Browsing Category
Breaking News
ଦଶମ/ଦ୍ୱାଦଶ ପରୀକ୍ଷା ବାତିଲ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପୂର୍ବ ଅପେକ୍ଷା ଏବେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦଶମ/ଦ୍ୱାଦଶ ବୋର୍ଡ ଅଫଲାଇନ୍ ପରୀକ୍ଷା ବାତିଲ ପିଟିସନ୍ ଖାରଜ ହୋଇଛି । ପରୀକ୍ଷା ବାତିଲ ପିଟିସନ୍ ଖାରଜ କରିଛନ୍ତି…
ସାଧାରଣ ଲୋକଙ୍କୁ ଶକ୍ତ ଝଟକା! ୭ରୁ ୮ ଟଙ୍କା ବଢ଼ିପାରେ ପେଟ୍ରୋଲ ରେଟ୍
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ବିବାଦ ଦିନୁକ ଦିନ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ସେୟାର ବଜାର ସହିତ ତୈଳ ଦରରେ ବି ପଡୁଛି । ଫଳରେ ପେଟ୍ରୋଲ/ଡିଜେଲ ଦର ୭ରୁ ୮ ଟଙ୍କା ବଢ଼ିବାର ଆଶଙ୍କା ରହିଛି । ପେଟ୍ରୋଲ/ଡିଜେଲ ସହ…
କେବଳ ଜ୍ୟାକଲିନ-ନୋରା ନୁହନ୍ତି, ମହାଠକ ସୁକେଶର ଜାଲରେ ମଧ୍ୟ ପଡ଼ିଥିଲେ ଦୁଇ ସୁନ୍ଦରୀ ଜାହ୍ନବୀ-ସାରା
ନୂଆଦିଲ୍ଲୀ: ଦୁଇଶହ କୋଟିର ମହାଠକ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରର ଅପରାଧିକ ମାମଲାର ନୂଆ ପେଡ଼ି ଖୋଲିଛି । ପୂର୍ବରୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍, ନୋରା ଫତେହୀଙ୍କ ପରି ବଲିଉଡ ଅଭିନେତ୍ରୀ ସୁକେଶର ଜାଲରେ ପଡ଼ିଥିବା ବେଳେ…
ରସିକିଆ ଡାକ୍ତରଙ୍କ ଭଉଣୀ ରଶ୍ମିତା ଗିରଫ: DCP ଉମାଶଙ୍କର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରସିକିଆ ବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ମାମଲା ଏବେ ସାରା ଓଡ଼ିଶାରେ ଚର୍ଚ୍ଚିତ ଖବର ହୋଇଛି । ଏହି ମାମଲାରେ ଆସିଛି ବଡ଼ ଖବର । ରସିକିଆ ଡାକ୍ତର ରମେଶଙ୍କ ଭଉଣୀଙ୍କୁ ଗିରଫ କରାଯାଇଛି ।…
ଆଜି ରାଜ୍ୟରୁ ୯ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…
ବାହାଘର ପରେ ସେକ୍ସ କରିବାକୁ ମନା କଲା ସ୍ୱାମୀ, ଥାନାରେ ପହଞ୍ଚିଗଲେ ପତ୍ନୀ: ଜାଣନ୍ତୁ କ’ଣ ରହିଛି ମାମଲା
ନୂଆଦିଲ୍ଲୀ: ବାହାଘର ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର ଅନେକ ଖବର ତ ଆପଣମାନେ ଶୁଣିଥିବେ । କେତେକ ମାମଲା ଥାନାରୁ ନେଇ କୋର୍ଟରେ ପହଞ୍ଚିଯାଏ, କିନ୍ତୁ ପତି-ପତ୍ନୀଙ୍କ ମଧ୍ୟରେ ଏପରି କିଛି ମାମଲା ରହିଛି ଯାହାକୁ…
ତୃତୀୟ ବିଶ୍ୱ ଯୁଦ୍ଧ ଆଡ଼କୁ ମୁହାଁଉଛି ସମଗ୍ର ବିଶ୍ୱ, ଏଭଳି ସ୍ଥିତି କିଏ ରୁଷ ଆଉ କିଏ ୟୁକ୍ରେନକୁ କରିବ ସମର୍ଥନ
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟନ୍ତି ରୁଷ ଓ ୟୁକ୍ରେନ । ରୁଷର ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧରେ ୟୁକ୍ରେନକୁ ସହଯୋଗ କରିବାକୁ ଆଗେଇ ଆସିଛି ଯୁକ୍ତରାଷ୍ଟ୍ର ଆମେରିକା ।…
ଯେଉଁ ପିତାମାତା ଭୋଟ ଦେବେ, ସେମାନଙ୍କ ପିଲାମାନେ ପରୀକ୍ଷାରେ ପାଇବେ ଅଧିକ ମାର୍କ, ଘୋଷଣା କଲେ କଲେଜ ପ୍ରିନ୍ସପାଲ
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ଓ କିଛି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲୁଛି । ଏହି ଅବସରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନାନାବିଧ ଲୋଭନୀୟ…
ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ପଞ୍ଚମ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ପାଇଁ ଚାଲିଛି ପ୍ରସ୍ତୁତି । ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ…
ମୁଁ ପ୍ରଧାନମନ୍ତ୍ରୀଙ୍କ ପୁଅ, ମୋତେ ଗିରଫ କଲେ ଭୟଙ୍କର ପରିଣାମ ଭୋଗିବ
ନୂଆଦିଲ୍ଲୀ: ନିଜର ଅପାରଗତା ଓ ବିବାଦୀୟ ଟିପ୍ପଣୀ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଏକ ଦୁଃଖଦ ଖବର ଆସିଛି । ଇମ୍ରାନଙ୍କର ପୁତ୍ରଙ୍କୁ ପୋଲିସ ଗିରଫ କରିଥିବା ନେଇ…