Browsing Category

Breaking News

୬୭ ବର୍ଷୀୟ ବୃଦ୍ଧଙ୍କୁ ହୃଦୟ ଦେଇ ବସିଲେ ୧୯ ବର୍ଷୀୟ ଯୁବତୀ, ବିବାହ ପରେ ହାଇକୋର୍ଟରେ ମାଗିଲେ ସୁରକ୍ଷା

ହରିୟାଣା: କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ । ଉଚ୍ଚ, ନିଚ, ଜାତି, ବୟସ, ଧର୍ମ କିଛି ବି ଦେଖେନାହିଁ । ପ୍ରେମ ଯେକୌଣସି ବ୍ୟକ୍ତିଙ୍କ ସହ ହୋଇପାରେ । ଆଉ ଥରେ ପ୍ରେମ ହୋଇଗଲେ କିପରି ତାକୁ ସଫଳ କରିବେ ସେହି ଚେଷ୍ଟାରେ…

ଯେଉଁ ସମୟରେ ସାବୁନ ନଥିଲା କେମିତି ଚମକୁଥିଲା ରାଜା-ରାଣୀଙ୍କ ପୋଷାକ ?

ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣ ମାନେ କେବେ ଧ୍ୟାନ ଭାବିଛନ୍ତି କି ଯଦି ସାବୁନ୍ ସର୍ଫ ନଥାନ୍ତା ତାହେଲେ କେମିତି ନିଜର କପଡ଼ା ଧୋଇଥାନ୍ତେ । ତାହେଲେ ପୂରାତନ କାଳରେ ଥିବା ରାଜା-ରାଣୀ ମାନଙ୍କ ମହଙ୍ଗା ପୋଷାକ ସବୁ କିପରି…

ଶନିବାର, ରବିବାର ନନ୍ଦନକାନନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତି ଶନିବାର ଏବଂ ରବିବାର ନନ୍ଦନକାନନ ବନ୍ଦ ରହିବ । ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନ ଶନି,ରବି ବନ୍ଦ । କରୋନା କଟକଣା ପାଇଁ ପ୍ରତି ଶନିବାର ଏବଂ ରବିବାର ବନ୍ଦ ରହିବ । ସୋମବାର…

ଟୋକିଓ ଅଲିମ୍ପିକ୍: ସେମିରେ ହାରିଲେ ବଜରଙ୍ଗ, ଏବେ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକର ୧୫ତମ ଦିବସ । ଆଜି ସେମିଫାଇନାଲରେ ପରାସ୍ତ ହୋଇଛନ୍ତି ଭାରତର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଫଳରେ ଭାରତର ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଆଶା ମଉଳି ଯାଇଛି । ବଜରଙ୍ଗ ତାଙ୍କର…

UNSCର ସ୍ଥାୟୀ ସଦସ୍ୟ ହେବ ଭାରତ!

ନୂଆଦିଲ୍ଲୀ: ଭାରତ ୟୁଏନଏସସିର ସ୍ଥାୟୀ ସଦସ୍ୟ ହୋଇପାରେ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ର ସ୍ଥାୟୀ ଓ ଅସ୍ଥାୟୀ ରାଷ୍ଟ୍ରମାନଙ୍କ ସଂଖ୍ୟା ବୃଦ୍ଧି ନେଇ ଆମେରିକା ସହମତ ହୋଇଛି । ୟୁଏନଏସିରେ ସୁଧାର…

ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଆସିଲା ନୂଆ SOP

ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି । କେବଳ ପୁରୀ ସହରବାସୀଙ୍କ ପାଇଁ ନୂଆ…

ପ୍ରଧାନମନ୍ତ୍ରୀଙ୍କ ପାଇଁ ପଦକ ଜିତିଛନ୍ତି ମୀରାବାଇ ଚାନୁ: ମଣିପୁର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ଭାରୋତ୍ତଳନକାରୀ ମୀରାବାଇ ଚାନୁ । ସେ ୪୯ କେଜି ବର୍ଗରେ ଏହି ସଫଳତା ହାସଲ କରିଛନ୍ତି । ୨୬ ବର୍ଷୀୟା ମୀରାବାଇ ଅଲିମ୍ପିକରେ ରୌପ୍ୟ ପଦକ ଜିତି ଭାରତ…

ଆସନ୍ତା ସପ୍ତାହରେ ମିଳିବ ପିଏମ କିଷାନର ୯ମ କିସ୍ତି: ସୁଧାରି ଦିଅନ୍ତୁ ଏହି ଭୁଲ୍, ନଚେତ୍ ଅଟକିଯିବ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୯ମ କିସ୍ତିର ଟଙ୍କା ସୋମବାର ମିଳିବାକୁ ଯାଉଛି । ଏହି ଯୋଜନାରେ କୃଷକଙ୍କୁ ସାହାଯ୍ୟ କରିବାକୁ ୨ ହଜାର ଟଙ୍କାର ୩ କିସ୍ତି ଅର୍ଥାତ୍ ୬୦୦୦ ଟଙ୍କା କୃଷକଙ୍କ…

ଖରାପ ପାଣିପାଗ କାରଣରୁ ଆଲାସ୍କାରେ ବିମାନ ଦୁର୍ଘଟଣା, ସମସ୍ତେ ମୃତ

ଆଲାସ୍କା: ଆମେରିକାର ଆଲାସ୍କାରେ ଖରାପ ପାଣିପାଗ ଯୋଗୁଁ ବିମାନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ଜଣ ଯାତ୍ରୀ ଏବଂ ଜଣେ ପାଇଲଟ ରହିଛନ୍ତି । ସୂଚନା ଅନୁଯାୟୀ,…

UPSC ଓ OPSC ପରୀକ୍ଷା ଗୋଟିଏ ଦିନରେ, Preliminary ପରୀକ୍ଷା ନ ଘୁଞ୍ଚିଲେ ବଳି ପଡ଼ିବେ ରାଜ୍ୟର ବହୁ ମେଧାବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ମାସରେ ଦୁଇଟି ପରୀକ୍ଷା । ଗୋଟିଏ ଦିଲ୍ଲୀରେ, ଅନ୍ୟଟି ଭୁବନେଶ୍ୱରରେ । ଆଉ ଦୁଇଟିଯାକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ତେବେ ଆଶାୟୀ ଛାତ୍ରଛାତ୍ରୀମାନେ କେଉଁ ପରୀକ୍ଷା ଦେବେ, ତାହାକୁ…