Browsing Category

Breaking News

ବଢ଼ୁଛି ସୁମିତଙ୍କ ଛୁଟି ଅବଧି, ଆଗକୁ କ’ଣ ହେବ ତପସ୍ୱିନୀଙ୍କ ଭାଗ୍ୟ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘଦିନ ଧରି ସୋସିଆଲ ମିଡ଼ିଆର ଶିରୋନାମା ପାଲଟିଥିବା ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ଦାମ୍ପତ୍ୟ କଳହ ଏବେ ବି ଜାରି ରହିଛି । କେବେ ଏହି ବିବାଦରେ ଯବନିକା ପଡ଼ିବ, ତାହା କହିବା…

ଦେଶରେ ଓମିକ୍ରନ ଭାଙ୍ଗିଲା ରେକର୍ଡ, ସଂକ୍ରମିତଙ୍କ ସଂଖ୍ୟା ୩୦୦ ପାର୍

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । କୋଭିଡ୍ ର ଏହି ନୂତନ ଭାରିଆଣ୍ଟ ଅଧିକ ସଂକ୍ରାମକ ହୋଇଥିବାରୁ ଏହା ଏବେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶମାନଙ୍କରେ ରକେଟ୍ ବେଗରେ ବ୍ୟାପିବାରେ ଲାଗିଛି…

ରାଜ୍ୟର ଶୀତର ଲହରି: ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶୀତର ଲହରି ଜାରି ରହିଛି । ପାରଦ କମିବା ଯୋଗୁଁ ହାଡ଼ଭଙ୍ଗା ଶୀତ ଅନୁଭବ ହେଉଛି । ରାଜ୍ୟରେ ୧୧ ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୬.୫ ଡିଗ୍ରୀ ସହ ଫୁଲବାଣୀ…

ଅତର ବ୍ୟବସାୟୀଙ୍କ ଘରେ ରେଡ୍: ମିଳିଲା ୧୫୦ କୋଟି, ୨୪ ଘଣ୍ଟା ଧରି ଚାଲିଥିଲା ଚଢ଼ାଉ; ଟଙ୍କା ଗଣିବା ପାଇଁ ଲାଗିଥିଲା ୪ଟି ମେସିନ୍

ନୂଆଦିଲ୍ଲୀ: କାନପୁରରେ ଅତର ବ୍ୟବସାୟୀ ପୀୟୁଷ ଜୈନଙ୍କ ଘରେ ଆୟକର ବିଭାଗ ଚଢ଼ାଉ ଜାରି ରଖିଛି । ଏହି ଚଢ଼ାଉରେ ଆୟକର ବିଭାଗ ପୀୟୁଷଙ୍କ ଘରୁ ନୋଟ୍ ରେ ଭର୍ତ୍ତି ହୋଇଥିବା ଆଲମାରୀ ମିଳିଛି । ଯାହାକୁ ଗଣିବା ପାଇଁ ଆୟକର…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୪୧ ପଜିଟିଭ୍, ଦୁଇ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

(VIDEO) ‘ରିମ୍ ଝିମ୍ ପାଣି ବର୍ଷୁଥିଲା’ ଗୀତରେ ମସଗୁଲ୍ ରେଭେନ୍ସାର ଶହ ଶହ ଛାତ୍ରଛାତ୍ରୀ! ଏଥର ରାଜ୍ୟରେ ଓମିକ୍ରନ ଶୀଘ୍ର ମାଡ଼ିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଥିବା ବେଳେ ଏହି ଅବସରରେ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ଭାବେ ବେଖାତିର କରାଯାଇଛି । ଏକ ଶିକ୍ଷାନୁଷ୍ଠାନରେ ଶହ ଶହ ଛାତ୍ରଛାତ୍ରୀ…

ନଦୀ ମଝିରେ ଡଙ୍ଗାରେ ଲାଗିଲା ନିଆଁ: ୩୬ ମୃତ, ୨୦୦ ଆହତ

ନୂଆଦିଲ୍ଲୀ: ବାଂଲାଦେଶରେ ଶୁକ୍ରବାର ଦିନ ନଦୀ ମଝିରେ ଯାଉଥିବା ଏକ ଡଙ୍ଗାରେ ନିଆଁ ଲାଗିଯାଇଛି । ଯାହାଫଳରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି…

ଆଖି ବୁଜିଲେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି । ଆଜି ସକାଳ ୯ଟା ୩୦ ରେ ଭୁବନେଶ୍ୱରରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଏନେଇ ତାଙ୍କ ଝିଅ ଅନୀତା…

ଏଣିକି ୨ ବର୍ଷ ଯାଏଁ ରଖାଯିବ ଆପଣଙ୍କ ଫୋନ୍ କଲ୍ ରେକର୍ଡ, କେନ୍ଦ୍ର ଦେଲେ ଆଦେଶ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଟେଲିକମ୍ ବିଭାଗ (ଡିଓଟି) ପକ୍ଷରୁ ୟୁନିଫାଏଡ୍ ଲାଇସେନ୍ସ ଚୁକ୍ତିନାମାକୁ ସଂଶୋଧନ କରି ଟେଲିକମ୍ ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ତଥା ଅନ୍ୟ ସମସ୍ତ ଟେଲିକମ୍ ଲାଇସେନ୍ସପ୍ରାପ୍ତଙ୍କୁ ଏକ ବର୍ଷର ଅଭ୍ୟାସ…

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ: ଅନୁଦାନପ୍ରାପ୍ତ କଲେଜରେ ଲାଗୁ ହୋଇପାରେ ସପ୍ତମ ବେତନ କମିଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସନ୍ଧ୍ୟାରେ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବସିବ । ଅପରାହ୍ଣ ୫ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାର ସ୍ଥିରୀକୃତ ହୋଇଛି ।…