Browsing Category

Breaking News

ଆଜିଠୁ ଖୋଲିବ ମା’ ତାରିଣୀ ମନ୍ଦିର, କୋଭିଡ୍ କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ

ଘଟଗାଁ,(ଭାସ୍କର ନ୍ୟୁଜ୍): ଆଜିଠୁ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱପ୍ରସିଦ୍ଧ ମା’ତାରିଣୀ ମନ୍ଦିର । ଏହା ସମେତ ଚର୍ଚ୍ଚ, ମସଜିଦ୍‌ ଓ ଗୁରୁଦ୍ୱାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ଆଶିଷ ଠାକରେ…

ଆଜିଠୁ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍, କୋଭିଡ୍ କଟକଣା ମଧ୍ୟରେ ପ୍ରବେଶ କରିବେ ସର୍ବସାଧାରଣ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆଜିଠୁ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍ ଓ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍। କୋଭିଡ୍‌ ଗାଇଡଲାଇନ୍‌ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏନେଇ ପଠାଣି ସାମନ୍ତ…

ପାର୍ବଣ ଋତୁ ପାଇଁ ଗାଇଡଲାଇନ୍: ବିନା ଭକ୍ତରେ ହେବ ପୂଜା, ମଣ୍ଡପରେ ୭ ଜଣରୁ ଅଧିକ କର୍ମକର୍ତ୍ତା ରହିବେନି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହେବ ପୂଜା ପାର୍ବଣ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ପ୍ରସଙ୍ଗରେ…

ଅଗଷ୍ଟ ୨୩ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଅଗଷ୍ଟ ୨୩ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ବିଏମସି ପରିସରଭୁକ୍ତ ସବୁ ଧର୍ମାନୁଷ୍ଠାନ ଅଗଷ୍ଟ ୨୩ରୁ ଖୋଲିବା ନେଇ ହୋଇଛି ଘୋଷଣା । ତେବେ ସଂପୂର୍ଣ୍ଣ କୋଭିଡ ନିୟମ ମଧ୍ୟରେ…

କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ନିର୍ମାଣ ହେବ ୮୯ ଇନଡୋର ଷ୍ଟାଡିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୋମବାର ରାଜ୍ୟ କ୍ୟାବିନେଟ ପକ୍ଷରୁ ବଡ ଘୋଷଣା କରାଯାଇଛି । ରାଜ୍ୟରେ ୮୯ଟି ଇନଡୋର ଷ୍ଟାଡିୟମ ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି । ରାଜ୍ୟରେ ୬୯୩.୩୫ କୋଟି ଟଙ୍କା…

ଜାତିସଂଘକୁ ମୋଦୀଙ୍କ ସମ୍ବୋଧନ: ସମୁଦ୍ର ପଥରେ ଆତଙ୍କୀ କାର୍ଯ୍ୟକଳାପ କରାଯାଉଥିବାରୁ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଆମ ସମୁଦ୍ରପଥ ହେଉଛି ଅନ୍ତରାଷ୍ଟ୍ରୀୟ ବାଣିଜ୍ୟର ଲାଇଫ୍ ଲାଇନ୍ । ଭାରତ ଅନେକ…

ଏସବିଆଇ ଗ୍ରାହକଙ୍କ ପାଇଁ ସତର୍କ ଘଣ୍ଟି: ଶୀଘ୍ର କରନ୍ତୁ ଏହି କାମ ନଚେତ ବନ୍ଦ ହୋଇଯିବ ଆକାଉଣ୍ଟ

ନୁଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଆଲର୍ଟ ଜାରି କରିଛି। ଏକ ନୋଟିସ ମାଧ୍ୟମରେ ୨୦୨୧ ସେପ୍ଟେମ୍ବର ୩୦ ପୂର୍ବରୁ ନିଜର ପର୍ମାନେଣ୍ଟ ଆକାଉଣ୍ଟ ନମ୍ବରକୁ ଆଧାର ସହ ଲିଙ୍କ କରିବାକୁ…

ଜମ୍ମୁ କଶ୍ମୀର: ଗୁଳିମାଡ଼ରେ ବିଜେପି ନେତା ଓ ପତ୍ନୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଏକ ବଡ଼ ଆତଙ୍କବାଦୀ ଘଟଣା ଘଟିଛି। ଆତଙ୍କବାଦୀମାନେ ସହରର ଲାଲ ଛକଠାରେ ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟଙ୍କୁ ଚିକିତ୍ସା…

ଭଣ୍ଡୁର ହେଲା ପାକିସ୍ତାନର ଷଡ଼ଯନ୍ତ୍ର: ଡ୍ରୋନ୍ ସାହାଯ୍ୟରେ ଅମୃତସରରେ ପକାଇଥିଲା ହ୍ୟାଣ୍ଡ ଗ୍ରେନେଡ଼ ଓ ବୋମା

ଚଣ୍ଡୀଗଡ଼ : ସ୍ୱାଧୀନତା ଦିବସ ପୂର୍ବରୁ ପଡୋଶୀ ପାକିସ୍ତାନର ଏକ ବଡ ଷଡଯନ୍ତ୍ରର ଖୁଲାସା ହୋଇଛି। ପଞ୍ଜାବ ସୀମା ନିକଟସ୍ଥ ଏକ ଗାଁରେ ପାକିସ୍ତାନ ଡ୍ରୋନ ସାହାଯ୍ୟରେ ଅସ୍ତ୍ର ପକାଇଛି। ପଞ୍ଜାବ ପୋଲିସ ଏହି ଅସ୍ତ୍ର ସବୁକୁ…

ପୁରସ୍କାର ବର୍ଷା ଜାରି, ନୀରଜଙ୍କୁ Byju’s ଦେବ ୨ କୋଟି, ଅନ୍ୟ ବିଜେତାଙ୍କୁ ମିଳିବ ୧ କୋଟି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଭାରତୀୟ ଆଥଲେଟ୍ ଙ୍କ ଖୁବ୍ ଭଲ ପ୍ରଦର୍ଶନ ଦେଶର ଛାତିକୁ ଉଚ୍ଚା କରିଦେଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ଆଥଲେଟଙ୍କୁ ଗୋଟିଏ ପରେ ଗୋଟିଏ ପୁରସ୍କାର ଦିଆଯାଉଛି । ତେବେ ଭାରତକୁ…