙ୍କ ପଡ଼ିଶା ଘରର ୨୦ ବର୍ଷର ଯୁବକ ଦୁଷ୍କର୍ମ କରି ଫେରାର୍ ହୋଇଯାଇଥିବା ଅଭିଯୋଗ ବାଲିପାଟଣା ଥାନାରେ ହୋଇଛି । ସୂଚନା ଅନୁଯାୟୀ…