Browsing Category

Breaking News

ପଞ୍ଚାୟତ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ SECଙ୍କ ପ୍ରେସମିଟ, କହିଲେ ପ୍ରଥମ ପର୍ଯ୍ୟାୟରେ ହୋଇଛି ୭୦ ପ୍ରତିଶତ ମତଦାନ

ଭୁବେନଶ୍ୱର: ରାଜ୍ୟରେ ସରିଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀଙ୍କ ପ୍ରେସମିଟ୍ ରେ ସୂଚନା ଦେଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୦…

ଶସ୍ତାରେ ମିଳୁଛି ସାମସଙ୍ଗର ଏହି 5G ସ୍ମାର୍ଟଫୋନ: ରହିଛି  5000 mAh ବ୍ୟାଟେରୀ ଏବଂ 32 MP କ୍ୟାମେରା

ଆପଣ କୌଣସି ନୂଆ 5G ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି କି? ତେବେ Samsung Galaxy M52 5G ଆପଣଙ୍କ ପାଇଁ ଏକ ଭଲ ଅପ୍ସନ ହୋଇପାରେ । କାରଣ ବର୍ତ୍ତମାନ ଏହି ସ୍ମାର୍ଟଫୋନ ଆମାଜନରେ ଡିସ୍କାଉଣ୍ଟ ଏବଂ ଏକ୍ସଚେଞ୍ଜ ଅଫର…

WHO ଲଞ୍ଚ କଲା ‘Quit Tobacco App’, ଛାଡ଼ିଯିବ ତମାଖୁ ଅଭ୍ୟାସ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା WHO ଆଜି ‘Quit Tobacco App’ ଲଞ୍ଚ କରିଛି । ଲୋକମାନଙ୍କର ତମାଖୁ ଅଭ୍ୟାସ୍ ଛଡ଼ାଇବାରେ ସାହାଯ୍ୟ କରିବା ସହ ଧୂମପାନ ନକରିବା ଓ ଅନ୍ୟାନ୍ୟ ନୂଆ ଉତ୍ପାଦ ସମେତ ତମାଖୁର…

ଯାଜପୁରରେ ବ୍ଲକରେ ବୁଥ୍ କ୍ୟାପଚରିଂ: ଭୋଟ ବାକ୍ସ ଜବତ କଲା ପୋଲିସ୍

ଯାଜପୁର ବ୍ଲକରେ ବୁଥ୍ କ୍ୟାପଚରିଂ । ରୁଦ୍ରପୁର ପଞ୍ଚାୟତ ୫ ନମ୍ବର ୱାର୍ଡରେ ବୁଥ୍ କ୍ୟାପଚରିଂ । ଜନୈକ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ଦ୍ୱାରା ବୁଥ୍ ଦଖଲ । ବୁଥରେ ପଶି ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନଙ୍କ…

ଶେଷରେ ବନ୍ଧାହେଲେ କୁବେର ASP ତ୍ରିନାଥ ମିଶ୍ର: ଭିଜିଲାନ୍ସକୁ ଚ୍ୟାଲେଞ୍ଜ କରି ଏପରି କହିଲେ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ସରିଲା ଭିଜିଲାନ୍ସ ରେଡ୍ । ୨୨ ଘଣ୍ଟାର ଚଢ଼ାଉରେ ୨୨ କୋଟିରୁ ଅଧିକ ସମ୍ପତ୍ତି ଠାବ ହେବା ପରେ ପୋଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିତାଥ…

ଏହି ରୋଗ ନେଲା ବାପି ଲାହିରିଙ୍କ ଜୀବନ, ଲକ୍ଷଣ ଥିଲେ ଆଜିଠୁ ହୁଅ ସାବଧାନ୍

ନୂଆଦିଲ୍ଲୀ: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ ଘଟିଛି । ମାତ୍ର ୬୯ ବର୍ଷ ବୟସରେ ବାପି ଦା’ଙ୍କ ନିଧନ ଖବର ସମସ୍ତେ ସ୍ତବ୍ଧ କରିଦେଇଛି । ମୁମ୍ବାଇ ସ୍ଥିତ କ୍ରିଟିକେୟାର ମେଡିକାଲରେ ସେ…

ମହିଳାଙ୍କ ପେଟରୁ ଡାକ୍ତର ବାହାର କଲେ ୪୭ କେଜିର ଏକ ଟ୍ୟୁମର

ନୂଆଦିଲ୍ଲୀ: ଆଜିକାଲିର ଦୁନିଆରେ ଦିନକୁ ଅଜବ ପ୍ରକାରର ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । କିଏ ବାଲି ଖାଇ ବଞ୍ଚୁଛି ତ କାହା ପେଟରୁ କଣ୍ଟା ବାହାରୁଛି । କିଏ କିଛି ନ ଖାଇ ବର୍ଷ ବର୍ଷ ଧରି ବଞ୍ଚୁଛି ତ କେଉଁଠାରେ…

ହୋଲି ପୂର୍ବରୁ ବଢ଼ିପାରେ କେନ୍ଦ୍ରୀୟ କର୍ମଚାରୀଙ୍କର ମହଙ୍ଗା ଭତ୍ତା, ଜାଣନ୍ତୁ କେତେ ପ୍ରତିଶତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଚାକିରିଆଙ୍କ ପାଇଁ ଖୁସି ଖବର । ମୋଦି ସରକାର ଆସନ୍ତା ହୋଲି ପୂର୍ବରୁ ଦେଇପାରନ୍ତି ଏକ ସ୍ୱତନ୍ତ୍ର ଗିଫ୍ଟ । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭର୍ତ୍ତ…

(ଦେଖନ୍ତୁ Video) ୧୪ ନୁହେଁ, ୧୭ ଜଣଙ୍କୁ ବାହାହୋଇଛି ରସିକିଆ ଡାକ୍ତର: ଆଗକୁ ବଢ଼ିପାରେ ସ୍ତ୍ରୀ’ଙ୍କ ସଂଖ୍ୟା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚର୍ଚ୍ଚିତ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ଆଉ ୩ ସ୍ତ୍ରୀଙ୍କୁ ଠାବ କରାଯାଇଛି । ପୂର୍ବରୁ ୧୪ ଜଣ ମହିଳାଙ୍କୁ ବିବାହ କରିଥିବା ଜଣାପଡିଥିବା ବେଳେ ଏବେ ସ୍ତ୍ରୀ ସଂଖ୍ୟା…

୧ଟା ସୁଦ୍ଧା ୬୦ ପ୍ରତିଶତରୁ ଅଧିକ ମତଦାନ, ୨୩ଟି ସ୍ଥାନରେ ନିର୍ବାଚନ ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସାରା ରାଜ୍ୟରେ ଦିନ ୧ଟା ସୁଦ୍ଧା ୬୦%ରୁ ଅଧିକ ମତଦାନ ହୋଇଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ନିର୍ବାଚନ…