Browsing Category

Breaking News

ଝଡ଼କୁ ଚିରି ଲ୍ୟାଣ୍ଡ ହେଲା ଏୟାର ଇଣ୍ଡିଆର ବିମାନ, ପାଇଲଟଙ୍କୁ କରାଯାଉଛି ପ୍ରଶଂସା

ବ୍ରିଟେନରେ ୟୁନିସ ନାମକ ଝଡ଼ର ଭୟାବହତା ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ବିମାନ ଉଡ଼ାଣରେ ମଧ୍ୟ ବାଧା ଉପୁଜିଛି । ଶୁକ୍ରବାର ଯେତେବେଳେ ୟୁନିସ ଝଡ଼ ଯୋଗୁଁ ବିମାନ ଡାଇଭର୍ଟ କରାଯାଇଥିଲା ବା…

ପାକିସ୍ତାନରେ ଏହି ସୈନ୍ୟ ଅଧିକାରୀ, ନେତାଙ୍କ ପାଖରେ ରହିଛି କୋଟି କୋଟି ସମ୍ପତ୍ତି, ସ୍ୱିସ୍ ବ୍ୟାଙ୍କ ଡାଟା ଲିକରେ ହେଲା ଖୁଲାସା

ବଢ଼ୁଥିବା ଦରଦାମ ଏବଂ ଆର୍ଥିକ ସଂକଟ ଯୋଗୁଁ ପାକିସ୍ତାନର ଅବସ୍ଥା ଖରାପ ରହିଛି । କିନ୍ତୁ ଏହି ଦେଶରେ କିଛି ଏମିତି ଲୋକ ରହିଛନ୍ତି ଯେଉଁମାନଙ୍କର ଅପର୍ଯ୍ୟାପ୍ତ ଧନ ରହିଛି ଏବଂ ତାହା ସ୍ୱିସ୍ ବ୍ୟାଙ୍କରେ ରହିଛି । ଏହି…

ଟ୍ୱିଟର ଫେସବୁକକୁ ଟକ୍କର ଦେବ ଟ୍ରମ୍ପଙ୍କ ନୂଆ ସୋସିଆଲ ମିଡିଆ ଆପ୍

ନୂଆଦିଲ୍ଳୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତାଙ୍କର ନୂଆ ସୋସିଆଲ ମିଡିଆ ଆପ୍ ‘ଟୁଥ୍ ସୋସିଆଲ’ ଲଞ୍ଚ କରିଛନ୍ତି । ଏହି ଆପ୍ ଲଞ୍ଚ ସହ ପୁଣିଥରେ ସେ ସୋସିଆଲ ମିଡିଆ ଜଗତକୁ ଫେରିଛନ୍ତି । ଗତ ୨୦୨୧ ରେ ଫେସବୁକ୍ ଟ୍ୱିଟର…

କୋର୍ବେଭାକ୍ସ ଟିକାକୁ DCGIର ମଞ୍ଜୁରୀ: ୧୨-୧୮ ବର୍ଷ ପିଲାଙ୍କଠାରେ ହେବ ବ୍ୟବହାର

ନୂଆଦିଲ୍ଲୀ: କରୋନା ଟିକା କୋର୍ବେଭାକ୍ସକୁ ଡିସିଜିଆଇର ଚୂଡ଼ାନ୍ତ ଅନୁମତି । ବାୟୋଲୋଜିକାଲ-ଇ’ର ଟିକା କୋର୍ବେଭାକ୍ସକୁ ଅନୁମତି ମିଳିଲା । ୧୨-୧୮ ବର୍ଷ ବୟସ୍କ ପିଲାଙ୍କ ଠାରେ ବ୍ୟବହାର ହେବ ଏହି ଟିକା ।…

ବ୍ରିଟେନକୁ ୩ ବର୍ଷ ପୁରୁଣା ୩୦୦୦ ଟନ୍ ଆବର୍ଜନା ଫେରାଇଲା ଶ୍ରୀଲଙ୍କା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଶ୍ରୀଲଙ୍କା ସୋମବାର ହଜାର ଟନ୍ ଅବୈଧ ଭାବରେ ଆମଦାନୀ ହେଉଥିବା କଣ୍ଟେନର ମଧ୍ୟରୁ ଶେଷ କଣ୍ଟେନରକୁ ବ୍ରିଟେନ ଫେରାଇ ଦେଇଛି । ଏନେଇ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅନେକ ଏସୀୟ ଦେଶ ନିକଟରେ ଧନୀ…

ଅଖିଳେଶଙ୍କ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ: କହିଲେ ସପା ସରକାରରେ ବିଜୁଳିରେ ହେଉଥିଲା ଭେଦଭାବ

ଲକ୍ଷ୍ନୌ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ସମାଜବାଦୀ ପାର୍ଟୀକୁ ଟାର୍ଗେଟ କରିଛନ୍ତି । ୨୩ ଫେବୃଆରୀରେ ୟୁପି ବିଧାନସଭା ନିର୍ବାଚନରେ…

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡ଼ିୟମରେ ପହଞ୍ଚି ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଓଡ଼ିଶା ମହିଳା ଫୁଟବଲ…

ବିଧାନସଭା ନିର୍ବାଚନ ପୂର୍ବରୁ ବିଷାକ୍ତ ମଦର ତାଣ୍ଡବ, ଚାଲିଗଲା ଅନେକ ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆଜମଗଡ଼ରେ ପୁଣିଥରେ ବିଷାକ୍ତ ମଦର ତାଣ୍ଡବ ଆରମ୍ଭ ହୋଇଛି । କିଛି ଘଣ୍ଟାରେ ହିଁ ୩ ଲୋକଙ୍କର ମୃତ୍ୟୁ ଘଟିଛି । ୧୨ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । କିଛି…

ଜଣେ କି ଦୁଇ ଜଣ ନୁହେଁ, ବରଂ ୮୫ ଯୁବତୀଙ୍କ ସହ ଏପରି କାମ କରୁଥିବା ଯୁବକ: ଏପରି ଜାଣିଦେଲା ପ୍ରେମିକା

ୱାଶିଂଟନ୍: ପ୍ରାୟତଃ ଆପଣଙ୍କ ଆଖପାଖର ପୁରୁଷମାନେ ଜଣେ କି ୨ ଜଣଙ୍କ ସହ ଫ୍ଲର୍ଟ କରୁଥିବା ତ ଦେଖିଥିବେ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମେରିକାର ଜଣେ ପୁରୁଷ ଏକା ସାଙ୍ଗରେ ୮୫ ମହିଳାଙ୍କ ସହ ଫ୍ଲଟ୍…

ମାଲକାନଗିରି ପୋଲିସକୁ ବଡ଼ ସଫଳତା: ନିର୍ବାଚନ ପୂର୍ବରୁ ସର୍ଚ୍ଚ ବେଳେ ମାଟିତଳୁ ମିଳିଲା ମାରଣାସ୍ତ୍ର

ନିର୍ବାଚନ ପୂର୍ବରୁ ମାଲକାନଗିରି ପୋଲିସକୁ ବଡ଼ ସଫଳତା । ମାଟିତଳୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କଲା ପୋଲିସ୍ । ୫ ଟି ବନ୍ଧୁକ ୨ ଟି ବୋମା ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ । ବିଏସଏଫ୍, ଡିଭିଏଫ୍ ଓ ଏସଓଜି…