Browsing Category

Breaking News

ମଞ୍ଚେଶ୍ୱରରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର: ମଦ୍ୟପାନ କରି ଗାଡି ଚଲାଉଥିଲା ଡ୍ରାଇଭର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଞ୍ଚେଶ୍ୱର ଧର୍ମ କଣ୍ଟା ସାମ୍ନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ୍ କୁ ସାମ୍ନାରୁ ପିଟିଲା ଟାଟା ଏସି। ଦୁର୍ଘଟଣାରେ ଟାଟା ଏସି ଡ୍ରାଇଭର୍ ସମେତ ରାସ୍ତା କଡରେ ଛିଡା ହୋଇଥିବା ଜୈନକ…

ନକଲି ଶିଖର ଧୱନ କଲେ ଅସଲିଙ୍କୁ ରିପ୍ଲେସ: ଦେଖନ୍ତୁ ଫନି ଭିଡିଓ

ଟିମ ଇଣ୍ଡିଆର ଷ୍ଟାର ପ୍ଲେୟାର ଶିଖର ଧୱନ ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ମଜାଳିଆ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ଥାନ୍ତି । ଏଥର ମଧ୍ୟ ତାଙ୍କର ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି । ଏଥିରେ ଏକ ମଜାଳିଆ ଢଙ୍ଗରେ…

ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନଙ୍କୁ ହଟାଯିବା ନେଇ ପ୍ରଥମ ଥର ମୁହଁ ଖୋଲିଲେ ରାହୁଲ ଗାନ୍ଧୀ: କହିଲେ କାରଣ

ପଞ୍ଜାବର ପୂର୍ବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ କାହଁକି ହଟାଯାଇଥିଲା? ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଖୁଲାସା କରିଛନ୍ତି । ଆସନ୍ତା ଫେବୃଆରୀ ୨୦ ରେ…

(Video) କଲେକ୍ଟର ହେଲେ ୫ ବର୍ଷର ଝିଅ: ଦେଲେ ଏଭଳି ନିର୍ଦ୍ଦେଶ

୫ ବର୍ଷର ଝିଅ ହେଲା କଲେକ୍ଟର । ଦାୟିତ୍ୱ ସମ୍ଭାଳିଲା ନିଷ୍ପତ୍ତି ବି ନେଲା । ବିନା କୌଣସି ଡ଼ିଗ୍ରୀ ସାର୍ଟିଫିକେଟ କିମ୍ବା କୌଣସି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହୋଇ ବି ଏବେ ଏମିତି ଏକ ଝିଅ ଜିଲ୍ଲାପାଳ…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି: କୋଟିଆରେ ପଡ଼ିବ ଭୋଟ, ସିଲ୍ ହେଲା ସୀମା

ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ କୋଟିଆରେ ପଡ଼ିବ ଭୋଟ୍ । ଏହାକୁ ଦୃଷ୍ଟିରେ ରଖି ଭୋଟ୍ ପୂର୍ବରୁ ଓଡ଼ିଶା-ଆନ୍ଧ୍ର ସୀମାକୁ ସିଲ୍ କରିଛି…

କାନ୍ଥରେ ଲାଗିଥିଲା ମହିଳାଙ୍କ ପୋଷ୍ଟର, ଏମିତି କଲେ ବୃଦ୍ଧ: ଦେଖନ୍ତୁ ଭାଇରାଲ ଭିଡିଓ…

ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । କେତେବେଳେ କ’ଣ ଭାଇରାଲ ହୋଇଯିବ କହି ହେବନାହିଁ । ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୁଢ଼ା ଚାଚା ଏଭଳି ହରକତ…

ନିର୍ବାଚନୀ ହିଂସାକୁ ନେଇ ଉଚ୍ଚସ୍ତରୀୟ ବୈଠକ: ଗଣ୍ଡଗୋଳ, ହିଂସାକୁ ବରଦାସ୍ତ କରାଯିବନି କହିଲେ ଡିଜିପି

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ । ବୁଧବାର ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । କିନ୍ତୁ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନ…

ଜିଏସଟିରେ ହୋଇପାରେ ବଡ଼ ପରିବର୍ତ୍ତନ, ହୋଇପାରେ ଟ୍ୟାକ୍ସ ଛାଡ଼

ନୂଆଦିଲ୍ଲୀ: ରାଜ୍ୟମାନଙ୍କ ଆମଦାନୀ ବଢ଼ାଇବା ଏବଂ ଦରଦାମକୁ ସରଳ କରିବା ପାଇଁ ସରକାର ଜିଏସଟି ବ୍ୟବସ୍ଥାରେ ପରିବର୍ତ୍ତନ କରିପାରନ୍ତି । ୨୦୧୭ ରୁ ଲାଗୁ ହୋଇଥିବା ଜିଏସଟି ବ୍ୟବସ୍ଥା ପରେ ରାଜ୍ୟମାନଙ୍କର ରାଜସ୍ୱରେ…

ଗୋଟିଏ ମୋବାଇଲ ନମ୍ବରରୁ ମଗାଇ ପାରିବେ ସଂପୂର୍ଣ୍ଣ ପରିବାରର ପିଭିସି ଆଧାର କାର୍ଡ, ସହଜରେ କରିପାରିବେ ଆବେଦନ

ନୂଆଦିଲ୍ଲୀ: ପିଭିସି ଆଧାର କାର୍ଡ ପାଇଁ ଅନେକ ସେମାନଙ୍କ ଆଧାର କାର୍ଡର ଖୋଲା ବଜାରରେ ପିଭିସି ତିଆରି କରୁଛନ୍ତି । ଏନେଇ ୟୁଆଇଡିଆଇ ତରଫରୁ ଏକ ଜରୁରୀ ସୂଚନା ଦିଆଯାଇଛି । ଯେଉଁଥିରେ କୁହାଯାଇଛି ଯେ ଖୋଲା ବଜାରରୁ…

ଭିଜିଲାନ୍ସ ଜାଲରେ ଟ୍ୟାକ୍ସ କଲେକ୍ଟର, ୨୫ ହଜାର ଲାଞ୍ଚ ନେଉଥିବା ବେଳେ…

ବରଗଡ଼(ଓଡ଼ିଶା ଭାସ୍କର) : ଭିଜିଲାନ୍ସ ପଞ୍ଝାରେ ଟ୍ୟାକ୍ସ କଲେକ୍ଟର । ବରଗଡ଼ ଜିଲ୍ଲା ପଦ୍ମପୁର ଏନ. ଏ.ସିର କାର୍ଯ୍ୟରତ ଟ୍ୟାକ୍ସ କେଲକ୍ଟର ହେଉଛନ୍ତି ଦିନବନ୍ଧୁ ପଣ୍ଡା । ଲାଞ୍ଚ ନେବା ବେଳେ ତାଙ୍କୁ ରେଡ ହ୍ୟାଣ୍ଡରେ…